Posted inଫୁରସତ

ଗାଁରେ ବିନା ପାଠପଢ଼ାରେ ଫୁଟବଲ ଖେଳି ଯୁବବର୍ଗ ପାଉଛନ୍ତି ଚାକିରି: ଘରେଘରେ ପୂଜା ପାଉଛି ଫୁଟବଲ

ଜୟପୁର,୩।୨: ରାଜସ୍ଥାନ ଉଦୟପୁରରେ ରହିଛି ଏକ ଗାଁ। ଏଠାରେ ଯୁବବର୍ଗ ବିନା ପାଠପଢ଼ାରେ ଫୁଟବଲ ଖେଳି ଚାକିରି ପାଉଛନ୍ତି। ଗାଁରେ ୨୦୦ ପରିବାର ବାସ କରୁଛନ୍ତି। ଏହି ଗାଁଟି ହେଉଛି ଜାବର ମାଇନ୍ସ। ଲୋକେ ଏହାକୁ ଫୁଟବଲ ଭିଲେଜ୍‌ କହିଥାନ୍ତି। ଏଠାରେ ଭାରତର ବୃହତମ ଜିଙ୍କ୍‌ ଖଣି ରହିଛି। ଫୁଟବଲ ଖେଳି ଗାଁରେ ୧୭୦ରୁ ଅଧିକ ଲୋକ ଖଣିରେ ଚାକରି କରିଛନ୍ତି। ଗାଁରେ ପ୍ରାୟତଃ ଅନ୍ୟ କୌଣସି ଖେଳ ହୋଇ ନ ଥାଏ। କେବଳ ଫୁଟବଳ ଖେଳ ହିଁ ହୋଇଥାଏ। ପ୍ରତି ଲୋକଙ୍କ ଘରେ ଫୁଟବଲକୁ ପୂଜା ମଧ୍ୟ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ ପଡ଼ିଛି ଟଙ୍କା

ଜୟପୁର: ରାସ୍ତା ଉପରେ ପଡ଼ିଛି ୧୦ ଟଙ୍କିଆ ନୋଟ୍‌। ଲକ୍‌ଡାଉନ ବେଳେ ଏମିତି ଏକ ଖବର ଶୁଣି ଲୋକେ ଭୟଭୀତ ହୋଇ ଯାଇଥିଲେ। ହୁଏତ ନୋଟ୍‌...

ପୋବିଟୋରା

ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ...

ଜଙ୍ଗଲରେ ନିଆଁ ଲଗାଇ ଯୁବତୀ କରୁଥିଲେ ଟିକ୍‌ଟକ୍‌, ଆଉ ତା’ ପରେ…

ଚଳିତ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ପଡ଼ିଛି। ଭାରତର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ତେବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ସମାନ...

ଶିକାର ପାଇଁ ପାହାଡ ଶିଖରରୁ ଲମ୍ଫ ମାରିଲା ବାଘ: ଘଟିଲା ଏପରି କିଛି…

ପ୍ରତିଦିନ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।...

ପୁରୁଣା ବସ୍‌ରେ ସୁଇମିଂ ପୁଲ୍‌, ମଜା ଉଠାଉଛନ୍ତି ଲୋକେ

ଫ୍ରାନ୍ସର ବେଟୁନ୍‌ ସହରର ବିଭିନ୍ନ ସ୍ଥାନରେ ପୁରୁଣା ବସଗୁଡ଼ିକରେ ସୁଇମିଂ ପୁଲ୍‌ କରାଯାଇଛି। ଏଥିରେ ଲୋକେ ସ୍ନାନ କରିବା ସହ ବେଶ୍‌ ମଜା ଉଠାଉଛନ୍ତି। ଏକ...

ନିଜେ ତଳେ ବସି କାଳ ଭୈରବଙ୍କୁ ଚେୟାରରେ ବସାଇଲେ ନବ ନିର୍ବାଚିତ ସରପଞ୍ଚ

ଜୟପୁର,୨୮।୧: ରାଜସ୍ତାନର ଜଣେ ନବ ନିର୍ବାଚିତ ସରପଞ୍ଚ ନିଜେ ତଳେ ବସି କାଳଭୈରବଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଚେୟାରରେ ବସାଇଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ...

ଡାଏନୋସର କହିବ ‘ହ୍ୟାଲୋ’!

ଧରାଯାଉ ଆପଣ ଫ୍ୟାମିଲି ସହିତ ଗୋଟିଏ ହୋଟେଲ୍‌ ବୁକ୍‌ କଲେ। ପରିବାରକୁ ଧରି ଯାଇ ସେଠାରେ ପହଞ୍ଚତ୍ଲେ। ଆଉ ଆପଣ ଖାଦ୍ୟ ପାଇଁ ବରାଦ କଲେ।...

ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ...

Advertisement
Archives

Model This Week