Posted inଫୁରସତ

କରୋନା ଯୋଗୁ ଛଟେଇ: ମାସକୁ ୬ ଲକ୍ଷ ଟଙ୍କା ଆୟ କରୁଥିବା ପାଇଲଟ ଏବେ ଡେଲିଭରି ବୟ

କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି କାରଣରୁ ଅଧିକାଂଶ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବେରୋଜଗାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଚାକିରି ହରାଉଥିବା ଅଧିକାଂଶ ଲୋକେ ପେଟ ପୋଷିବା ପାଇଁ ଅନ୍ୟ ଉପାୟ ଆପଣାଉଛନ୍ତି।
ଏହିପରି ଥାଇଲାଣ୍ଡର ଜଣେ ପାଇଲଟ ଚାକିରି ହରାଇ ଡେଲିଭରି ବୟ ସାଜି ଘର ଘର ବୁଲି ଜିନିଷ ପହଞ୍ଚାଉଛନ୍ତି। ୪୨ ବର୍ଷିୟ କୋ-ପାଇଲଟ ନକରିନ ଇନ୍‌ତା ଗତ ୪ ବର୍ଷ ହେବ କମର୍ଶିଆଲ ପାଇଲଟ ଭାବେ କାମ କରୁଥିଲେ। ମାତ୍ର କରୋନା ସଂକଟ ତାଙ୍କୁ ପାଇଲଟରୁ ଡେଲିଭରି ବୟ ବନାଇଦେଇଛି। ତାଙ୍କ କହିବାନୁଯାୟୀ, ଏୟାରଲାଇନ୍ସ ତାର ଅଧିକାଂଶ କର୍ମଚାରୀଙ୍କୁ ବିନା ଦରମାରେ ଛଟେଇ କରି ଘରକୁ ପଠାଇଦେଇଛି। ବାକି ଯେତିକି କର୍ମଚାରି ଅଛନ୍ତି, ସେମାନଙ୍କୁ ଯେତିକି ଦରମା ମିଳୁଛି ତାହା ନ ମିଳିବା ସହ ସମାନ। ଆଉ କେତେଜଣଙ୍କୁ ଚାକିରିରୁ ବାହାର ମଧ୍ୟ କରି ଦିଆଯାଇଛି। ଜଣେ ପାଇଲଟ ଭାବେ ସେ ମାସକୁ ୪ରୁ ୬ ଲକ୍ଷ ଟଙ୍କା ଆୟ କରୁଥିଲେ। ଏବେ ୨ ହଜାର ଟଙ୍କା ଆୟ କରିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଏବଂ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

କୋଟିଆ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ହେଲେ ବିଧାୟକ

କୋରାପୁଟ, ୨୬।୧୦ (ଅମିତାଭ ବେହେରା): କୋଟିଆ ସମସ୍ୟାର ସମାଧାନ ଦିଗରେ କୋରାପୁଟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଥିବା…

ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି…

IPL 2027 ମିନି ନିଲାମ: ଏହି ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୨:ଆଇପିଏଲ ୨୦୨୭ ପାଇଁ ଖେଳାଳିଙ୍କ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ଆୟୋଜିତ ହେବ। ଏହି ଦିନ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ…

୫୫ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା ଚମତ୍କାର: ବଡ଼ କାରନାମା କଲେ ଏହି କ୍ରିକେଟର୍‌

ଲାହୋର,୨୬।୧୦: ଖରାପ ଫର୍ମ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରାଇ ସିରିଜ୍ରେ ମିଳିଛି ବଡ଼ ଆଶ୍ୱସ୍ତି। ସୋମବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଇଂଲଣ୍ଡକୁ ମାତ୍ର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍‌ ବାତିଲ କଲା SCoR

ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍‌ କୋଷ୍ଟ…

ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା ପୋତିପକାଇଲେ ଶୁଭେନ୍ଦୁ ଅଧିକାରୀ: କଲେ ଏମିତି ଅନୁରୋଧ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ…

ଦୁର୍ଭାଗ୍ୟଶାଳୀ ଏହି ୩ ଭାରତୀୟ ବ୍ୟାଟର: ୧୦ ବର୍ଷ ମଧ୍ୟରେ ୩ ଥର ଘଟିଛି ଏଭଳି ଘଟଣା

ନୂଆଦିଲ୍ଲୀ,୨୬।୧୦:ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ପ୍ରଥମ ଅନୌପଚାରିକ ଟେଷ୍ଟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ମାଟିରେ ଚାଲିଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡିକଲ ଦ୍ୱିଶତକଠାରୁ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?