କିପରି କମାଇବେ ବିଜୁଳି ବିଲ୍‌

ବିଜୁଳି ବିଲ୍‌କୁ ନେଇ ଆପଣ ଚିନ୍ତିତ କି? ଯଦି ହଁ, ତେବେ ନିମ୍ନୋକ୍ତ କେତୋଟି ଟିପ୍ସକୁ ଆପଣାଇଲେ କିଛିମାତ୍ରାରେ ବିଜୁଳି ବିଲ୍‌ କମାଇ ପାରିବେ…

ଯଦି ରୁମ୍‌ରେ କେହିନାହାନ୍ତି ଏବଂ ସେଠାରେ ଲାଇଟ୍‌ ଜଳୁଛି କିମ୍ବା ଫ୍ୟାନ୍‌ ବୁଲୁଛି, ତେବେ ସେ ରୁମ୍‌ର ଲାଇଟ୍‌ ଓ ଫ୍ୟାନ୍‌ର ସୁଇଚ୍‌ ଅଫ୍‌ କରିଦିଅନ୍ତୁ।
ବେଳେବେଳେ ଆପଣ ବାଥ୍‌ରୁମ୍‌ ଯାଇଥିବେ, କିନ୍ତୁ ଲାଇଟ୍‌ ଅନ୍‌ କରିଥିବେ। ସୁଇଚ୍‌ ଅଫ୍‌ କରିବାକୁ ଭୁଲିଯାନ୍ତି। ଏଥିପାଇଁ ସତର୍କ ରହିବା ଉଚିତ୍‌।
ରୋଷେଇ ଘରେ ଯଦି ଆବଶ୍ୟକ ପଡୁଛି ଲାଇଟ୍‌ ସୁଇଚ୍‌ ଅନ୍‌ କରନ୍ତୁ। ଯେତେବେଳେ ଆପଣ ରୋଷେଇ ଘରେ ନାହାନ୍ତି, ତେବେ ଲାଇଟ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ।
ଯଦି ଆପଣ ଏସି କିମ୍ବା ଫ୍ରିଜ୍‌ କିଣୁଛନ୍ତି, ଚେଷ୍ଟା କରନ୍ତୁ ୫ ଷ୍ଟାର ଥିବା ଏସି କିମ୍ବା ଫ୍ରିଜ୍‌ କିଣିବା ପାଇଁ। ଏହା ଆପଣଙ୍କ ବିଜୁଳି ବିଲ୍‌ କମ୍‌ କରିବାରେ ସାହାଯ୍ୟ କରିବ।
ଯଦି ଆପଣ ଘରେ କିଛିଦିନ ରହୁନାହାନ୍ତି, ତେବେ ଫ୍ରିଜ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ। ଲାଇଟ୍‌, ଟିଭି, କୁଲର, ଏସି ଆଦି ଆବଶ୍ୟକ ପଡିଲେ ଚଲାନ୍ତୁ। କୌଣସି ଜିନିଷ ଆବଶ୍ୟକ ନ ଥିଲେ ଚଲାନ୍ତୁ ନାହିଁ।
ଯଦି ବି ଆପଣ ଚାହୁଁଛନ୍ତି ଆପଣଙ୍କ ଇଲେକ୍‌ଟ୍ରିକ୍‌ ବିଲ୍‌ କମ୍‌ ହେଉ, ତେବେ ଘରେ ସବୁବେଳେ ଏଲଇଡି ଲାଇଟ୍‌ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଅଶାନ୍ତି ଲାଗି ରହୁଛି କି? ଏସବୁ ବାସ୍ତୁଟିପ୍ସ ଆପଣାଇ…

* ଅନେକ ସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହ ଲାଗିବା ସହ ଅଭାବ ଦେଖା ଦେଇଥାଏ। ଏପରି ସ୍ଥଳେ କାଚ ଗିନାରେ...

ଫିଟିକିରିର ବ୍ୟବହାର

ଅଧିକାଂଶ ଲୋକେ ଘରେ ଫିଟିକିରି ରଖିଥିବା ଦେଖାଯାଏ । ବଜାରରେ ବି ଏହା ସହଜରେ ମିଳି ଯାଇଥାଏ । ହେଲେ କେତେକ ଲୋକେ ଏହି ଫିଟିକିରିର...

ଟ୍ରେଣ୍ଡରେ ‘ଟି ଲେଙ୍ଗ୍‌ଥ ଡ୍ରେସ୍‌’

ଯେଉଁ ଡ୍ରେସ୍‌ର ଲମ୍ବା ଆଣ୍ଠୁ ତଳକୁ, ହେଲେ ଗୋଇଠି ଉପରକୁ ରହିଥାଏ, ତାକୁ ଟି ଲେଙ୍ଗ୍‌ଥ ଡ୍ରେସ୍‌ କୁହାଯାଏ। ଏହି ଡ୍ରେସ୍‌କୁ ପିନ୍ଧିଲେ କମ୍ଫଟେବଲ ଲାଗିବା...

କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କଠାରେ ଦେଖାଦେଉଛି ଏସବୁ ଲକ୍ଷଣ

ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଛି । ସଂକ୍ରମଣ କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ କରୋନାରୁ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’...

ସନ୍‌ଟ୍ୟାନ୍‌ କମାଇବ କାକୁଡ଼ି

ଖରାଦିନ ଆସିଲେ ସନ୍‌ଟ୍ୟାନ୍‌ ବଢ଼ାଇଦିଏ ଅନେକଙ୍କ ଟେନ୍‌ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି...

ହୁଅନ୍ତୁ ଆଦର୍ଶ ଅଭିଭାବକ

ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ଅଭିଭାବକଙ୍କର। କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି...

Advertisement
Archives

Model This Week