କରୋନା ସଂକ୍ରମଣରେ ଖବରଦାତାଙ୍କ ମୃତ୍ୟୁ

ଆଗ୍ରା,୮।୫: ନିକଟରେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାରଠାରୁ ସେ ଭେଣ୍ଟିଲେଟରରେ ଥିବା ବେଳେ ଗୁରୁବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଆଗ୍ରା ଜିଲାପାଳ ପ୍ରଭୁ ଏନ୍‌ ସିଂ। ଖବରଦାତଙ୍କେ ମୃତ୍ୟୁ ପରେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଓ ଜଣକୁ ସରକାରୀ ଚାକିରି ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମଦାବାଦ, ୧ା୧୧: ମୋରବି ସହର ସ୍ଥିତ ମାଛୁ ନଦୀରେ ଥିବା ଝୁଲାପୋଲ ଭାଙ୍ଗିବା ଯୋଗୁ ରାଜକୋଟର ଭାଜପା ଏମ୍‌ପି ମୋହନ କୁନ୍ଦରିଆଙ୍କ ପରିବାରର ୧୨ ଜଣଙ୍କ...

ସମୁଦ୍ର ମଝିରେ ଫସିଛନ୍ତି ୪୧୦ ଜଣ

ମୁମ୍ବାଇ,୧୭।୫: ସାମୁଦ୍ରିକ ଝଡ଼ ତଉକ୍‌ତାଏ ରବିବାର ମଧ୍ୟରାତ୍ରରୁ ମୁମ୍ବାଇ ଉପକୂଳରେ ତାଣ୍ଡବ ଆରମ୍ଭ କରିଥିବା ବେଳେ ୨ଟି ବଡ଼ ବୋଟ୍‌ରେ ଅନୂ୍ୟନ ୪୧୦ ଜଣ ସମୁଦ୍ର...

ଜାଭେଦ ଅଖତର, ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ କଲେ ତାଲିବାନ ନିଷ୍ପତ୍ତିର ନିନ୍ଦା

ମୁମ୍ବାଇ,୨୪ ।୧୨: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ଯିବାକୁ ବାରଣ କରାଯାଉଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ବିରୋଧ କରାଯିବା ସହ ନିନ୍ଦା କରାଯାଉଛି...

ପଞ୍ଜୀକରଣ କଲେଣି ୬୯୩୬ ପ୍ରବାସୀ ଓଡ଼ିଆ

ଏରସମା,୭ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବେ ଘରକୁ ଫେରିବାକୁ ତତ୍ପର ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସୁଦ୍ଧା ଜଗତ୍‌ସିଂହପୁର...

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ...

କଂଗ୍ରେସ ଏମିତି ଏକ ସ୍କୁଲ, ଯେଉଁଠି ପ୍ରଧାନଶିକ୍ଷକଙ୍କ ପିଲା ରୁହନ୍ତି ଶୀର୍ଷରେ: ନରୋତ୍ତମ

ନୂଆଦିଲ୍ଲୀ,୨୪।୮:କଂଗ୍ରେସର ନେତୃତ୍ୱ ପରିବର୍ତ୍ତନକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ଗତ ବର୍ଷ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସୋନିଆ ଗାନ୍ଧୀ...

ଗ୍ରୀଷ୍ମାବକାଶ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ,୨୬୪ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଶୁଣାଣି ଗ୍ରୀଷ୍ମାବକାଶ ପରେ...

ଅନନ୍ତନାଗରେ ଏନ୍‌କାଉଣ୍ଟର: ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସେନା, ସିଆର୍‌ପିଏଫ୍‌ ଏବଂ...

Advertisement
Archives

Model This Week