ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ

 

କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ

 

ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ

 

ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ଠାରେ କେତେକ ପ୍ରବାସୀଙ୍କୁ ପୋଲିସ ପଞ୍ଜୀକରଣ କରାଉଛନ୍ତି

 

ଭୁବନେଶ୍ୱରର ରସୁଲଗଡ଼ ଛକରେ ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛନ୍ତି

 

ସାବିତ୍ରୀ ବ୍ରତ ଲାଗି କଟକ ଛତ୍ରବଜାରରେ ଏକ ଟ୍ରକରୁ ସପୁରି ଖଲାସ କରାଯାଉଛି

 

ରାଜଧାନୀ ଉପକଣ୍ଠ ଧଉଳିଠାରେ କୃଷ୍ଣଚୂଡ଼ା ଫୁଲର ଦୃଶ୍ୟ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୭, ୨୦୨୦)

କଟକ ର ଶିଖରପୁର ନିକଟରେ ଥିବା ମହାନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳରେ  ମାଛ ଧରୁଥିବା ଜଣେ ଧୀବର ସିଏମ୍‌ସି ପକ୍ଷ ରୁ କଟକ ସହର ସୌନ୍ଦର୍ଯ୍ୟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)

ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ ରାଜଧାନୀରେ ପ୍ରବଳ ଖରା, ପିଏମ୍‌ଜି ରୋଡ୍‌ରେ ମରିଚିକାର ଦୃଶ୍ୟ   ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୧, ୨୦୨୦)

ମା ଖୁଦୁରୁକୁଣୀ ଓଷା ସମାପ୍ତ ହେବା ପରେ ବାଳିକା ମାନେ ମା ଙ୍କୁ କଟକ ର ଡ଼ିଅର ପାର୍କ ପାଖରେ ଥିବା ମହାନଦୀରେ ବିସର୍ଜନ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୫, ୨୦୨୦)

କଟକ ବିଡାନାସୀରେ ଜଳମଗ୍ନ ଅଞ୍ଚଳରୁ ମୋଟର ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଛି କଟକ ରିଙ୍ଗବନ୍ଧ ରାସ୍ତାପାର୍ଶ୍ୱ ଗଛଡାଳରେ ବସିଥିବା ପକ୍ଷୀ ମହାନଦୀ ପଠାରେ ଶୋଭା...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧, ୨୦୨୦)

ରାଜଧାନୀ ଭୁବନେଶ୍ୱର ରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି

ଓଡ଼ିଶା: ଆଜିର ଫଟୋ

କମିଶନରେଟ୍‌ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍‌ ବ୍ୟବହାରର ଶୁଭାରମ୍ଭ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୦)

ରାଜଧାନୀରେ ଲଗାଣ ବର୍ଷା ଅନୁଗୋଳରେ ରୋଇବା ଲାଗି ଧାନ ତଳି ନେଇ ଯାଉଛନ୍ତି ଚାଷୀ କଟକ ଚାଉଳିଆଗଞ୍ଜରେ ଆହାର କରୁଛି ଗୁଣ୍ଡୁଚି କଟକ ସିଡିଏରେ ସିମେଣ୍ଟ ପାଇପ...

Coronavirus Update

Archives

Model This Week

Why Dharitri