ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ନେଇ ବଦଳାନ୍ତୁ ଚିନ୍ତାଧାରା: ଏହିପରି ବାଛନ୍ତୁ ଶାଢ଼ି

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ପ୍ରାୟ କେହି ପସନ୍ଦ କରି ନ ଥାନ୍ତି। ଯଦିଓ କୌଣସି ପର୍ବପର୍ବାଣିରେ ସେହି ଭଳି ଶାଢ଼ି ପନ୍ଧିଥାନ୍ତି, ସେଥିରେ ଅନେକ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ। ଗରମ ଲାଗୁନି, ତମେ କେମିତି ପିନ୍ଧିଛ, ତମେ ଏହାକୁ ପିନ୍ଧି ରହିପାରୁଛ ଏମିତି କେତେ କ’ଣ। ଏ ନେଇ ପ୍ରାୟ କେତେକ ମହିଳା ସିଲ୍କ ଲୁଗାକୁ ଶୀତ ବସ୍ତ୍ରରେ ସହିତ ରଖି ଦେଇଥାନ୍ତି। ମାତ୍ର ଏହି ଚିନ୍ତାଧାରା ବଦଳାଇବା ସହି ଏହା ଜାଣିବା ଜରୁରୀ ହୋଇଥା କି ଖରାଦିନେ କିପରି ସିଲ୍କ ଶାଢ଼ି ପିନ୍ଧିବା ଦ୍ୱାରା ଗରମ ନ ଲାଗିବ।
ଡିଜାଇନର ଗୌରାଙ୍ଗଙ୍କ କହିବା ଅନୁଯାୟୀ, କଟନ୍‌ ପରି ସିଲ୍କ ମଧ୍ୟ ହାଲ୍କା ହୋଇଥାଏ। ଖରାଦିନ ପାଇଁ ଓର୍‌ଗାଞ୍ଜା ସିଲ୍କ ପିନ୍ଧିବା ବେଶ୍‌ ଭଲ।

ଡିଜାଇନର ବ୍ରାଣ୍ଡ ସିଇଓ ପଲକ ଶାହାଙ୍କ କହିବା ଅନୁଯାୟୀ ସିଲ୍କ କପଡାକୁ ନେଇ ମନର ଭ୍ରମ ଦୂର କରିବାକୁ ପଡ଼ିଥାଏ। ଏହି ଦିନଗୁଡିକରେ ଗୁଜରାଟୀ, କଟନ ଓ ଚନ୍ଦେରି ଶାଢ଼ି ପିନ୍ଧିବା ଫଳରେ ଗରମ ଅନୁଭୂତ ହୋଇ ନ ଥାଏ।

ଏହିପରି ଭାବରେ କରନ୍ତୁ ଗରମରେ ସିଲ୍କ କପଡା ସିଲେକ୍‌ଶନ
ଟିିସୁ ଓ ଅର୍‌ଗାଞ୍ଜା ଭଳି ହାଲ୍‌କା ଶାଢ଼ି ପିନ୍ଧନ୍ତୁ।
ସିଲ୍କ ମିଶ୍ରଣ ମଧ୍ୟ ବାଛି ପାରିବା।
ଏଥିରେ ହାଲ୍‌କା ରଙ୍ଗବାଲା ପିନ୍ଧିପାରିବେ ।
ଜରିବାଲା ସିଲ୍କ ବ୍ୟବହାର କରନ୍ତୁ ନାହିଁ।

ଶାଢ଼ିଠୁ ବେଟର ଅନାରକଲି, ଏବଂ ଦୁପଟା ବ୍ୟବହାର କରିପାରିବେ।

ଏହି ସବୁ ସିଲ୍କ ଗରମ ଦିନରେ ପିନ୍ଧିବେ

ମାଲାବରି ସିଲ୍କ

ଆଇ ସିଲ୍କ

ମିଶ୍ରୁ ସିଲ୍କ

କଟନ ସିଲ୍କ
ଚଣ୍ଡିଗଡ଼ ସିଲ୍କ

କୋଟା ସିଲ୍କ


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ରାହୁଙ୍କ ସବୁଠାରୁ ବଡ଼ ଗୋଚର; ୩ ରାଶିଙ୍କୁ ବମ୍ପର ଲାଭ, ଚମକି ଉଠିବ ଭାଗ୍ୟ

ଡିସେମ୍ୱର ୨୦୨୬ରେ ରାହୁ କୁମ୍ଭ ରାଶିରୁ ମକର ରାଶିକୁ ଚଳନ କରିବେ, ଯାହା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାର ଯୋଗ ରହିଛି। ବୈଦିକ…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ଟଙ୍କା କମାଇବାରେ ଧୁରନ୍ଧର ଏହି ୪ ରାଶି, କୁବେରଙ୍କ ଭଳି ଖଟାନ୍ତି ମୁଣ୍ଡ…

ଆପଣ ମଧ୍ୟ ବୋଧହୁଏ ଲକ୍ଷ୍ୟ କରିଥିବେ ଯେ କିଛି ଲୋକ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି, ସେଥିରେ ସଫଳତା ଓ ପ୍ରଚୁର ଟଙ୍କା ଅର୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri