Posted inଜାତୀୟ

ଖାରଜ ହେଲା ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ

ମୁମ୍ବାଇ,୨୧।୧୨: ସିନା ବୋରା ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନକୁ ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇନ୍ଦ୍ରାଣୀ ଜାମିନ ଆବେଦନ କରିଥିଲେ। ହେଲେ ଏହା ପୂର୍ବରୁ ମଧ୍ୟ ସେ ଅସୁସ୍ଥତା ପାଇଁ ଜାମିନ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରି ଦିଆଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସ୍ଥିତିରେ କୌଣସି ପରିବର୍ତ୍ତନ ଆସି ନ ଥିବାରୁ ଏଥର ମଧ୍ୟ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସିନା ବୋରା ହତ୍ୟା ମାମଲାରେ ୨୦୧୫ରୁ ସେ ଗିରଫ ହୋଇଥିବା ବେଳେ ଏହାଥିଲା ଖାରଜ ହୋଇଥିବା ତାଙ୍କର ଚତୁର୍ଥ ଜାମିନ ଆବେଦନ। କିନ୍ତୁ ଏପର୍ଯ୍ୟନ୍ତ ସେ ସୁସ୍ଥ ଥିବାରୁ ତାଙ୍କୁ ଏଥର ମଧ୍ୟ ଜାମିନ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ...

୨୩ ଜୁନ୍‌ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ,୧୪।୨: କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହେବ ଅମରନାଥ ଯାତ୍ରା। ଜୁନ୍‌ ୨୩ରୁ ଆରମ୍ଭ ହେଉଥିବା ଏହି...

ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ

ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର...

ଜଣେ ଦୋଷୀ ହେଲେ ୩ ଖଲାସ

ନୂଆଦିଲ୍ଲୀ,୧୯।୧୧(ପି.ଟି.): ଶିଶୁମାନଙ୍କୁ ଯୌନ ଶୋଷଣ, ନିର୍ଯାତନା, ଓ ପର୍ନୋଗ୍ରାଫିରୁ ସୁରକ୍ଷା ଦେବା ଲକ୍ଷ୍ୟରେ ୨୦୧୨ରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) କାର୍ଯ୍ୟକାରୀ ହୋଇଥିଲା।...

୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ ହେବେ କଂଗ୍ରେସର ଅଧ୍ୟକ୍ଷ, ନିର୍ବାଚନ ଅଧିସୂଚନା ଆଜି

ନୂଆଦିଲ୍ଲୀ,୨୨ ।୯: ବଂଶବାଦକୁ ନେଇ ସବୁବେଳେ ଟାର୍ଗେଟରେ ରହୁଥିବା କଂଗ୍ରେସରେ ୨୪ ବର୍ଷ ପରେ ପୁଣିଥରେ ଗାନ୍ଧୀ ପରିବାର ବାହାରୁ କେହି ଅଧ୍ୟକ୍ଷ ହୋଇ ପାରନ୍ତି...

୪୬ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୫ ।୯: ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳ ୧୦ଟା ୩୦ରେ ବିଜ୍ଞାନ ଭବନରେ ଦେଶର ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ...

ଯେମିତି ଚାଇନା ଭାରତରେ ଅନୁପ୍ରବେଶ କରିଛି, ଆମେ ସେମିତି କର୍ନାକଟରେ ପ୍ରବେଶ କରିବୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ସୀମା ପ୍ରସଙ୍ଗରେ ବିବାଦ ବଢ଼ିବାରେ ଲାଗିଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦୁଇ...

୪ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଏକାଠି ଦେଖି ଯୁବକ ନେଲେ ଏମିତି ନିଷ୍ପତ୍ତି

ଜଲପାଇଗୁଡି,୧୨।୧୧:ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା...

Advertisement
Archives

Model This Week