ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିଲେ ଖାଆନ୍ତୁ ଏହି ପରିବା, ଅଂଶୁଘାତରୁ ପାଇବେ ରକ୍ଷା

କିଛି ଲୋକ ଖରାଦିନେ ମଧ୍ୟ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରୁ ଜଳୀୟଅଂଶ କମି ଯାଇଥାଏ। ଟିକେ ଟାଣଖରାରେ ବାହାରକୁ ଗଲେ ହାଲିଆ ଲାଗେ। ଏମିତିକି ଅଂଶୁଘାତର ଶିକାର ମଧ୍ୟ ହେବାକୁ ପଡ଼ିଥାଏ। ଏମିତି ପରିବା ଅଛି ଯାହା ନିୟମିତ ଖାଇଲେ ପାଣି କମ୍‌ ପିଉଥିଲେ ମଧ୍ୟ ଅଂଶୁଘାତରୁ ରକ୍ଷା ପାଇପାରିବେ।

କାକୁଡ଼ି : ଖରାଦିନେ ଝାଳ ବୋହିବା ସହିତ ଖଣିଜ ଲବଣ ଶରୀରରୁ ବାହାରିଯାଇଥାଏ। ତେଣୁ କାକୁଡ଼ି ଖାଇଲେ କିମ୍ବା ଏହାର ଜୁସ୍‌ ପିଇଲେ ଏହା ଶରୀରରେ ଜଳୀୟ ଅଂଶ ବଢ଼ାଇଥାଏ। ଫଳରେ ଅଂଶୁଘାତର ଭୟ ନ ଥାଏ।

ଲାଉ : ଲାଉରେ ୯୦ ପ୍ରତିଶତ ପାଣି ରହିଥାଏ। ସପ୍ତାହରେ ୨ ଥର ଲାଉ ଖାଆନ୍ତୁ। ଏହା ଡିହାଇଡ୍ରେସନ ହେବାକୁ ଦିଏ ନାହିଁ। ଏହା ସହିତ ଛୋଟମୋଟ ରୋଗ ମଧ୍ୟ ଦୂର କରିଥାଏ।

ପାଳଙ୍ଗ : ଏହା ଇମ୍ୟୁନିଟି ବଢ଼ାଇଥାଏ। ଏହାକୁ ଖାଇଲେ ଶରୀରରେ ଥିବା ପାଣିର ଅଭାବ ଦୂର ହୋଇଥାଏ

ଟମାଟର : ଏଥିରେ ୯୫ ପ୍ରତିଶତ ପାଣି ଥାଏ। ଏହାକୁ ସାଲାଡ୍‌ ଭାବେ ଖାଦ୍ୟରେ ସାମିଲ କରନ୍ତୁ। ଫଳରେ ଶରୀରରେ ଜଳୀୟ ଅଂଶ ବଢ଼ାଇବା ସହିତ ଅଂଶୁଘାତରୁ ରକ୍ଷା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଓ ଅପସ୍ମାର

ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ପ୍ରମୁଖ ରୋଗ ଯାହାକି ଜନ୍ମ ହେବା ପର ଶିଶୁଙ୍କଠାରୁ ଆରମ୍ଭକରି ବୟସ୍କ ଲୋକ ପର୍ଯ୍ୟନ୍ତ ସଭିଁଙ୍କଠାରେ ଦେଖାଯାଇଥାଏ। ଏହି...

ପଣସ ବିରିୟାନୀ

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାର କଟା ହୋଇଥିବା କଞ୍ଚା ପଣସ ୨୦୦ ଗ୍ରାମ୍‌, ୨ଟି ପିଆଜ, ୨ କପ୍‌ ଚାଉଳ, ଅଦା ରସୁଣ ପେଷ୍ଟ ୧...

ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ...

‘ଧନ୍‌ତେରସ୍‌’ରେ ଏହି ୫ ଜିନିଷ କିଣିବା ବହୁତ ଶୁଭ; ଜ୍ୟୋତିଷଶାସ୍ତ୍ରରେ ରହିଛି ମାନ୍ୟତା

ଦୀପାବଳି ଆରମ୍ଭ ‘ଧନ୍‌ତେରସ୍‌’ରୁ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୨ରେ ଏହା ପଡ଼ୁଛି। ତେବେ ଏହି ଦିନ ମା’ ଲକ୍ଷ୍ମୀଙ୍କ ପ୍ରସନ୍ନ କରିବାକୁ ନେଇ ଲୋକମାନେ...

ଭାରୀ ଉପକାରୀ ଦେଶୀ ଘିଅ

ଆମ ମନରେ ଏକ ଧାରଣା ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଦ୍ୱାରା ଶରୀର ଓଜନ କ୍ଷିପ୍ର ଗତିରେ ବଢ଼ିବା...

ସୁସ୍ଥ ଶରୀର ଓ ଯୋଗ

ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଓ ବଞ୍ଚିବାର ବିଭିନ୍ନ ପ୍ରକାର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ...

ଦିଗ ଅନୁଯାୟୀ ଫଳ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହିପରି ଚାରି ଦିଗ ରହିଛି। ଆଉ ପ୍ରତି ଦିଗର କିଛି ନା କିଛି ପ୍ରଭାବ ଆମ ଜୀବନଶୈଳୀ ଓ ଘର...

ଶୀତଦିନେ କମଳା ବେଶ୍‌ ସ୍ବାସ୍ଥ୍ୟପ୍ରଦ

ଶୀତଦିନେ ସ୍ବାସ୍ଥ୍ୟ ପାଇଁ କମଳା ବେଶ୍‌ ଲାଭଦାୟକ ହୋଇଥାଏ। କାରଣ ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଥାଏ। ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ...

Advertisement
Archives

Model This Week