କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର ରିଲିଜ୍‌ କରାଯାଇଛି। କଲାମଙ୍କ ଜୀବନିକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତି କିପରି ଶୀର୍ଷରେ ପହଞ୍ଚିପାରେ ତାହାକୁ ସ୍ଥାନିତ କରାଯାଇଛି। ଗଜଦିଶ ଦାନେତି, ସୁଭର୍ଣ୍ଣା ପପୁ ଓ ଜନ୍‌ ମାର୍ଟିନଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମ ଚଳିତ ବର୍ଷ ଶେଷ ସୁଦ୍ଧା ପରଦାକୁ ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ

ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି।...

କେଓ୍ବାଇସି ନାମରେ ଅଭିନେତା ଅନୁ କପୁରଙ୍କଠାରୁ ଠକିନେଲେ ୪.୩୬ ଲକ୍ଷ ଟଙ୍କା…

ମୁମ୍ବାଇ, ୧।୧୦ : ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏକ ଅଗ୍ରଣୀ ଘରୋଇ କ୍ଷେତ୍ରୀୟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରୁ...

ଫେରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ହେଲେ ଖୁବ୍‌ଶୀଘ୍ର ସେ ବଡ ପରଦାକୁ ଫେରିବେ ବୋଲି...

ବିଧାୟକ ଦଳ ବୈଠକ ପରେ ଘୋଷଣା ହେବ କର୍ନାଟକ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନିଷ୍ପତି ହୋଇଯିବ । କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସୋମବାର ବିଏସ୍ ୟେଦୁରପ୍ପା ଇସ୍ତଫା...

କମଲନାଥଙ୍କୁ ଡ୍ରୋନ ପ୍ଲେନ ମାଗିଲେ କମ୍ପ୍ୟୁଟର ବାବା

ଭୋପାଳ,୨୬।୬: ଚଳିତ ବର୍ଷ ଭୋପାଳରେ କମଲନାଥ ସରକାରଙ୍କ ଦ୍ୱାରା ରିଭର ଟ୍ରଷ୍ଟର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥିବା କମ୍ପ୍ୟୁଟର ବାବା ରାଜ୍ୟ ସଚିବାଳୟରେ ଏକ କାର୍ଯ୍ୟାଳୟ...

‘ଭାଜପା ଅଫିସ୍‌ ଉପରେ ବୁଲଡୋଜର ଚଳାଇବା ଉଚିତ୍‌’

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା...

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ।...

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବି-ଟାଉନ୍‌ର ଏହି ଅଭିନେତ୍ରୀ

ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ର ବେବୋ ଓରଫ କରିନା କପୁର ଖାନ୍‌। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ...

Advertisement
Archives

Model This Week