କରୋନା ନେଲାଣି ୩୩ ହଜାର ୫୦୯ ଲୋକଙ୍କ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ଇତିମଧ୍ୟରେ ୧୯୯ ଦେଶରେ ପହଞ୍ଚିଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୩ ହଜାର ୫୦୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୋମବାର ସୁଦ୍ଧା ସାରା ପୃଥିବୀରେ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ଜାତିସଂଘରେ ଗାନ୍ଧୀ ଜୟନ୍ତୀ

ଜାତିସଂଘ, ୩ା୧୦ : ଜାତିସଂଘ ସମେତ ବିଭିନ୍ନ ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ବିଶ୍ୱ ହିଂସାର ଭୟାବହତା ମଧ୍ୟଦେଇ ଗତି କରୁଥିବାବେଳେ...

ଥରିଲା ଇରାନ୍‌

ତେହେରାନ୍‌,୨।୧: ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳରେ ଗୁରୁବାର ସକାଳ ୮ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୮ଥିଲା ବୋଲି ସ୍ଥାନୀୟ ଭୂକମ୍ପ...

ନୂର ମୁକଦ୍ଦମ୍‌: ପୌରୁଷତ୍ୱର ପୁନର୍ବିଚାର

ଇସ୍‌ଲାମାବାଦ,୨୯ା୭ :ପାକିସ୍ତାନରେ ପ୍ରତ୍ୟହ ମହିଳା ବିରୋଧୀ ଅପରାଧ ସାମ୍ନାକୁ ଆସିଥାଏ। କିନ୍ତୁ ନୂର ମୁକଦ୍ଦମ୍‌ଙ୍କ ନୃଶଂସ ହତ୍ୟାର କାହାଣୀ କେବଳ ପାକିସ୍ତାନକୁ ଥରାଇ ଦେଇନାହିଁ, ବରଂ...

ଲିବିୟା ହସ୍ପିଟାଲ ଉପରେ ବିମାନ ଆକ୍ରମଣ: ୫ ଡାକ୍ତର ମୃତ

ତ୍ରିପୋଲି,୨୯।୭: ଲିବିୟାର ରାଜଧାନୀ ତ୍ରିପୋଲିରେ ଥିବା ଏକ ହସ୍ପିଟାଲକୁ ଟାର୍ଗେଟ କରିଥିଲେ ଖଲିଫା ହଫତାରର ଲିବିୟାନ ନ୍ୟାଶନାଲ ଆର୍ମି(ଏଲ୍‌ଏନ୍‌ଏ)। ରବିବାର ଏଲ୍‌ଏନ୍‌ଏ ଦ୍ୱାରା ଏକ ହସ୍ପିଟାଲରେ...

ପୁଣି ଘନେଇଲା ବିପଦ, ଆସିଲା କରୋନାର ନୂଆ ରୂପ: ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଅଧିକ ତାଣ୍ଡବ ରଚିବା ଆଶଙ୍କା…

ନୂଆଦିଲ୍ଲୀ,୧୫।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାରତରେ ସୃଷ୍ଟି ହୋଇଥିବା ଡେଲ୍ଟା ଭାରିଆଣ୍ଟ୍‌ର ନୂଆ ରୂପ ଡେଲ୍ଟା...

ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ...

ପୋଲ ପାର ହେବା ସମୟରେ ବାଇକ୍‌ ସହ ଭାସିଗଲେ ୨ ଯବାନ

କଲମ୍ବିଆ,୨୭।୭: କଲମ୍ବିଆରୁ ଏକ ବିଚଳିତ କରିଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ସୋକ ପାଙ୍ଗ ଜିଲାର ଥାମେର କେଭେ ଗଁାକୁ ୨ ଯବାନ ବାଇକ୍‌ରେ ନଦୀ ପାର...

Advertisement


Archives

Model This Week