Posted inଜାତୀୟ

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି। ଖତିଜା ପାକିସ୍ତାନର ବାସିନ୍ଦା। ତେବେ ୧୯୮୦ରେ ତାଙ୍କର ବିବାହ ପୁଞ୍ଚ୍‌ର ମହମ୍ମଦ୍‌ ତାଜ୍‌ଙ୍କ ସହିତ ହୋଇଥିଲା। ଏବେ ତାଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି। ସେହିପରି ଅମରନାଥ ଏବଂ ତାଙ୍କ ଭାଇ ୪୪ ବର୍ଷ ତଳେ ପାକିସ୍ତାନରୁ ଭାରତକୁ ଆସିଥିଲେ। ଏହା ପୂର୍ବରୁ ସେମାନେ ୩ ଥର ଆବେଦନ କରିଥିଲେ। ତେବେ ସିଏଏ ପରେ ତାଙ୍କୁ ଏବେ ନାଗରିକତ୍ୱ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୟାଗରାଜ କୋର୍ଟରେ ହାଜର ହେବେ ଅତିକ-ଅଶରଫଙ୍କ ହତ୍ୟାକାରୀ, ପୋଲିସ ମାଗିଛି ୧୪ ଦିନିଆ ରିମାଣ୍ଡ

ପ୍ରୟାଗରାଜ,୧୯।୪: ମାଫିଆ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟାକରୀଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ପ୍ରୟାଗରାଜର ସିଜେଏମ କୋର୍ଟ ନିଆଯାଉଛି। ଏହି କୋର୍ଟରେ ମାମଲା...

ମୋଦିଙ୍କ କାନରେ ଏଭଳି କହିଲେ ମୁସଲମାନ୍‌ ଯୁବକ…

କୋଲକାତା,୭।୪: ପଶ୍ଚିମବଙ୍ଗରେ ଏପ୍ରିଲ ୩ରେ ସୋନାରପୁରଠାରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ଏହି ସମୟରେ ମୁସଲମାନ ଯୁବକ ଜୁଲଫିକର ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ୍‌ କରିଥିଲେ। ହେଲିପ୍ୟାଡ୍‌...

‘ମହିଳାଙ୍କ କଥା ଉଠିଲେ ତାଲିବାନ୍‌ ଓ ଆର୍‌ଏସ୍‌ଏସ୍‌ ସମାନ’

ଭୋପାଳ,୧୧।୯: ‘ମହିଳାମାନେ ଗୃହିଣୀ ହୋଇ ରହିବା ଉଚିତ୍‌ ଓ ପୁରୁଷମାନେ ଅନ୍ନଦାତା ହେବା ଉଚିତ’। ୨୦୧୩ରେ ଏକ ନ୍ୟୁଜ ଚ୍ୟାନେଲରେ ଏଭଳି ବୟାନ ଦେଇଥିଲେ ରାଷ୍ଟ୍ରୀୟ...

ସୁବୋଧ ଜୟସ୍ବାଲ ସିବିଆଇ ମୁଖ୍ୟ

ନୂଆଦିଲ୍ଲୀ,୨୬ା୫: କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍‌ଏଫ୍‌) ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ବାଲଙ୍କୁ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି...

ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍‌ଫି ନେବା ପାଇଁ ଜମିଲା ଭିଡ଼

ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ...

ସରଜୁ ନଦୀକୂଳ ହେଲା ଆଲୋକିତ: ଅଯୋଧ୍ୟାରେ ଜଳିଲା ୧୨ଲକ୍ଷ ଦୀପ

ଅଯୋଧ୍ୟା,୪ ।୧୧: ସାରା ଦେଶରେ ଗୁରୁବାର ପାଳନ କରାଯାଉଛି ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟାର ସରଜୁ ନଦୀ...

ଦେଶଦ୍ରୋହ ଆଇନକୁ ନ୍ୟାୟିକ କମିଶନଙ୍କ ସମର୍ଥନ

ନୂଆଦିଲ୍ଲୀ, ୩ା୬: ଦେଶଦ୍ରୋହ ଉପରେ ଉପନିବେଶୀୟ ଆଇନକୁ ବଜାୟ ରଖିବା ଲାଗି ଭାରତର ନ୍ୟାୟିକ କମିଶନ ସୁପାରିସ କରିଛନ୍ତି। ଦେଶର ଏକତା, ସଂହତିର ସୁରକ୍ଷା ପାଇଁ ଏହି...

କରୋନା ପ୍ରଭାବ: ଅଗଷ୍ଟ ୧୫ ଯାଏଁ କ୍ୱାରାଣ୍ଟାଇନ୍‌ରେ ରହିବେ ଅଧିକାରୀ

ନୂଆଦିଲ୍ଲୀ,୨୯।୭: ସମଗ୍ର ଦେଶରେ କରୋନା ମାମଲା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତିରେ ଅଗଷ୍ଟ ୧୫କୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କରୋନା ଯୋଗୁ ସ୍ବାଧୀନତା...

Advertisement
Archives

Model This Week