ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୬, ୨୦୨୦ )

ଅଣସରରେ ଥିବା ମହାପ୍ରଭୁଙ୍କ ଚିକତ୍ସା ଲାଗି ଔଷଧ ପ୍ରସ୍ତୁତ କରୁଛନ୍ତି ବୈଦ୍ୟରାଜ

 

କଟକ ଛତ୍ରବଜାର ତାଳଦଣ୍ଡା କେନାଲ ପାର୍ଶ୍ୱରେ ପରିବା ବିକୁଛନ୍ତି ଜଣେ ମହିଳା

 

କଟକ ଖାନନଗର କାଳୀମନ୍ଦିର ରାସ୍ତାରେ ଅଟୋରେ ଅସୁରକ୍ଷିତ ଯାତ୍ରା

ରଥରେ କଳସ ଏବଂ ଓଲଟ ଶୁଆ ଲାଗି ହେଲା

 

ଶେଷ ରଜରେ କଟକ ତାଳଦଣ୍ଡା କେନାଲ ପାର୍ଶ୍ଵ ବସ୍ତି ଅଞ୍ଚଳରେ କେତେଜଣ ଶିଶୁ ଟାୟାରରେ ଦୋଳି ଖେଳୁଛନ୍ତି

ଭୁବନେଶ୍ୱର ଖାରବେଳ ନଗର ଅଞ୍ଚଳରେ ଜଣେ ଯୁବତୀ ପ୍ଲାଷ୍ଟିକ ବାଲତି କିଣୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ   ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୫ , ୨୦୨୧)

ସିଏଆଇଟି ତରଫ ରୁ ଭାରତ ବନ୍ଦ ଗୋଟିଏ ଦିନ ପୂର୍ବରୁ ବୁଧବାର ଭୁବନେଶ୍ୱରରେ ଗ୍ରାହକମାନେ ଯାନବାହନ ରେ ତେଲ ଭରିବା ପାଇଁ ଲାଇନ ଲଗାଉଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩, ୨୦୨୧)

ଭୁବନେଶ୍ୱର ଓୟୁଏଟି ଫାର୍ମରେ କୃଷକମାନେ କାମ କରୁଛନ୍ତି   କଟକ ବାରବାଟୀ ଷ୍ଟାଡିୟମ୍ କ୍ଲବ ହାଉସରେ ରାଜ୍ୟ ରେସଲିଂ ଚାମ୍ପିଅନସିପ୍

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨, ୨୦୨୧)

ଗୁଡ୍‌ ଫ୍ରାଇଡେ ଅବସରରେ ଭୁବନେଶ୍ୱରର ସତ୍ୟ ନଗର ଚର୍ଚ୍ଚ      ଅସ୍ତକାଲିନ ସୂର୍ଯ୍ୟଙ୍କ ରଙ୍ଗୀନ ଆଭାରେ ପୁରୀ ଶ୍ରୀ ମନ୍ଦିରର ଦୃଶ୍ୟ   ଭୁବନେଶ୍ୱରରେ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୨, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ଶୁଖିଯାଇଥିବା ସୋରିଷ ଗଛ ଟ୍ରାକ୍ଟର ମେସିନ ଦ୍ୱାରା ସଫା କରାଯାଉଛି ରାଜଧାନୀ ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି...

ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି   ଯାନବାହନ ଚଳାଚଳ କଟକଣା କୋହଳ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୪ , ୨୦୨୧)

ଜନ୍ମାଷ୍ଟମୀ ଲାଗି କଟକ ବଜ୍ରକବାଟି କେନାଲ ରୋଡ଼ରେ ବିକ୍ରୟ ପାଇଁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସଜାଡି ରଖୁଛନ୍ତି ବ୍ୟବସାୟୀ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୦)

ରାଜଧାନୀ ସମ୍‍ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ତରଫରୁ ମକ୍‍ଡ୍ରିଲ୍‍ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଟକ ରାଣୀହାଟ ପୋଲ ପ୍ରାଚୀରକୁ ଅଦ୍ୟାବଧି...

Advertisement


Archives

Model This Week