ଗେମ୍‌ ଖେଳୁଛି ପାକିସ୍ତାନ: ଆମେରିକା ସହ ସମ୍ପର୍କ ରଖି ଚାଇନାକୁ ବିବାହ କରୁଛି

ଇସଲାମାବାଦ,୨୦।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରଥମ ଉଚ୍ଛସ୍ତରୀୟ ବୈଠକ ଲାଗି ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦେଖି ଏବେ ବିଶେଷଜ୍ଞମାନେ କହିଛନ୍ତି ପାକିସ୍ତାନ ଓ୍ବାଶିଂଟନ ଓ ଇସଲାମାବାଦ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ଲାଗି ଦୁଇ ପ୍ରକାର ଖେଳ ଖେଳୁଛି। ବିଶ୍ୱରେ ବେଜିଂର ରଣନୀତି, ଏହାର ଦଖଲକୁ ସକ୍ରିୟ ରୂପରେ ସହାୟତା କରିବା, ପାଳନ କରିବା ଓ ଏହାକୁ ପ୍ରୋତ୍ସାହନ ଦେବାରେ ସହଯୋଗ କରୁଛି ପାକିସ୍ତାନ। ପାକିସ୍ତାନ ଏ କ୍ଷେତ୍ରରେ ନିଜ ରଣନୀତିର ମହତ୍ୱ ବୁଛୁଝି। ସେଥିପାଇଁ ଜାତିସଂଘକୁ ଆର୍ଥିକ ଓ ସେନା ସହାୟତା ନେଇ ମନାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ପ୍ୟାରିସରେ ଥିବା ପାକିସ୍ତାନର ଜଣେ ଖବରଦାତା ତାହା ସିଦ୍ଦିକି କହିଛନ୍ତି, ପାକିସ୍ତାନ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ସେଥିପାଇଁ ତାକୁ ଆମେରିକାର ସେନା ଓ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଅନୁମାନ କରାଯାଉଛି କି ପାକିସ୍ତାନ ଚାଇନା ସହ ସମ୍ପର୍କରେ ରହିଛି ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ କଥା ହୋଇଛି। ପାକିସ୍ତାନ ଆହୁରି ମଧ୍ୟ ଜାଣିଛି କି ଆମରିକା ଚାଇନର ପ୍ରବେଶକୁ ନେଇ ଓ୍ବାଶିଂଟନ ପ୍ରତିବନ୍ଧକ ଲଗାଇପାରେ ସେଥିପାଇଁ ପାକିସ୍ତାନ ଦୋହରା ନୀତି ଆପଣାଇ ଦୁଇ ପ୍ରକାର ଖେଳ ଖେଳୁଛି। ଯେଉଁଥିରେ ସେ ଆମେରିକା ଓ ଚାଇନାକୁ ଇସଲାମାବାଦ ସହ ଯୋଡି ରଖିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୁକାବିଲା ପାଇଁ ଡବ୍ଲୁଏଚ୍‌ଓକୁ ୨୦ ନିୟୁତ ଡଲାର ସହାୟତା ଦେବ ଚାଇନା

ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)କୁ ୨୦ ନିୟୁତ ଡଲାର...

୧୯୫ ଦେଶରେ କରୋନା: ମୃତ୍ୟୁ ସଂଖ୍ୟା ୨୧ ହଜାର ୨୦୦

ଓ୍ବାଶିଂଟନ,୨୬।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଇତିମଧ୍ୟରେ କରୋନା ସଂକ୍ରମଣରେ...

ପାକିସ୍ତାନ ଫେରିବେ ନୱାଜ: ଜାରି ହେଲା ୧୦ ବର୍ଷ ପାଇଁ ପାସପୋର୍ଟ

ଇସଲାମାବାଦ,୨୬ ।୪: ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ଶହବାଜ ଶରିଫ ଯେଉଁ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି...

ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ...

ତାଲିବାନ୍‌ ସପକ୍ଷରେ ମହିଳାଙ୍କ ରାଲି

କାବୁଲ, ୧୨।୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରେ ତାଲିବାନ ଶାସନକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଉଥିବା ମହିଳାମାନଙ୍କ ମାଡ଼ ମରାଯିବା ସହ ହତ୍ୟା ଧମକ ଦିଆଯାଉଛି। ସେମାନଙ୍କ ବିକ୍ଷୋଭ...

ଶିକ୍ଷା ଠକେଇ :୨୦-୨୦ ଲକ୍ଷ ଦେଇ ବେଆଇନ ଭାବେ କାନାଡାରେ ପହଞ୍ଚିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର…

ଟରଣ୍ଟୋ,୧୬।୩ : କାନାଡାରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ଏହି ଛାତ୍ରୀଛାତ୍ରମାନଙ୍କୁ କାନାଡାରୁ ଭାରତ ପଠାଯିବାର ବ୍ୟବସ୍ଥା କରାଉଛି। ବାସ୍ତବରେ, ତାଙ୍କ...

ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍‌

ପ୍ୟୋଙ୍ଗୟାଙ୍ଗ୍‌,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର...

ସମୁଦ୍ରକୂଳରେ ଶହ ଶହ ମୃତ ପକ୍ଷୀ, ଭୂତାଣୁ ସଂକ୍ରମଣ ଆଶଙ୍କା…

ମସ୍କୋ,୩।୧୦: ରୁଷିଆର ସମୁଦ୍ର କୂଳରେ ଶହ ଶହ ମୃତ ପକ୍ଷୀ ପଡ଼ି ରହିଛନ୍ତି। ସ୍ଥାନୀୟ ଅଜୋଭ ସାଗର କୂଳରେ ଥିବା ଆରାବାଟ୍‌ ସ୍ପିଟ୍‌ରେ ଏତେ ସଂଖ୍ୟକ...

Advertisement
Archives

Model This Week