ଗାଡି ଭଡାକରି ଗର୍ଭବତୀଙ୍କୁ ଗାଁକୁ ପଠାଇଲେ ଥାନା ଅଧିକାରୀ

ପାତ୍ରପୁର,୧୯ା୪(ଡି.ଏନ୍‌.ଏ.)- ଦୁର୍ଗମ ଅଞ୍ଚଳର ଜଣେ ଗର୍ଭବତୀଙ୍କୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଗାଡ଼ି ଭଡାକରି ଘରେ ଛାଡ଼ିଛନ୍ତି। ଏନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ବଣିଆବସା ଗ୍ରାମର ଧନେଶ୍ୱର ପ୍ରଧାନଙ୍କ ସ୍ତ୍ରୀ ସନ୍ତୋଷିନୀ ସାତ ମାସର ଗର୍ଭବତୀ ଥିବାବେଳେ ପେଟରେ ଯନ୍ତ୍ରଣା ହୋଇଥିଲା। ଶନିବାର ଡ଼ଙ୍ଗାରେ ବାଘଲଟି ଜଳଭଣ୍ଡାର ପାର ହୋଇ ବାଘଲଟି ଗ୍ରାମରେ ପହଞ୍ଚିଥିଲେ ସ୍ବାମୀ ସ୍ତ୍ରୀ। ରବିବାର ୧୦୮ ଯୋଗେ ପାତ୍ରପୁର ମେଡ଼ିକାଲକୁ ଆସିଥିଲେ। ଡ଼ାକ୍ତର ଆଲଟ୍ରାସାଉଣ୍ଡ ପାଇଁ କହିଥିଲେ। ପାତ୍ରପୁରର ଏକ ଘରୋଇ କ୍ଲିନିକ୍‌ରେ ଆଲ୍‌ଟ୍ରାସାଉଣ୍ଡ କରିବା ପରେ ଗ୍ରାମକୁ ଯିବାକୁ କୌଣସି ସୁବିଧା ନ ମିଳିବାରୁ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଥାନା ଅଧିକାରୀ ଏକ ବଲୋରୋ ଭଡାରେ ଆଣି ଦମ୍ପତ୍ତିଙ୍କୁ ବାଘଲଟି ଜଳଭଣ୍ଡାର ପର୍ଯ୍ୟନ୍ତ ପଠାଇଥିଲେ। ସେଠାରୁ ଡଙ୍ଗାରେ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର, ରାଜ୍ୟକୁ କୋର୍ଟ ନୋଟିସ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଶୁକ୍ରବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଜାତୀୟ ସ୍ମାରକୀ...

ଦାରିଙ୍ଗବାଡ଼ିର ଅନେକ ପଞ୍ଚାୟତରେ ପବନ, ଘଡ଼ଘଡ଼ି ସହ ବର୍ଷା: ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୧୮।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଏକାଧିକ ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ପବନ, ଘଡଘଡି ସହ ବର୍ଷା ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ...

ଦୁର୍ଘଟଣାରେ ଆଇନ ଛାତ୍ରଙ୍କ ମୃତ୍ୟୁ

ରୂପସା,୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ବାଇପାସ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀ ଜୀବନଗଲା

ବରୀ,୨୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ପୁରୁଷୋତ୍ତମପୁରରେ ପହଞ୍ଚତ୍ଲେ ୬୨ ସୁରଟ ଫେରନ୍ତା

ପୁରୁଷୋତ୍ତମପୁର, ୨l୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜଣେ ମହିଳାଙ୍କ ସମେତ ୬୨ ଜଣ ଶନିବାର ରାତି ପ୍ରାୟ ୧୧ଟାରେ ସୁରଟରୁ ବସ୍‌...

କନ୍ଧରା ଜଙ୍ଗଲରେ ଗୟଳ

ଢେଙ୍କାନାଳ ଅଫିସ, ୧୭।୧୦: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଗୟଳ କଏଦ ହୋଇଛନ୍ତି। ଏହାକୁ ବନ ବିଭାଗ...

ପୋଲ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବାରିପଦା ଅଫିସ,୨୮ା୧: ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଉରା-ଚନ୍ଦାବିଲାଠାରେ ନିର୍ମାଣାଧିନ ପୋଲରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ...

Advertisement
Archives

Model This Week