Posted inଫୁରସତ

କୁକୁର ପିଠିରେ ମାଙ୍କଡ଼ ଛୁଆ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୨: ମଣିଷ ମଣିଷ ମଧ୍ୟରେ ବିଭିନ୍ନ କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ତେବେ ଦୁଇଟି ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବେଳେବେଳେ ଦେଖିବାକୁ ମିଳୁଥିବା ବନ୍ଧୁତା ମଣିଷକୁ ସମ୍ପର୍କ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏଭଳି ଏକ ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ମାଙ୍କଡ଼ ଛୁଆଟିଏ କୁକୁର ପିଠିରେ ବସି ବୁଲୁଛି। ଏହାକୁ ୟୁଜର ବହୁସଂଖ୍ୟାରେ ଶେୟାର କରିବା ସହିତ ଲାଇକ୍‌ ମଧ୍ୟ କରୁଛନ୍ତି। ଏହାକୁ ମହେଶ ନାୟକ ନାମକ ଜଣେ ୟୁଜର ଟୁଇଟରରେ ଅପଲୋଡ୍‌ କରିଛନ୍ତି। ଏହା ସହିତ ସେ ସମସ୍ତଙ୍କ ପାଇଁ ଶୁଭ ସକାଳ ଲେଖିଛନ୍ତି। ମାଙ୍କଡ଼ ଛୁଆଟି କୁକୁର ପିଠିରୁ ଖସି ପଡ଼ିଲେ ବି ପଛେ ପଛେ ଚାଲୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ହେଲା ଝଗଡ଼ା, ରାଗି କି ପ୍ରଧାନଶିକ୍ଷକ ସ୍କୁଲକୁ କଲେ ଏମିତି

ଲକ୍ଷ୍ନୌ,୩ା୧୦: ଉତ୍ତରପ୍ରଦେଶର ହରଦୋଇ ଜିଲାରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ପ୍ରଧାନଶିକ୍ଷକ ଘରେ ସ୍ତ୍ରୀଙ୍କ ସହ ଝଗଡ଼ା କରି ସ୍କୁଲକୁ...

ଠାକୁରଙ୍କୁ ଲାଗି ହେଲା ୧୦୧ କ୍ୱିଣ୍ଟାଲ ଅଙ୍ଗୁର

ମୁମ୍ବାଇ, ୯।୭: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେବେ ଅନ୍‌ଲକ୍‌...

ମ୍ୟାଚିଂ ମ୍ୟାଚିଂ କପଲ୍‌

ସୁୟୋଶି ଓ ତୋମି ଶେକି ନାମକ ଏକ ଜାପାନୀ ଦମ୍ପତି ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଆଉ ଚର୍ଚ୍ଚାର କାରଣ ହେଉଛି ସେମାନଙ୍କର ମ୍ୟାଚିଂ...

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ।...

ଥାନାରେ ହେଲା ପ୍ରେମୀ ଯୁଗଳଙ୍କ ବିବାହ; ଖବରଦାତା ପଢ଼ିଲେ ମନ୍ତ୍ର

କୈମୁର, ୨୩।୮: ବିହାର କୈମୁର ଜିଲାର ଏକ ପୋଲିସ ଷ୍ଟେସନରେ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ ଦୁର୍ଗାବତୀ...

ରାସ୍ତାରେ ଜମିଥିବା ପାଣିରେ ଗାଧୋଇଲେ ବ୍ୟକ୍ତି: ପଛରେ ରହିଛି ଏହି କାରଣ

ଇଣ୍ଡୋନେସିଆର ଏକ ରାସ୍ତାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଜମିଥିବା ପାଣିରେ ବସି ଗାଧୋଉଥିବାର ଦେଖିବାକୁ...

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ...

ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ

ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ...

Advertisement
Archives

Model This Week