Posted inଜାତୀୟ

ଏଲ୍‌ଏସିରୁ ପଛଘୁଞ୍ଚା ଦେଲେ ୧୦ ହଜାର ଚାଇନା ସୈନ୍ୟ

ଲେହ,୧୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏଠାର ପ୍ରବଳ ଥଣ୍ଡା ସହି ନ ପାରି ଚାଇନା ସୈନ୍ୟ ପଛଘୁଞ୍ଚାମାନେ ପଛଘୁଞ୍ଚା ଦେଇଛନ୍ତି। ୧୦ ହଜାର ଚାଇନା ସୈନ୍ୟ ଏଲ୍‌ଏସିଠାରୁ ୨୦୦ କିଲୋମିଟର ଦୂରକୁ ପଳାଇଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଚାଇନା ସୈନ୍ୟଙ୍କ ତାଲିମ ଜାରି ରହିଥିଲା। ସୀମାରେ ଉତ୍ତେଜନା ସୃଷ୍ଟି ହେବାରୁ ଚାଇନା ୫୦ ହଜାର ସୈନ୍ୟଙ୍କୁ ମୁତୟନ କରିଥିଲା। ମାତ୍ର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସ୍‌ରୁ କମିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି। କରୋନା ମହାମାରୀ ସମୟରେ ମଧ୍ୟ ଚାଇନା ସୈନ୍ୟ ସୀମାକୁ ଜଗି ରହିଥିଲେ। ତେବେ ପ୍ରବଳ ଥଣ୍ଡା ଆଗରେ ସେମାନେ ହାର ମାନିଛନ୍ତି। ଅପରପକ୍ଷରେ ଭାରତୀୟ ସେନା ପୂର୍ବ ପରି ଏଲ୍‌ଏସିରେ ଥଣ୍ଡାକୁ ଖାତିର ନ କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି।...

‘ଯେତେବେଳେ କଂଗ୍ରେସ ବିଧାୟକ ଛାଡି ଯାଇଥିଲେ ସେତେବେଳେ ବି ମୁଁ…’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ...

୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ/ମୁମ୍ବାଇ,୩୦ା୯(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ରବିବାର ପ୍ରଥମ ପର୍ଯ୍ୟାୟରେ ୫୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କୁ...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା

ରୁଦ୍ରପ୍ରୟାଗ,୨୩।୪: କେଦାରନାଥରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅମିତ ସୋନି ବୋଲି କୁହାଯାଉଥିବା ବେଳେ...

ଏକ୍‌ଜିଟ୍ ପୋଲ୍‌କୁ ଦେଖି କଂଗ୍ରେସ ତତ୍ପର

ନୂଆଦିଲ୍ଲୀ,୮ ।୧୧: ସରିଛି ବିହାର ବିଧାନସଭା ନିର୍ବାଚନ । ଏବେ ଏକ୍‌ଜିଟ୍ ପୋଲ୍‌ର ଫଳାଫଳକୁ ଦେଖିଲେ ମହାମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି...

ରାଣେଙ୍କୁ ଝଟ୍‌କା, ବଙ୍ଗଳାର ବେଆଇନ ନିର୍ମାଣ ୨ ସପ୍ତାହରେ ଭାଙ୍ଗିବାକୁ ହାଇକୋର୍ଟଙ୍କ ନୋଟିସ…

ମୁମ୍ବାଇ, ୨୦।୯ : କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇର ଜୁହୁ ଅଞ୍ଚଳରେ...

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୪।୬: ମେ ୨୭ରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ୩୬୦ରୁ ୩୩୭...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

Advertisement
Archives

Model This Week