କ୍ୟାନ୍‌ସର ସହ ଲଢ଼ି ଜିତିବା ପରେ ମ୍ୟୁଜିକାଲ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ସିନେମାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସ୍ତ୍ରୀ ତାହିରା ଅନେକ ଦିନ ହେବ କ୍ୟାନ୍ସର ପରି ଭୟଙ୍କର ରୋଗରେ ପୀଡିତ ଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ଏବେ ସେ କିଛି ନୂଆ କରି ଦେଖାଇଛନ୍ତି। ‘କୁଡିଏ ନୀ’ ନାମକ ଏକ ମ୍ୟୁଜିକାଲ ଭିଡିଓର ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତ ମାଧ୍ୟମରେ ତାହିରାଙ୍କ ଦିଅର ଅପାରଶକ୍ତି ଖୁରାନା ସଂଗୀତ ଏବଂ ମ୍ୟୁଜିକ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ଗୀତରେ ଭାଉଜ ନିର୍ଦ୍ଦେଶନା ଦେଇଥିବାରୁ ଅପାରଶକ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପାରଶକ୍ତି ଗୀତକୁ ନୀତି ମୋହନଙ୍କ ସହ ଗାଇଥିବାବେଳେ ନିଜେ ଏହାର ଧୁନ୍‌ ତିଆରି କରିଛନ୍ତି। ଏହି ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓରେ ସରଗୁନ୍‌ ମେହତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା

ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌...

ବଳାତ୍କାର ସିନ୍‌ରେ ଅଭିନେତ୍ରୀଙ୍କ ଚିତ୍କାର ଶୁଣି ଖୁସି ହୁଅନ୍ତି ଏହି ଅଭିନେତା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକଙ୍କ ମଧ୍ୟରୁ ଭଗବାନ ଦାଦା ଅନ୍ୟତମ। ତେବେ ଏକଦା ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତର ଶୁଣି...

ଭଉଣୀ ବାହାଘର ପାଇଁ ପାଖରେ ନ ଥିଲା ଟଙ୍କା, ଆଜି ବଡ଼ ଷ୍ଟାର

ମୁମ୍ବାଇ: ଆଜି ଅର୍ଥାତ୍‌ ଏପ୍ରିଲ ୨ରେ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଜନ୍ମଦିନ। ୧୯୮୧ରେ କପିଲ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଲୋକଙ୍କ ମୁହଁରେ ହସ ଫୁଟାଉଥିବା...

ବେବି ବମ୍ପ ଲୁଚାଇଲେ କି ଦୀପିକା

ମୁମ୍ବାଇ: ବେଶ୍ କିଛିଦିନ ପରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସ ବାହାରେ...

ଅଡୁଆ କରୁଛି କିସ୍‌

ଦିଶା ପଟାନି ଏବେ ଟେନସନରେ। କାରଣ ଯେଉଁ କେତୋଟି ଅଫର ମିଳୁଛି ସେଥିରେ ଲିପ୍‌-ଲକ୍‌ ସିନ୍‌ ରହୁଛି। ଆଉ ଏକଥା ଶୁଣିବା ପରେ ଦିଶା ପ୍ରଥମେ...

ଗୋଟିଏ ଘଣ୍ଟାରେ ଚାରି ଲକ୍ଷ ଲାଇକ୍‌

ବମ୍ବେ: ଅଭିନେତ୍ରୀ ତଥା ଟାଇଗର ଶ୍ରଫ୍‌ଙ୍କ କଥିତ ପ୍ରେମିକା ଦିଶା ପଟାନୀ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ଗୋଟିଏ ପରେ ଗୋଟିଏ ବୋଲ୍ଡ ଓ ସୁନ୍ଦର...

ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି: ଅଭିଷେକ

ମୁମ୍ବାଇ: ଦୀପାବଳି ସାଧାରଣ ଲୋକଙ୍କ ପାଇଁ ଯେମିତି ଉତ୍ସାହ ଓ ଆନନ୍ଦ ଆଣିଥାଏ ଠିକ୍ ସେହିପରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ...

Advertisement
Archives

Model This Week