କଳିଙ୍ଗାରେ ସୀମା ସିଲ୍‌

ଜି.ଉଦୟଗିରି,୩୧ା୩(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରବେଶ ଦ୍ୱାର ଭାବେ ପରିଚିତ କଳିଙ୍ଗା ଚେକ ଗେଟଠାରେ ଜିଲା ସୀମାକୁ ସିଲ କରି ଦେଇଛି। ରାଜ୍ୟ ଓ ଜିଲା ବାହାରୁ ଆସୁଥିବା କାହାକୁ ମଧ୍ୟ ବିନା ଅନୁମତିପତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା କହିଛନ୍ତି। ପ୍ରତ୍ୟେକ ସୀମାନ୍ତକୁ ସିଲ କରାଯାଇଛି ବୋଲି ସେ କହିଥିଲେ। ସେହିପରି ଜି.ଉଦୟଗିରି ଆଇଆଇସି ଧୀରଜ କୁମାର ଲେଙ୍କା, ଏସ୍‌ଆଇ କୌଶଲ୍ୟା ବେହେରା ଓ ସୁବାସ ପ୍ରଧାନ ବିନା କାରଣରେ ଘରୁ କିଏ ନ ବହାରିବାକୁ ସଚେତନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର

କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ...

ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨...

ଏନ୍‌ଜେନ୍‌ କର୍ମଚାରୀଙ୍କ ୪ ଦଫା ସମସ୍ୟାର ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ 

କେନ୍ଦ୍ରାପଡା ଅଫିସ, ୧୯ା୯: ୪ ଦଫା ଦାବି ନେଇ ଏନ୍‌ଜେନ୍‌ କର୍ମଚାରୀ ତଥା ଇଲେକ୍‌ଟ୍ରିସିଟି ଠିକା ଶ୍ରମିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର...

ମାନସଙ୍କୁ ମାରିଥିବା ନେଇ ମାନିଲେ ଶର୍ମିଷ୍ଠା , ହେଲେ କହିଲେନି କାରଣ

ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଶୁକ୍ରବାର ନିଜର ଦୋଷ ସ୍ବୀକାର କରିଛନ୍ତି। ଏପରିକି ସ୍କ୍ରିନ...

ବାର୍ଡ ଫ୍ଲୁ ସନ୍ଦେହ: ବିଦେଶାଗତ ପକ୍ଷୀଙ୍କ ନମୁନା ସଂଗ୍ରହ

ବାଲୁଗାଁ, ୨୮।୧(ଡି.ଏନ.ଏ ): ଭୁବନେଶ୍ୱରରେ ବାର୍ଡ଼ ଫ୍ଲୁ ଭୁତାଣୁ ଚିହ୍ନଟ ହେବାପରେ ଚିଲିକାରେ ବିଦେଶୀ ପକ୍ଷୀଙ୍କୁ ବ୍ୟାପିବା ଆଶଙ୍କା ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା...

ନିଜାମୁଦ୍ଦିନ ଯାଇଥିବା ଲୋକେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ: ଡିଏମ୍‌ଇଟି

ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାରୁ ଫେରିଥିବା ଲୋକଙ୍କୁ ଅନୁଧ୍ୟାନ କରାଯାଉଛି। ତେବେ ଏହା ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଛି। ଏଣୁ ନିଜର ପରୀକ୍ଷା...

ହୋମ୍‌ ଆଇସୋଲେଶନରେ ରହିପାରିବେନି ଓମିକ୍ରନ ଆକ୍ରାନ୍ତ

ଭୁବନେଶ୍ୱର,୧୬।୧୨ (ବ୍ୟୁରୋ): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗୋଟିଏ ପରେ ଗୋଟିଏ ରାଜ୍ୟରେ ଏହି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓଡ଼ିଶାରେ ଏଯାବତ୍‌...

ମୁଣ୍ଡିଆ ପାହାଡ ପଛପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ: କେହି ମାରି ଫୋପାଡ଼ି ଥିବା ସନ୍ଦେହ

ଖୋର୍ଦ୍ଧା ଅଫିସ,୫।୮: ଖୋର୍ଦ୍ଧା ଜିଲା ନିଜିଗଡ ତାପଙ୍ଗ ହାତିଆ ମୁଣ୍ଡିଆ ପାହାଡ ଏକ ମନ୍ଦିର ପଛପଟୁ ସଦର ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରିଛି।...

Advertisement
Archives

Model This Week