ଖୋର୍ଦ୍ଧାରେ ଲଗାଣ ବର୍ଷା: ୨୫ ତାରିଖ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା ଅଫିସ,୨୪।୧୦: ଲଗାଣ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାର ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଗୁରୁବାର ଅପରାହ୍ନ ୧ଟାରୁ ସ୍କୁଲ ଛୁଟିକରି ଦିଆଯାଇଥିବା ବେଳେ ୨୫ ତାରିଖ ମଧ୍ୟ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ଏନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଏମରଜେନ୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ, ଖୋର୍ଦ୍ଧା ଓ ଭୁବନେଶ୍ୱର ଉପଜିଲାପାଳଙ୍କୁ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ପାଇବା ପାଇଁ ଶଶ୍ମାନରୁ ଭଉଣୀଙ୍କ କଙ୍କାଳ ଖୋଳି ନେଇଥିଲେ ବ୍ୟାଙ୍କ, ଘଟଣା ପରେ ତତ୍ପରତା ଦେଖାଇଲା ପ୍ରଶାସନ, ଜିତୁଙ୍କ ଘରେ ପହଞ୍ଚି…

ପାଟଣା,୨୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଡିଆନାଳି ଗ୍ରାମରେ ଭଉଣୀ କାଲାରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାରେ ଥିବା ୧୯ହଜାର ୫ଶହ…

ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଠିଆ ହୋଇଥିଲେ ବିଧାୟକଙ୍କ ସହ ଲୋକେ, ହେଲା ଅଦିନିଆ ଧୂଳି ଝଡ, ତା’ପରେ…

କେନ୍ଦୁଝର,୨୮।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି…

ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଉପକୃତ ହେବେ ଏମାନେ…

କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଚ୍ଚବାଲି ଠାରେ…

ଆମେରିକାର ନାକ ତଳେ ତେଲ ପରିବହନ କରିଆସୁଛି ଇରାନ, ଜାଣନ୍ତୁ କାହାକୁ କୁହାଯାଉଛି ‘ଭାସମାନ ପେଟ୍ରୋଲ ପମ୍ପ’

ତେହରାନ,୨୮।୪: ମଙ୍ଗଳବାର, ଆମେରିକାର ସେନା ଭାରତ ମହାସାଗରରେ ଏକ ନିଷିଦ୍ଧ ତୈଳ ଟ୍ୟାଙ୍କର୍‌ ଜବତ କରିଥିଲା। ପେଣ୍ଟାଗନ ବିବୃତ୍ତି ଅନୁଯାୟୀ, M/T Tifani ନାମକ ଏହି ଜାହାଜଟି…

ପୁଅର ନୃଶଂସ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟିପିଟି କଲେ ହତ୍ୟା, ଅଳ୍ପକେ ବଞ୍ଚିଲେ ମାଆ, ଅଞ୍ଚଳରେ ଚାଞ୍ଚଲ୍ୟ

ଟେନ୍‌ସା,୨୮।୪(ସମୀର କୁମାର ପାଢୀ): ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ, ଅଳ୍ପକେ ବଞ୍ଚିଲେ ମାଆ। ଏଭଳି ଏକ ନୃଶଂସ କାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲା କୋଇଡା…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମଧୁବାବୁଙ୍କ ଆଦର୍ଶରେ ଗଢ଼ାହେବ…

କେନ୍ଦୁଝର,୨୭।୪ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡ଼ିଆ ଜାତିର ଅସ୍ମିତା, ସ୍ବାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ…

ଲୁହଭିଜା କାହାଣୀ…ନାବାଳିକାଙ୍କୁ ଗଣବଳାତ୍କାର କଲେ ୩ ଯୁବକ, ପୋଲିସ ରଖିଲାନି FIR! ପୀଡିତା ପିଇଦେଲେ ବିଷ

ଭୋପାଳ,୨୮।୪: ମଧ୍ୟପ୍ରଦେଶର ଗୁନା ଜିଲାର ବାମୋରି ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ନାବାଳିକାକୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି ।…

AC ଲଗାଉଥିଲେ ହୋଇଯାନ୍ତୁ ସାବଧାନ, ନଚେତ୍‌ ହୋଇପାରେ…

ଖରାଦିନେ ଏସି ବ୍ୟବହାର କରୁଥିଲେ ବିଭିନ୍ନ ଦିଗପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଜାଣନ୍ତୁ ସେ ସମ୍ପର୍କରେ… -ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ କମ୍ପ୍ରେସର ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri