Posted inଖେଳ

ଏହି ଖେଳନା ଧରି ପିଲାବେଳେ ଖେଳୁଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ୍‌ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ବିରାଟ କୋହଲିଙ୍କର ଜନ୍ମ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀର ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କର ପିତା ପ୍ରେମ୍‌ କୋହଲି ଜଣେ କ୍ରିମିନାଲ୍‌ ଆଡ଼୍‌ଭୋକେଟ୍‌ ଥିଲେ, ମା ସରୋଜ କୋହଲି ଜଣେ ଗୃହିଣୀ ମହିଳା ଥିଲେ। ଏହା ବ୍ୟତୀତ ବିରାଟ କୋହଲିଙ୍କର ଜଣେ ବଡ଼ ଭଉଣୀ ଓ ଭାଇ ଅଛନ୍ତି। ବିରାଟ ତିନି ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ସବୁଠାରୁ ପ୍ରିୟ ଖେଳନା ବ୍ୟାଟ୍‌ ଥିଲା। ବିରାଟଙ୍କର ପ୍ରାରମ୍ଭିକ ଶିକ୍ଷା ବିଶାଳ ଭାରତୀ ପବ୍ଲିକ୍‌ ସ୍କୁଲ୍‌, ଦିଲ୍ଲୀରେ ହୋଇଥିଲା। କିନ୍ତୁ ତାଙ୍କର ଧ୍ୟାନ କ୍ରିକେଟ୍‌ ପ୍ରତି ଥିବାରୁ ତାଙ୍କର ପିତା ୯ ବର୍ଷ ବୟସରେ କ୍ରିକେଟ୍‌ କ୍ଲବ୍‌ରେ ତାଙ୍କ ନାମ ଲେଖେଇ ଦେଇଥିଲେ। ସେ ରାଜକୁମାର ଶର୍ମାଙ୍କ ଠାରୁ ଦିଲ୍ଲୀରୁ କ୍ରିକେଟ୍‌ ଶିଖିଲେ। ସେ ୨୦୦୨ରେ ଅଣ୍ଡର ୧୫ ପ୍ରତିଯୋଗିତାରେ ଖେଳିଥିଲେ। ଏହା ପରେ ୨୦୦୬ରେ ଅଣ୍ଡର ୧୭ରେ ଖେଳିବାର ସୁଯୋଗ ପାଇଥିଲେ। ମାଲେସିଆରେ ହୋଇଥିବା ଅଣ୍ଡର ୧୯ ମ୍ୟାଚ୍‌ରେ ବିରାଟ ଭାରତକୁ ବିଜୟୀ କରାଇଥିଲେ। ଏହା ପରେ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ତାଙ୍କୁ ଚୟନ କରାଯାଇଥିଲା। ସେ ଶ୍ରୀଲଙ୍କା ବିରୋରେ ଖେଳିଥିଲେ ଓ ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ୨୦୧୨ରେ ହୋଇଥିବା ଏସିଆ କପ୍‌ରେ ତାଙ୍କୁ ଉପ ଅଧିନାୟକ ଭାବରେ ଚୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଭାରତର ଅଧିନାୟକ ମଧ୍ୟ ହୋଇଥିଲେ। ୨୦୦୮ ରେ ସେ ପ୍ରଥମ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଗାମୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ: ଆଇଓସି

ମଣ୍ଟ୍ରିଲ,୨୪।୩(ଏଏଫ୍‌ପି)- କୋଭିଡ-୧୯ ଏବେ ବିଶ୍ୱ ମହାମାରୀରେ ପରିଣତ ହୋଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରୁ କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ଓହରିଯାଇଛନ୍ତି। ଫଳରେ...

ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍‌ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ଲଣ୍ଡନ ରାସ୍ତାରେ ବୁଲୁଛନ୍ତି ଭାରତୀୟ ଖେଳାଳି

ଲଣ୍ଡନ, ୫।୭: ଚଳିତ ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରେ ପ୍ରବେଶ କରିସାରିଛି। ଶ୍ରୀଲଙ୍କା ବିପକ୍ଷରେ ଭାରତକୁ ଆଉ ଗୋଟିଏ ମ୍ୟାଚ୍‌ ଖେଳିବାକୁ ବାକି ଥିବାବେଳେ ଭାରତୀୟ...

ଲାବୁସେନ, ସ୍ମିଥ୍‌ଙ୍କ ଦ୍ୱିଶତକ

ପର୍ଥ, ୨ା୧୨ (ଏପି):ମାର୍ନସ ଲାବୁସେନ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଦ୍ୱିଶତକ ଯୋଗୁ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪ ଉଇକେଟ...

‘ମୁଁ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଦେବି’

ମୁମ୍ବାଇ,୧୬।୫: ରାଜସ୍ଥାନ ରୟାଲ୍ସର ଲେଗ-ସ୍ପିନର ୟୁଜଭେନ୍ଦ୍ର ଚହଲ ସବୁବେଳେ ପ୍ରଶଂସକଙ୍କ ମନୋରଞ୍ଜନ କରନ୍ତି । ନିକଟରେ ସେ ଏପରି ଏକ ଥଟ୍ଟା ସହିତ ସମସ୍ତଙ୍କ ଦୃଷ୍ଟି...

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ।...

ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି।...

କୋହଲିଙ୍କ ଏହି ପଦକ୍ଷେପ ଯୋଗୁ ନଟରାଜନଙ୍କ ଆଖିରେ ଆସିଯାଇଥିଲା ଲୁହ

ଚେନ୍ନାଇ,୨୫।୧: ଅଷ୍ଟ୍ରେଲିଆ ଗସ୍ତରେ କ୍ରିକେଟ୍‌ର ୩ଟି ଫର୍ମାଟରେ ଡେବ୍ୟୁ କରି ଇତିହାସ ରଚିଥିଲେ ଟି. ନଟରାଜନ। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଗୋଟିଏ ଫର୍ମାଟରେ ସ୍ଥାନ ମିଳିବ...

Advertisement
Archives

Model This Week