ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’ ଓସ୍କାର ଦୌଡରେ ସାମିଲ ହୋଇଥିଲା। କେବଳ ସେତିକି ନୁହେଁ ଏହା ଶେଷରେ ବାଜି ମାରିଥିଲା ମଧ୍ୟ। ଅର୍ଥାତ୍‌ ବେଷ୍ଟ ଫିଚର ଫିଲ୍ମ ଭାବେ ‘ପାରାସାଇଟ୍‌’ ହାତେଇଥିଲା ୨୦୨୦ର ଓସ୍କାର ଆଓ୍ବାର୍ଡ। ଏବେ ଏହାକୁ ନେଇ ବଳିଉଡ୍‌ ସେଲିବ୍ରିଟିମାନେ ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଛନ୍ତି। ହଲିଉଡ୍‌ ଦୁନିଆରେ ପାଦ ରଖିଥିବା ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍‌ କହିଛନ୍ତି, ସାଉଥ୍‌ କୋରିଆର ଏହି ଫିଲ୍ମକୁ ଦେଖିବା କଥା। ଆଉ ସାଉଥ୍‌ କୋରିଆର ଏହି ସଫଳତା ପାଇଁ ସେ ଶୁଭେଚ୍ଛା ଜଣାଇବା ସହ ଫିଲ୍ମର ଟିମ୍‌କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସାଉଥ୍‌ କୋରିଆର ଏହି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀର କପୁରଙ୍କ ଭଳି ଅବିକଳ ଦିଶୁଥିବା ଏହି ବ୍ୟକ୍ତିଙ୍କ ମୃତ୍ୟୁ : ଏକଦା ଋଷି କରିଥିଲେ ପ୍ରଶଂସା

ରଣବୀର କପୁରଙ୍କ ପରି ଅବିକଳ ଦିଶୁଥିବା ପ୍ରସିଦ୍ଧ ମଡେଲ ଜୁନାଦ ଶାହାଙ୍କ ଦେହାନ୍ତ ହୋଇଛି। ରଣବୀରଙ୍କ ସହ ଅନେକଆଂଶରେ ତାଙ୍କ ଚେହେରା ମିଶୁଥିବା ଯୋଗୁ ସେ...

ଶାହାରୁଖ-ଗୌରୀଙ୍କ ପ୍ରେମକାହାଣୀ ଏହି ଫିଲ୍ମଠୁ ବି ଅଧିକ

ମୁମ୍ବାଇ: କିଙ୍ଗ୍‌ ଖାନ୍‌ ଶାହାରୁଖ ଏବଂ ଅଭିନେତ୍ରୀ କାଜଲଙ୍କ ଯୋଡ଼ି ଫିଲ୍ମ ପରଦାରେ ସୁପରହିଟ୍‌ ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ କିଙ୍ଗ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀଙ୍କ...

ବାଥ୍‌ଟବ୍‌ରୁ ମିଳିଲା ଲୋକପ୍ରିୟ ପପ୍‌ ଗାୟକଙ୍କ ମୃତଦେହ

ଆମେରିକୀୟ ଗାୟକ, ଅଭିନେତା ତଥା ରାପର ଆରୋନ କାର୍ଟରଙ୍କ ୩୪ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଶନିବାର ସନ୍ଦେହଜନକ ଭାବେ କାଲିଫର୍ନିଆ ସ୍ଥିତ ନିଜ ଘରର...

କୋଇଲା କମ୍ପାନୀରେ କାମ କରୁଥିଲେ ଅମିତାଭ

ଟେଲିଭିଜନର ଲୋକପ୍ରିୟ ଶୋ’ କୌନ ବନେଗା କରୋଡପତିକୁ ହୋଷ୍ଟ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ରେ ଅମିତାମ ପ୍ରତିଯୋଗୀଙ୍କ ସହ ନିଜ ବ୍ୟକ୍ତି ଜୀବନର...

ଏହି କାରଣରୁ ଫ୍ଲପ୍‌ ହୋଇଥିଲା ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ନୂଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଏବେ ଚର୍ଚ୍ଚାରେ। ଫିଲ୍ମଟି ଆସନ୍ତା ୯ରେ ରିଲିଜ୍‌ ହେବାକୁ...

କାହାକୁ ବେଶି ଭୟ କରନ୍ତି ଅଭିଷେକ; ସ୍ତ୍ରୀ ନା ମା’

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୭ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବିବାହ କରିଥିଲେ। ସେହି ଦିନଠାରୁ ଏହି ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ଆଖ୍ୟା ପାଇଛନ୍ତି।...

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ଭାଇଜାନ!

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ବର୍ତ୍ତମାନ ସାଉଥ ଅଭିନେତ୍ରୀଙ୍କ ପ୍ରେମରେ। ଉଭୟଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜରେ ମଧ୍ୟ ଦେଖିବାକୁ ମିଳିଛି। ଏପରି କିଛି ବାସ୍ତବ ଜୀବନରେ ନୁହଁ...

ଏହି ୩ ଜିନିଷ ଧରି ରାତିରେ ବେଡ୍‌କୁ ଯାଆନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଭିନୟ ସାଙ୍ଗକୁ ନିଜ ଷ୍ଟାଇଲ୍‌ ପାଇଁ ମଧ୍ୟ ସେ ବେଶ୍‌...

Advertisement
Archives

Model This Week