Posted inଜାତୀୟ

ଗୁଜରାଟ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କରରେ ବିସ୍ଫୋରଣ

ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍‌ ରିଫାଇନେରି ପାଖରେ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ଜଣ ଶ୍ରମିକ ନିଖୋଜ ଥିବା ନେଇ ପୋଲିସ ସୂଚନା ଦେଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କରୋନା କଟକଣା କଡାକଡି ପାଳନ କରିବା ସହ ସଂକ୍ରମଣ...

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ...

ଏହି ଟିକାର ଗୋଟିଏ ଡୋଜ୍‌ କରୋନାକୁ ରୋକିବ!

ନୂଆଦିଲ୍ଲୀ,୧୪।୭: ବିଶ୍ୱର ସମସ୍ତ ଦେଶରେ କରୋନା ସଂକ୍ରମଣର ବୃଦ୍ଧି ମାମଲା ସ୍ବାସ୍ଥ୍ୟ ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣରୁ ରକ୍ଷା କରିବାରେ ଦୁଇ ମାତ୍ରା...

ଏସ୍‌ଆଇଏକୁ ବଡ଼ ସଫଳତା, ଜୈଶ୍‌ର ୧୦ ଓଭର ଗ୍ରାଉଣ୍ଡ ଓ୍ପାର୍କର ଗିରଫ…

ଶ୍ରୀନଗର, ୧୬।୨ : ଜମ୍ମୁ-କଶ୍ମୀରରେ ରାଜ୍ୟ ଅନୁସନ୍ଧାନ ଏଜେନ୍ସି (ଏସ୍‌ଆଇଏ)କୁ ବଡ଼ ଧରଣର ସଫଳତା ମିଳିଛି। ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀର ଅଞ୍ଚଳରେ ଚଢ଼ାଉ ବେଳେ...

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି।...

ଲକ୍‌ଡାଉନରେ କରିଥିଲେ ଭୁଲ…

ଲକ୍ଷ୍ନୌ,୧୩।୨: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ, ସଟ୍‌ଡାଉନ ଘୋଷଣା କରାଯାଇଥିଲା। ସେତିକିବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଫାଇନ...

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ...

ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ସ୍ବାସ୍ଥ୍ୟବସ୍ଥା ସ୍ଥିର...

Advertisement
Archives

Model This Week