Posted inଜାତୀୟ

କରୋନା ଆତଙ୍କ: ଚାଇନାକୁ ମୋଦିଙ୍କ ଆଶ୍ୱାସନା, ଭାରତ ସହଯୋଗ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୯।୨: ଚାଇନାରେ କରୋନା ଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୮୧୧ରେ ପହଞ୍ଚିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ଚିଠି ଲେଖି ଭାରତ ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ବୋଲି ଆଶ୍ୱାସନା ଦେଇଛନ୍ତି। କରୋନା ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଯେଉଁଭଳି ଭାବେ ବଢ଼ିଚାଲିଛି, ତାହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅ ବିଦେଶରୁ ଫେରିଥିବା ସୂଚନା ଦେଇ ନ ଥିବାରୁ ଡିଏସ୍‌ପିଙ୍କ ନାଁରେ ଏତଲା

ହାଇଦ୍ରାବାଦ,୨୫।୩: ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।...

ବାରମୂଳାରେ ସେନାର ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ସେନା ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ବାରାମୂଳା ଜିଲାର ସୋପୋରେର ହାଇଗାମ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ବୁଧବାର ସେନାଙ୍କ ଉପରେ...

ଦାଦାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୪।୧: ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ...

ପାକିସ୍ତାନର ଗୋଟିଏ ହାତରେ ବନ୍ଧୁକ, ଅନ୍ୟ ହାତରେ ବୋମା: ଶଶି ଥରୁର

ନୂଆଦିଲ୍ଲୀ,୧୦।୯: କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥତା ଆବଶ୍ୟକ ଆବଶ୍ୟକ ନାହିଁ। ଆମକୁ ପାକିସ୍ତାନ ସହିତ କଥାବାର୍ତ୍ତା କରିବାରେ କୌଣସି ଆପତ୍ତି ନାହିଁ। ଯଦି ପାକିସ୍ତାନ...

ଡିଏସ୍‌ପି ଝିଅକୁ ସାଲ୍ୟୁଟ କଲେ ଇନ୍ସପେକ୍ଟର ପିତା

ହାଇଦ୍ରାବାଦ, ୫।୧: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ରବିବାର ଟ୍ବିଟରରେ ଏକ ଫଟୋ ଶେୟାର କରାଯାଇଛି, ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ...

ଜେଏନୟୁରେ ଛାତ୍ରୀଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି, ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୧୧: ଫି’ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ସୋମବାର ଦିନ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) କ୍ୟାମ୍ପସ୍‌ ବାହାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ବାରାକ ଓବାମାଙ୍କ ପୁସ୍ତକରେ ରାହୁଲ, ମନମୋହନଙ୍କ ବିଷୟରେ ଆଲୋଚନା

ଓ୍ବାଶିଂଟନ,୧୩।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ‘ଏ ପ୍ରମିଜଡ୍‌ ଲ୍ୟାଣ୍ଡ୍‌’ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଓବାମାଙ୍କ ନୂତନ ପୁସ୍ତକରେ କେରଳର...

ସିଏଏ,ଏନଆରସି ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ୨ ମହିଳାଙ୍କୁ ଆକ୍ରମଣ

କୋଲକତା/ଜୟପୁର,୨୩।୧: ସିଏଏ ଓ ଏନଆରସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ଦୁଇ ଜଣ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି।...

Advertisement
Archives

Model This Week