କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣଙ୍କୁ ମିଶାଇ କଟକ ସହରାଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଚିହ୍ନଟଙ୍କ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୪ ବର୍ଷୀୟ ପୁରୁଷ। ତାଙ୍କ ଘର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ହୋଇଥିବା ବେଳେ ପୂର୍ବରୁ ସେଠାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସେ ସମ୍ପର୍କୀୟ ବୋଲି ସୂଚନା ମିଳିଛି ।
ସେହି ଭଳି ଆଉ ଜଣେ ଆକ୍ରାନ୍ତ ଘର ରାଣୀହାଟ ଅଞ୍ଚଳରେ। ସେ ମଧ୍ୟ ୩୩ ବର୍ଷୀୟ ପୁରୁଷ। ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ। ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କ ଚିକିତ୍ସା ଚାଲିଛି। ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଆକାଟି ଗନ୍ଧମାର୍ଦ୍ଦନ ଖଣିରେ ଲୋଡିଂ ବିବାଦ

କେନ୍ଦୁଝର,୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଖଣିରେ ଲୁହାପଥର ଲୋଡିଂକୁ ନେଇ ବିବାଦ ଦେଖାଦେଇଛି। ଖଣିସଂସ୍ଥା ପକ୍ଷରୁ ଆଗ ଭଳି ଲୋଡିଂ ସ୍ଲିପ୍‌...

ଫାଣ୍ଡି ନିକଟରେ ପଡ଼ିଛି ଯୁବତୀଙ୍କ ମୃତଦେହ

ପାରଳାଖେମୁଣ୍ଡି,୧୩ା୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରୁ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ କରାଯାଇଛି। ପୋଲିସ ଫାଣ୍ଡିଠାରୁ ମାତ୍ର ୧୦୦ ମିଟର ଦୂରରେ...

ସମସିଆ ଘେରରେ ଭୁତଟିକ୍ରା ଗାଁବାସୀ

ଜାମଟିକ୍ରା, ୨୧।୮ (ଡି.ଏନ୍‌.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିର ବିକାଶ ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଯୋଜନାକେ କାଯ୍‌କାରୀ...

ଚାର୍ଜଶିଟ ଦାଖଲରେ ବିଳମ୍ବ କରି ଏସ୍‌ଆଇ ନିଲମ୍ବିତ

ସମ୍ବଲପୁର,୮।୨(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଥାନାରେ କାର୍ଯ୍ୟରତ ଏସ୍‌ଆଇ ଯୁଗଳ କିଶୋର ସାଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଚାର୍ଜଶିଟ ଦାଖଲରେ ବିଳମ୍ବ କରିବାରୁ ସମ୍ବଲପୁର...

ଉପବାସ ରହିଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ବାଲେଶ୍ୱର ଅଫିସ/ ସଜନାଗଡ଼,୬।୫(ଡି.ଏନ.ଏ.) ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ତୃଣମୂଳ କଂଗ୍ରେସ କର୍ମୀ ହିଂସାତ୍ମକ...

‘ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ’

ବାରିପଦା ଅଫିସ,୨୬।୧- ମୟୂରଭଞ୍ଜ ଜିଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଏକ...

ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। କଟକ ତୁଳସୀପୁର ସ୍ଥିତ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ଆୟ ବର୍ହିଭୂତ...

ସ୍ଥାନାନ୍ତର ଅପେକ୍ଷାରେ ୨୫୭ ହରିଣ

କଟକ ଅଫିସ, ୩ା୮: ସ୍ଥାନ ଚିହ୍ନଟ ସରିଛି ହେଲେ ସ୍ଥାନାନ୍ତର ହୋଇପାରୁନାହାନ୍ତି ହରିଣ। ୩ ବର୍ଷ ଧରି ଅନୁପଯୁକ୍ତ ପରିବେଶରେ ରହୁଛନ୍ତି। ୨ରୁ ୩ ହରିଣ...

Advertisement
Archives

Model This Week