କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି। ନୀଳଗିରି ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା ଦେଇଥିବା ବେଳେ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଢ ଲକ୍ଷ, ଇଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ୩ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ ଓ କର୍ମଚାରୀଙ୍କ ନିମନ୍ତେ ବିଭିନ୍ନ ଉପକରଣ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଉଛି।
ପ୍ରକାଶ ଥାଉକି, ବିଧାୟକ ନାୟକ ଏହା ପୂର୍ବରୁ ତାଙ୍କ ହାତ ପାଣ୍ଠିରୁ ନୀଳଗିରି ଅନ୍ତର୍ଗତ ବଣଭୂଇଁ ଆଶ୍ରମ ସ୍କୁଲ ପରିସରରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏଥିସହ ତାଙ୍କର ଦୁଇମାସର ବେତନ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଦୀକ୍ଷାନ୍ତ ସମାରୋହ: କନଷ୍ଟେବଳ ପୋଲିସର ମେରୁଦଣ୍ଡ

ନୟାଗଡ଼ ଅଫିସ,୨୮।୯: ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ (ପିଟିଏସ୍‌)ର ଦୀକ୍ଷାନ୍ତ ସମାରୋହ-୨୦୧୯ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଏସ୍‌ପି ତଥା ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଶଶିଭୂଷଣ...

ଗୁଜରାଟରେ ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଗାନ୍ଧିନଗର,୪ ।୧୨: ଦେଶରେ ଆଉ ଜଣେ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେ ୨ ଦିନ ତଳେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ବିମାନ...

ନକଲି ଇଞ୍ଜିନ ଅଏଲ ଜବତ: ୫ ଅଟକ

ଗଞ୍ଜାମ,୩ା୧୧(ଡି.ଏନ୍‌.ଏ.): ସହରରେ ନକଲି ସାମଗ୍ରୀ ବିକ୍ରି ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ନକଲି ମଦ, ଗୁଟ୍‌ଖା, ଟମାଟୋ ସସ୍‌ ଆଦି ଧରା ପଡ଼ିଥିବା ବେଳେ...

ଡାକ୍ତର, ଫାର୍ମାସିଷ୍ଟ ନିଯୁକ୍ତି ନେଇ ଜିଲାପାଳଙ୍କୁ ଦାବିପତ୍ର

ଧର୍ମଶାଳା,୨୨ା୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ଦାବିରେ ଗୁରୁବାର ବଣମଲ୍ଲି ସାହିତ୍ୟ ଓ ସେବା...

ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ...

ଆଠମଲ୍ଲିକ: ରମେଶ ଚନ୍ଦ୍ର ସାଏ ଆଗରେ

ଆଠମଲ୍ଲିକ, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ୪୦୭୪...

ମହାରାଷ୍ଟ୍ରରେ ସର୍ବାଧିକ କରୋନା ବର୍ଜ୍ୟ

ନୂଆଦିଲ୍ଲୀ,୧୧।୧: ଦେଶର ଗତ ୭ ମାସ ମଧ୍ୟରେ ୩୨ ହଜାର ୯୯୪ ଟନ୍‌ କରୋନା ବର୍ଜ୍ୟ ଜମା ହୋଇଛି। ସେଥିମଧ୍ୟରେ ପିପିଇ କିଟ୍‌, ମାସ୍କ୍‌, ଜୋତା...

ଏସ୍‌ସିବିରୁ ଚିହ୍ନଟ ହେଲେ ଆଉ ୨୪ ପଜିଟିଭ

କଟକ ଅଫିସ,୨୬ା୮- ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ବୁଧବାର ଆଉ ୨୪ ଜଣ ପଜିଟିଭ ଚିହ୍ନଟ ହୋଇନ୍ତି। ସେହିପରି ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ...

Advertisement
Archives

Model This Week