କାନ୍ସରେ ଚମକିଲେ ନୀଳନୟନା

ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍‌ରେ ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍‌ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍‌, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍‌, ମଲ୍ଲିକା ଶ୍ୱେରାଓ୍ବତ୍‌, ଡାଏନା ପେଣ୍ଟି ପ୍ରମୁଖ କାନ୍ସରେ ଯୋଗ ଦେଇଥିଲେ ହେଁ ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ଅପେକ୍ଷା କରି ରହିଥିଲେ ଦର୍ଶକ। ଯେତେବେଳେ ରେଡ୍‌ କାର୍ପେଟ ଉପରେ ଐଶ୍‌ ଚାଲି କି ଆସିଲେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଐଶ୍ୱର୍ଯ୍ୟା ଏଲୋ ଏବଂ ଗ୍ରୀନ୍‌ କଲର ଫିସ୍‌କଟ୍‌ ଗାଉନ୍‌ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

ତାଙ୍କ ସହ ଝିଅ ଆରାଧ୍ୟା ମଧ୍ୟ ଫେଷ୍ଟିଭାଲରେ ପହଞ୍ଚିଥିଲେ। ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ ସହ ମ୍ୟାଚ୍‌ କରି ଡ୍ରେସ ପିନ୍ଧି କୁନି ପରୀ ପରି ଲାଗୁଥିଲେ। ୨୦୦୨ ମସିହାରୁ ନୀଳନୟନା ପ୍ରତିବର୍ଷ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଆସୁଛନ୍ତି। ଫିଲ୍ମ ଦେବଦାସର ପ୍ରମୋଶନ ପାଇଁ ଐଶ୍ୱର୍ଯ୍ୟା କାନ୍ସ ଯାଇଥିଲେ। ତାଙ୍କ ସହ କୋ-ଷ୍ଟାର ଶାହାରୁଖ୍‌ ଏବଂ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀ ମଧ୍ୟ ସେତେବେଳେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ ଗାୟିକାଙ୍କ ଆଜି ଜନ୍ମ ଦିନ: ରାତାରାତି ଅଲ୍‌ବମ୍‌ କରିଦେଲା ଷ୍ଟାର

ଜଣାଶୁଣା ବ୍ରିଟିଶ ଗାୟିକା ତଥା ଗୀତିକାର ଅଡେଲେଙ୍କ ଆଜି ଜନ୍ମଦିନ। ସେ ମେ ୫ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ବିଶେଷ ଅବସରରେ ସାରା...

‘ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ର ଟ୍ରେଲର ରିଲିଜ

ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ...

ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା...

ରିଲିଜ୍‌ ହେବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଲିକ୍‌

ଫିଲ୍ମ ରିଲିଜ୍‌ ହେବା ପରେ ଅନ୍‌ଲାଇନ୍‌ରେ ଲିକ୍‌ ହେବାରେ କୌଣସି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ,କିନ୍ତୁ ଯେତେବେଳେ ଏକ ବିଶ୍ୱବ୍ୟାପୀ ରିଲିଜ୍‌ ହେବାର ୨୪ ଘଣ୍ଟା ପୂର୍ବରୁ...

ଅଭିନେତା ପାର୍ଥ ସମ୍‌ଥାନଙ୍କୁ କରୋନା

ନୂଆଦିଲ୍ଲୀ,୧୩।୭: ଅଭିନେତା ପାର୍ଥ ସମ୍‌ଥାନ କରୋନାରେ ଆକ୍ରାନ୍ତ ହୋଇଛନ୍ତିି। ‘କସୌଟି ଜିନ୍ଦେଗୀ କେ’ ଟିଭି ସିରିୟଲରେ ଅନୁରାଗ ବସୁ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ...

ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି...

ରଜନୀକାନ୍ତଙ୍କ ପାଇଁ କାହିଁକି ଉପବାସ ରଖିଥିଲେ ଶ୍ରୀଦେବୀ

ଅଭିନେତା ରଜନୀକାନ୍ତ ଏବଂ ବଲିଉଡ୍ର ‘ଚାନ୍ଦିନୀ ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ...

ମା’ଙ୍କୁ କନ୍ଦାଇଲେ କାଜୋଲ

ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତଥା କାଜୋଲଙ୍କ ମା’ ତନୁଜା ନିକଟରେ ଭାବପ୍ରବଣ ହୋଇପଡିଛନ୍ତି। ଝିଅ କାଜୋଲଙ୍କ କଥା ଶୁଣି ତନୁଜାଙ୍କ ଆଖିରେ ଲୁହ ଆସିଯାଇଛି।...

Advertisement
Archives

Model This Week