କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ ମୁଣ୍ଡା, ଗୀତା ତିହୁ, ଦାଶରଥି କାରୁଆଙ୍କର ଘର ଭାଙ୍ଗି ଯାଇଛି। ଏପରିକି ବଡ ବଡ ଗଛ ମଧ୍ୟ ଏହି ପବନରେ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଅପରାହ୍ନରେ ଘଣ୍ଟା ପ୍ରତି ୮୦ ରୁ ୧୦୦ କି.ମି. ବେଗରେ ପବନ ବହିବାରୁ ଏହି କ୍ଷୟକ୍ଷତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେ ନେ ନେ… ରଙ୍ଗ ଟିକେ ଦେଲି…

ଭୁବନେଶ୍ୱର,୭।୩(ବ୍ୟୁରୋ):ନେ ନେ ନେ… ରଙ୍ଗ ଟିକେ ଦେଲି.., ଓ୍ବାନ୍ସ ଇନ୍‌ ଇୟର ଏଗେନ୍‌ ଆନାଦର୍‌ ହୋଲି…। ବର୍ଷକ ପରେ ପୁଣି ଆସିଛି ରଙ୍ଗର ପର୍ବ ହୋଲି।...

ସୂଚାରୁରୂପେ ପରୀକ୍ଷା କେନ୍ଦ୍ର ଚୟନ ହୋଇଛି, ଅଭିଭାବକଙ୍କ ମନରେ ଆଶଙ୍କା ନ ଉପୁଜୁ: ସିଏଚ୍‌ଏସ୍‌ଇ

ଭୁବନେଶ୍ୱର, ୧୭।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଚ୍‌ଏସ୍‌ଇ) ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି...

ଗଞ୍ଜାମ ଜିଲାରେ ୯୯ ବିଦେଶ ଫେରନ୍ତା

ଛତ୍ରପୁର,୨୧ା୩(ଡି.ଏନ.ଏ) କରୋନା ସଂକ୍ରମଣ ରୋକିବାକୁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ଚାଇନା ଓ କୋରୋନା ପ୍ରଭାବିତ...

୯୩୩ କୋଟି ଟଙ୍କା ଜମା କରି ଖଣି ଚଳାଅ

ଭୁବନେଶ୍ୱର, ୩୧-୧(ବ୍ୟୁରୋ):ବନ୍ଦ ରହିଥିବା ଖଣି କାର୍ଯ୍ୟ ଆରମ୍ଭ କରିବାକୁ ସାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ (ଏସଏମ୍‌ପିଏଲ)କୁ ଗୁରୁବାର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ତେବେ ଆସନ୍ତା ଫେବୃୟାରୀ...

ସମବାୟ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ

ରାଜନଗର, ୧୮।୧୧(ଡି.ଏନ.ଏ.): ୫ଦଫା ଦାବି ନେଇ ରାଜନଗରବ୍ଲକର ୧୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ୧୪...

ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ...

ଦେଢ଼ କିମି ବୁହାହେଲେ ପ୍ରସୂତି, ଶିଶୁ

କାମାକ୍ଷାନଗର, ୨୪।୮(ଡି.ଏନ.ଏ.) ଢେଙ୍କାନାଳ ଜିଲାର ଆଦିବାସୀବହୁଳ ଦୁର୍ଗମ କାନ୍ତୋଲ ପଞ୍ଚାୟତରେ କମୁନି ଜନନୀ ଯନ୍ତ୍ରଣା। ଗ୍ରାମକୁ ଯିବା ରାସ୍ତାରେ ଏକାଧିକ ପାହାଡ଼ିଆ ନାଳ ସ୍ବାସ୍ଥ୍ୟସେବାରେ ସାଜିଛି ପ୍ରତିବନ୍ଧକ।...

ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ...

Advertisement
Archives

Model This Week