Posted inଖେଳ

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ କରିଛି। ସେମିଫାଇନାଲରେ ୪ ଥର ଚାମ୍ପିୟନ ତାମିଲନାଡ଼ୁକୁ ୧୫-୧୨ ଓ ୧୫-୯ ପଏଣ୍ଟରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ଓଡ଼ିଶା ଦଳ ଦିଲ୍ଲୀଠାରୁ ୧୦-୧୫, ୧୨-୧୫ ପଏଣ୍ଟରେ ହାରି ଯାଇଥିଲା। ତେଣୁ ଦୀର୍ଘ ୧୮ବର୍ଷ ପରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ରୌପ୍ୟ ପଦକ ହାସଲ କରିଥିଲା। ସବିତା ସାହୁ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ପାଇଁ ଅଧିକ ପଏଣ୍ଟ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର...

ରାଜୀବ ଶୁକ୍ଳା ପୁଣି ହେବେ ବିସିସିଆଇ

ନୂଆଦିଲ୍ଲୀ, ୧୮ା୧୨ (ପି.ଟି.)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଭେଟେରାନ କଂଗ୍ରେସ ନେତା ରାଜୀବ ଶୁକ୍ଳା ପୁଣିଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଉପସଭାପତି...

ହଓ୍ବେିଟ୍‌ଙ୍କୁ ଅଧିକ ଭୋଟ୍‌

ନ୍ୟୁପୋର୍ଟ (ଯୁକ୍ତରାଷ୍ଟ୍ର ଆମେରିକା): ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ର କ୍ଲାସ୍‌ ଅଫ୍‌ ୨୦୨୧ ପାଇଁ ହୋଇଥିବା ଫ୍ୟାନ୍‌ ଭୋଟିଂରେ ଦୁଇଥର ଗ୍ରାଣ୍ଡସ୍ଳାମ ଟାଇଟଲ ବିଜେତା...

କ୍ରିକେଟ କମିଟି ପଦତ୍ୟାଗ କଲେ ମିସବା

କରାଚୀ,୨୬।୮: ପୂର୍ବତନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ମିସବା ଉଲ ହକ୍‌ ପିସିବି କ୍ରିକେଟ କମିଟି ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଦଳର ମୁଖ୍ୟ କୋଚ୍‌...

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ...

ସ୍ପିନ୍‌ରଙ୍କୁ ଦେଖି ପାଟିରେ ପାଣି ଆସିଯାଇଥିଲା, କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ୟୁଏଇ,୨।୧୦: ଆଇପିଏଲର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନରେ କିଙ୍ଗସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ବିଜୟର ସବୁଠାରୁ ବଡ ହିରୋ ଥିଲେ...

ଏହି ବିଦେଶୀ ଖେଳାଳିଙ୍କୁ କିଣିପାରେ ସିଏସ୍‌କେ

ଚେନ୍ନାଇ, ୧୭।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ଲାଗି ଏଠାରେ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି ଖେଳାଳିଙ୍କ ନିଲାମ ପ୍ରକ୍ରିୟା। ଏହି...

ଏହି ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ମିଳିଲାନି ଏଣ୍ଟ୍ରି : ମୁହଁ ଖୋଲିଲେ ଗମ୍ଭୀର

ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଲଗାତାର ଟିମ୍‌ରେ ଖେଳି ଆସୁଥିବା ରିଷଭ୍‌ ପନ୍ତ ଏବଂ ଅବନ୍ତି ରାୟଡୁଙ୍କୁ...

Advertisement
Archives

Model This Week