କେମିତି ବାନ୍ଧିବେ ଦୋଳି

ଦୋଳି ଖେଳିବାକୁ ସମସ୍ତଙ୍କୁ ଭଲ ଲାଗେ। କେହି ନିଜ ଘରେ ଦୋଳି ଲଗାଉଥିବାବେଳେ ଆଉ କେହି ସ୍ଥାୟୀ ଦୋଳି ବ୍ୟବସ୍ଥା ଥିବା ପାର୍କ କିମ୍ବା ଅନ୍ୟ
ସ୍ଥାନକୁ ଯାଇଥାନ୍ତି। ଯଦି ଆପଣ ନିଜର ସଉକ ଅବା ଘରର ସୌନ୍ଦର୍ଯ୍ୟ
ପାଇଁ ଦୋଳି ଲଗାଉଛନ୍ତି ତେବେ ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଉଭୟ ଘର ଓ ଘର ବାହାରେ ଯଥା ବାଲ୍‌କୋନି କିମ୍ବା ଲନ୍‌ରେ ଲଗାଯାଉଥିବା ଦୋଳିର ଖୁବ୍‌ ଡିମାଣ୍ଡ ରହିଛି। ଘର ଭିତରେ ଲଗାଇବା ଲାଗି ଆପଣ ଟ୍ରାଡିଶନାଲ କାଠଦୋଳି ଆଣିପାରିବେ। ଆପଣ ଚାହିଁଲେ ବେତ କିମ୍ବା ଝୋଟ ଦୋଳି ବି ଲଗାଇପାରିବେ।
ଡେକୋରେଟିଭ୍‌ ସିଲ୍‌ଭର ପ୍ଲେଟେଡ୍‌ ଆଇରନ ଦୋଳି ଲଗାଇପାରିବେ।
ଇଣ୍ଟେରିୟରକୁ ଦେଖି ଏମିତି ସ୍ଥାନରେ ଦୋଳି ଲଗାନ୍ତୁ, ଯେଉଁଠାରେ ଆପଣ କିଛି ସମୟ ବସି ରିଲାକ୍ସ ହୋଇପାରିବେ। ଏଥିପାଇଁ ବାଲ୍‌କୋନି ବେଶି ଭଲ।
ମାର୍କେଟରେ ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ର ଦୋଳି ବିକ୍ରି ହେଉଛି। ଯାହାକି ମୁଖ୍ୟତଃ ୭ରୁ ୯ ଫୁଟ ଉଚ୍ଚତାବିଶିଷ୍ଟ ଛାତ ପାଇଁ ପ୍ରସ୍ତୁତ କରାଯାଉଛି। ଯଦି ଆପଣଙ୍କ ଛାତର ଉଚ୍ଚତା ଏହାଠାରୁ ଅଧିକ ତେବେ ସେହି ହିସାବରେ ଆପଣ ଏକ୍ସଟ୍ରା କଡ଼ି ଲଗାଇପାରିବେ।
ଦୋଳି ଲଗାଇବା ପାଇଁ ବିଭିନ୍ନ ଡିଜାଇନର ଲୁହା ଷ୍ଟାଣ୍ଡ ମିଳୁଛି। ଆପଣଙ୍କ ବଜେଟ ଅନୁଯାୟୀ ଏହାକୁ କିଣି ଘରର ଲୁକ୍‌କୁ ଆହୁରି ଆକର୍ଷଣୀୟ କରିପାରିବେ।
ଅଧିକ ଉଚ୍ଚା କିମ୍ବା ନୀଚା ନ କରି ତଳଠାରୁ ୩ରୁ ୪ ଫୁଟ ଉଚ୍ଚରେ ହିଁ ଲଗାନ୍ତୁ। ବସିବାକୁ ଆରାମ ଲାଗିବ।
କାଠ, ଝୋଟ, ବେତର ଦୋଳି ଲଗାନ୍ତୁ ନାହିଁ। କାରଣ ବର୍ଷା ସଂସ୍ପର୍ଶରେ ଆସି ଏହା ନଷ୍ଟ ହୋଇଯାଏ। ବରଂ ଲୁହା ଦୋଳି ଏଥିପାଇଁ ଭଲ। ମନେରଖନ୍ତୁ ଏହାକୁ ଲଗାଇବା ପୂର୍ବରୁ ଭଲଭାବେ ପେଣ୍ଟ୍‌ କରନ୍ତୁ। ନଚେତ୍‌ ଏଥିରେ କଳଙ୍କି ଲାଗିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri