କରିନାଙ୍କ ଭାଉଜ ହେବେ ତାରା ସୂତାରିୟା

ବମ୍ବେ: ପ୍ରଥମେ ଡେବ୍ୟୁ ଆଉ ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ ଫେମ୍‌ ତାରା ସୂତାରିୟା। ତାରା ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଏହା ବେଶୀଦିନ ଚାଲି ନ ଥିଲା। ଏବେ କିନ୍ତୁ ଆଦର ଜୈନଙ୍କ ସହ ତାରାଙ୍କ ଯୋଡ଼ି ଜମିବ ବୋଲି ଆଲୋଚନା ହେଲାଣି।

ଏଭଳି ଆଲୋଚନା ପଛରେ କାରଣ ମଧ୍ୟ ରହିଛି। ନିକଟରେ କରିନା କପୁରଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ବିବାହ ହୋଇଛି। ଏଥିରେ ବଲିଉଡ୍‌ର ଅନେକ ବିଶିଷ୍ଟ କଳାକାର ସାମିଲ ହୋଇଥିଲେ। ସେଥିମଧ୍ୟରେ ତାରା ମଧ୍ୟ ଥିଲେ। ହାଲୁକା ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧି ତାରା ପହଞ୍ଚିଥିଲେ। ଏହି ଉପଲକ୍ଷେ ସେ ବରବଧୂଙ୍କ ପାଇଁ ଏକ ସ୍ପେଶାଲ ସରପ୍ରାଇଜ୍‌ ରଖିଥିଲେ।

ଷ୍ଟେଜ୍‌ ଉପରେ ଗୀତ ଗାଇଥିଲେ ତାରା, ଯାହା ସମସ୍ତଙ୍କୁ ପସନ୍ଦ ଆସିଥିଲା। ବିଶେଷକରି ଅରମାନଙ୍କ ମା’ ରୀମା ତାଙ୍କୁ କୁଣ୍ଢାଇ ପକାଇଥିଲେ। ଏପରିକି ତାଙ୍କୁ ବୋହୂ କରିବାକୁ କହି ପକାଇଥିଲେ। ସାନପୁଅ ଆଦରଙ୍କ ସହ ତାରା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ରୀମା କହିଥିଲେ।
ଯଦି ଆପଣ ଭାବୁଛନ୍ତି ଆଦରଙ୍କ ସହ ପ୍ରଥମ ଥର ପାଇଁ ତାରାଙ୍କ ନାମ ଯୋଡ଼ାଯାଉଛି, ତେବେ ଭୁଲ ଭାବୁଛନ୍ତି। ଅନେକ ସମୟରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଉଭୟ ଉଭୟଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର...

ଗୁଡ ବାୟ କହିବା ଏତେ ସହଜ ନୁହେଁ: ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲିଙ୍କ ଯୋଡି ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିବାହ ପରେ...

ଫର୍‌ହାନଙ୍କ ଠେଲାରୁ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ। ଚଳିତ...

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌...

ରାକେଶଙ୍କ ପରେ ଏବେ ଆମିର୍‌ଙ୍କୁ ଡେଟ୍‌ କରୁଛନ୍ତି ଶିଳ୍ପାଙ୍କ ଭଉଣୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତା ସେଟ୍ଟୀ। ଏଭଳି କିଛି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ ତାଙ୍କ ନାମ...

ନାଁ ବଦଳାଇ ଦିଅନ୍ତୁ ଶୈଫ

ମୁମ୍ବାଇ: ବଲିଉଡର ନାୟକ ଶୈଫ ଅଲି ଖାଁ ଏବେ ଟ୍ରୋଲର୍ସଙ୍କ ଶିକାର ପାଲଟି ଯାଇଛନ୍ତି । କେହି କେହି ତାଙ୍କୁ ନାମ ବଦାଇ ଦେବାକୁ ଉପଦେଶ...

ଶାହାରୁଖଙ୍କ ଜନ୍ମଦିନରେ ପୁଣି ରିଲିଜ ହେବ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଜାଏଗେଁ’

ବମ୍ବେ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖଙ୍କ ଜନ୍ମଦିନରେ ପୁଣି ଥରେ ରିଲିଜ ହେବ ‘ଡିଡିଏଲ୍‌ଜେ’। ଅଭିନେତାଙ୍କ ଏହି ଆଇକନିଂ ଫିଲ୍ମ ‘ଦିଲଓ୍ବାଲେ ଦୁଲ୍‌ହନିଆଁ ଲେ ଯାଏଗେଁ’କୁ ସିନେମାଘରେ...

ନିର୍ମାଣ ହେବାକୁ ଯାଉଛି ‘ୱେଲକମ’ର ପାର୍ଟ ୩, ନଜର ଆସିବେ ନାହିଁ ଅକ୍ଷୟ!

ମୁମ୍ବାଇ: ଅକ୍ଷୟ କୁମାର ଷ୍ଟାରର ସୁପରହିଟ କମେଡି ମୁଭି ‘ୱେଲକମ’ର ପାର୍ଟ ୩ ନିର୍ମାଣ ହେବାକୁ ଯାଉଥିବା ଜଣାପଡିଛି । ଏହାର ଟାଇଟଲ ଏବେ ସାମ୍ନାକୁ...

Advertisement
Archives

Model This Week