Posted inଖେଳ

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ମୁଁ ନିଜକୁ ଫିଟ୍‌ ରଖିବା ଲାଗି ଟିମ୍‌ମେଟ୍‌ ସହିତ ଟ୍ରେନିଂ ସେସନ ଜାରି ରଖିଛି। ୩୭ ବର୍ଷୀୟ ଆଣ୍ଡରସନ ଇତିମଧ୍ୟରେ ୫୮୪ ଟେଷ୍ଟ ଉଇକେଟ ଅକ୍ତିଆର କରିସାରିଛନ୍ତି। ଜଣେ ପେସ୍‌ ବୋଲର ହିସାବରେ କ୍ରିକେଟ ଖେଳର ଇତିହାସରେ ସେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ମେ ମାସ ଶେଷ ସୁଦ୍ଧା ଯଦିଓ କୌଣସି କ୍ରିକେଟ ମ୍ୟାଚ ସମ୍ଭବପର ନୁହେଁ କ୍ରିକେଟକୁ ଅଲ୍‌ ବିଦା କରିବା କଥା ମୁଁ ଚିନ୍ତା କରିନାହିଁ। ଇଂଲଣ୍ଡ ତରଫରୁ ଆହୁରି କିଛିଦିନ ଖେଳ ଜାରି ରଖିବା ମୋର ଲକ୍ଷ୍ୟ ରହିଛି ବୋଲି ଆଣ୍ଡରସନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପିନରଙ୍କ ଆଗରେ ଧରାଶାୟୀ ହେଲା ପୂରା ଇଂଲଣ୍ଡ ଟିମ୍‌

ଅହମ୍ମଦାବାଦ,୨୪।୨: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ତଥା ଦିବାରାତ୍ର ଟେଷ୍ଟର ପ୍ରଥମ ଇନିଂସରେ ପୂରା...

ମାଲିଙ୍ଗାଙ୍କ ୟୁ-ଟର୍ନ

କଲମ୍ବୋ, ୨୧।୧୧ (ପି.ଟି.)- ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ନେବାକୁ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା...

ଶ୍ରୀଲଙ୍କା ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ, ଫାଇନାଲରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୬୬…

ସିଲହଟ ,୧୫।୧୦ : ମହିଳା ଏସିଆ କପର ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାଇଁ ବିଜୟ ଲକ୍ଷ୍ୟ ୬୬ ରନ୍‌ ରହିଛି। ବାଂଲାଦେଶର ସିଲହଟ ଇଣ୍ଟରନ୍ୟାଶନାଲ...

ମୋ ଯୋଗୁ ଦେଶ ବଦ୍‌ନାମ ହୋଇଛି, କ୍ଷମା ମାଗୁଛି: କାହିଁକି ଏମିତି କହିଲେ କ୍ରିକେଟର୍‌

ଇସଲାମାବାଦ୍‌,୮।୭: ପାକିସ୍ତାନୀ କ୍ରିକେଟର ଉମର ଅକମଲ ତାଙ୍କ ପରିବାର, ପ୍ରଶଂସକ ଏବଂ ପାକିସ୍ତାନୀ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଅକମଲ କ୍ୟାମେରା ସାମ୍ନାକୁ ଆସି...

କିମ୍ବଦନ୍ତୀ ଶଟଲର ଲିଙ୍କ ଅବସର

ପୁତ୍ରାଜାୟା(ମାଲେସିଆ),୧୩।୬(ଏଏଫପି): କକର୍ଟ ଭଳି ମାରାତ୍ମକ ରୋଗରୁ ମୁକ୍ତ ହେବା ପରେ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଗୁରୁବାର ଅବସର ନେଇଛନ୍ତି। ଲୁହ ଭରା ଆଖିରେ...

‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ପାଇବାକୁ ନେଇ ଖୁସି ନାହାନ୍ତି ରୋହିତ ଶର୍ମା: କାରଣ ଜାଣିଲେ କହିବେ ବାଃ ବାଃ

ଓଭାଲ୍‌,୭।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ଶତକ ହାସଲ କରି ଭାରତର ଐତିହାସିକ ବିଜୟର ମୂଳଦୁଆ ପକାଇଥିବା ଓପନର୍‌ ରୋହିତ ଶର୍ମା ମ୍ୟାନ ଅଫ ଦି...

ଭାରତୀୟ ପୁରୁଷ ହକି ଦଳର ଅଧିନାୟକଙ୍କୁ କୋରନା

ନୂଆଦିଲ୍ଲୀ, ୭ା୮(ପି.ଟି.)-ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ୩ଜଣ ଖେଳାଳି କରୋନା ପଜିଟିଭ୍‌ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ...

ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିବେ ଓ୍ବାର୍ନର, ନର୍ଟଜେ

ମୁମ୍ବାଇ,୬।୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଗୁରୁବାର ହେବାକୁ ଥିବା ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଏବଂ ପେସର ଅନରିଚ ନର୍ଟଜେ ଖେଳିବେ। ଏ ନେଇ ଦିଲ୍ଲୀ...

Advertisement
Archives

Model This Week