‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର ଏକ ପ୍ରଶ୍ନର ଉତ୍ତରରେ ଅଭିଷେକ ଏହା କହିଛନ୍ତି। କେଉଁ ଗୀତ ଆପଣଙ୍କର ପସନ୍ଦ, ଏବଂ ଆପଣ ସେଥିରେ ନାଚିବାକୁ ପସନ୍ଦ କରିବେ ବୋଲି ୟସ୍‌ରାଜ ଫିଲ୍ମସ୍‌ ପକ୍ଷରୁ ଅଭିଷେକଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ଅଭିଷେକ ଏହା କହିଛନ୍ତି।
‘କଜରାରେ’ ଗୀତ ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍କ ‘ବଣ୍ଟି ଔର ବବ୍‌ଲୀ’ର। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି ଗୀତରେ ଆଇଟମ୍‌ ନୃତ୍ୟ କରିଥିଲେ। ଅଭିଷେକ ଏବଂ ଅମିତାଭ ବଚ୍ଚନଙ୍କୁ ମଧ୍ୟ ତାଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା। ଫିଲ୍ମରେ ରାଣୀ ମୁଖାର୍ଜୀ ଏବଂ ଅଭିଷେକ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବିସିରେ ଏକ କୋଟି ଜିତିବା ପରେ ମ୍ୟାଗିରୁ ବାହାରିଲା ୨ ମସଲା ପ୍ୟାକେଟ୍‌; ମୋହିତା କହିଲେ ‘ମୁଁ ଆଜି ଭାଗ୍ୟବତୀ’

ନୂଆଦିଲ୍ଲୀ: କେବିସି-୧୨ ସିଜନ୍‌ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଥିଲେ ଆଇପିଏସ୍‌ ମୋହିତା ଶର୍ମା। ନଭେମ୍ବର ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ୧...

ସ୍ବାମୀଙ୍କ ମୃତ୍ୟୁ ପରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ କୁହାଯାଉଥିଲା ଡାହାଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୧୪ ଦିନ ଜେଲରେ ଅଛନ୍ତି। ଅନେକ ଚଳଚ୍ଚିତ୍ର...

ସବୁଠାରୁ ମହଙ୍ଗା ହେବ ହ୍ରିତିକ-ଦୀପିକାଙ୍କ ଫିଲ୍ମ ‘ଫାଇଟର’!

ମୁମ୍ବାଇ: ବଲିଉଡ୍ ନାୟିକା ଦୀପିକା ପାଦୁକୋନ ଓ ନାୟକ ହ୍ରିତିକ ରୋଶନଙ୍କ ଯୋଡିକୁ ଖୁବଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ । ନିକଟରେ ହ୍ରିତିକଙ୍କ ଜନ୍ମଦିନ...

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର...

ବିନା ମେକ୍‌ଅପ୍‌ରେ ବିପାଶା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ବ୍ଲାକ୍‌ ବିୟୁଟି ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭରଙ୍କୁ ବିବାହ କରିବା ପରେ ଫିଲ୍ମ ଜଗତକୁ ପ୍ରତ୍ୟାବର୍ତ୍ତନ  କରି ନ...

ଜନ୍ମଦିନରେ ବଡ଼ ଘୋଷଣା କଲେ ଏହି ପ୍ରସିଦ୍ଧ ଅଭିନେତା

ମେଗାଷ୍ଟାର ଚିରଞ୍ଜୀବୀ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି। ଚିରୁ ୧୫୩ ନାମକ...

ଟୁଇଟର୍‌ ଛାଡ଼ିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ: ‘ଡିଆକ୍ଟିଭେଟ’ କଲେ ଆକାଉଣ୍ଟ

ବମ୍ବେ: ଟୁଇଟର୍‌ ଛାଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ତଥା ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା। ନିଜର ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସେ ଏହାକୁ ସ୍ପଷ୍ଟ...

ଏହି ଲୋକପ୍ରିୟ ଅଭିନେତ୍ରୀ ଦେଡ଼ଶୁରଙ୍କ ସହ କରିଛନ୍ତି ରୋମାଣ୍ଟିକ୍‌ ସିନ୍‌

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ...

Advertisement
Archives

Model This Week