Posted inଫୁରସତ

ଏମିତି ଏକ ମନ୍ଦିର, ଯେଉଁଠି କ୍ଷୀର ଚଢାଇଲେ ରଙ୍ଗ ବଦଳିଯାଏ

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେବେଳେ ଏପରି କିଛି ଚମତ୍କାର ସମ୍ନାକୁ ଆସିଥାଏ, ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରି ନ ଥାଏ। ସେହିଭଳି ଏକ ଚମତ୍କାର ଘଟଣା ସମ୍ନାକୁ ଆସିଛି, ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କେରଳସ୍ଥିତ କିଜାପାରମ୍ପଲମ୍‌ ଗ୍ରାମରେ ନାଗନାଥସ୍ବାମୀ ମନ୍ଦିର ରହିଛି। ଯେଉଁଠି ଭଗବାନଙ୍କ ପାଖରେ କ୍ଷୀର ଚଢାଇଲେ ତାହା ନୀଳ ରଙ୍ଗ ହୋଇଯାଏ। ଏହି ମନ୍ଦିରଟି କାବେରୀ ନଦୀ ତଟରେ ଅବସ୍ଥିତ। ଏହି ମନ୍ଦିର ସହ ଅନେକ ରହସ୍ୟ ଯୋଡି ହୋଇ ରହିଛି। ମନ୍ଦିରଟି କେତୁଙ୍କୁ ସମର୍ପିତ ହୋଇଛି। ଏଠାରେ ପ୍ରମୁଖ ଦେବତା ଭାବେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଏଥିପାଇଁ ଏହି ମନ୍ଦିରର ଅନ୍ୟନାମ ନାଗନାଥ। କୁହାଯାଏ, ଯେଉଁ ଭକ୍ତଙ୍କ କେତୁ ଗ୍ରହ ଦୋଷ ରହିଛି, ସେମାନେ ଏଠାକ୍‌ୁ ଆସି ଭଗବାନଙ୍କ ନିକଟରେ କ୍ଷୀର ଢାଳିଲେ ତାହାର ରଙ୍ଗ ଧଳାରୁ ନୀଳରେ ପରିବର୍ତ୍ତନ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୭ ବର୍ଷ ପରେ ଜନ୍ମାଷ୍ଟମୀରେ ମହାସଂଯୋଗ: ଏହି ୩ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ

ଚଳିତ ବର୍ଷ ଅଗଷ୍ଟ ୧୧ ଅର୍ଥାତ୍‌ ମଙ୍ଗଳବାର ଦିନ ଜନମାଷ୍ଟମୀ ପାଳନ କରାଯିବ। ତେବେ ଏଥର ଅଷ୍ଟମୀ ତିଥି ୧୧-୧୨ ଅଗଷ୍ଟରୁ ଦୁଇ ଦିନ ରହିବ।...

ନିଆରା ପ୍ରତିଯୋଗିତା: ବିବାହ ପୋଷାକରେ ଦୌଡ଼ିଲେ ୩୦୦ ପ୍ରତିଯୋଗୀ, ଜାଣନ୍ତୁ କେତେ ଥିଲା ଓ୍ବେଡିଙ୍ଗ୍‌ ପ୍ୟାକେଜ୍‌

ଆଜିକାଲି ସମୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ସେଥିମଧ୍ୟରୁ କେତେକ ପ୍ରତିଯୋଗିତା ସ୍ମରଣୀୟ ରଖିବାକୁ ନିଆରା ଢଙ୍ଗରେ ଆୟୋଜନ କରାଯାଇଥାଏ। ଏହିପରି ଏକ ଅଜବ ପ୍ରତିଯୋଗିତା...

ଧନତେରସରେ ଏହି ୫ଟି ଜିନିଷ କରନ୍ତୁ ଦାନ 

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପାଳନ କରାଯାଏ। ଏହି ଦିନ ମୃତ୍ୟୁ ଦେବତା ଯମରାଜ ଓ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରାଯାଏ। ହିନ୍ଦୁ...

ରେଷ୍ଟୁରାଣ୍ଟରେ କାମ କରୁଥିବା ସୋନିଆଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ରାଜୀବ, ଇଟାଲୀରେ ଏଭଳି ଆଗକୁ ବଢ଼ିଥିଲା କଥା…

ସୋନିଆ ଗାନ୍ଧୀ-ରାଜୀବଙ୍କ ପ୍ରେମକାହାଣୀ ଗାନ୍ଧୀ ପରିବାରର ଦ୍ୱିତୀୟ ତଥା ସବୁଠାରୁ ଚର୍ଚ୍ଚିତ ଲଭ୍‌ଷ୍ଟୋରୀ । ସୋନିଆଙ୍କୁ ପ୍ରଥମ ଦେଖାରେ ମନ ଦେଇଥିଲେ ରାଜୀବ। ଇଟାଲୀର ସାଧାରଣ...

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର...

ଗୋଟିଏ ହାତ ନ ଥାଇ ବି କରୋନା ଯୁଦ୍ଧରେ ଲଢିବାକୁ ଅଣ୍ଟା ଭିଡିଛନ୍ତି କୁନିଝିଅ

ଉଡୁପି,୨୬।୬: କର୍ନାଟକର ଉଡୁପିରେ ରହୁଥିବା ୧୦ ବର୍ଷୀୟା ଝିଅ ସିନ୍ଦୁରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଗୋଟିଏ ହାତ ନ ଥାଇ ବି...

୫ ସୁନାବେଶ

ମହାପ୍ରଭୁ ଶ୍ରୀଜଗନ୍ନାଥ। ରାଜାଧିରାଜ ସେ କାଳିଆ ସାଆନ୍ତ। ସମନ୍ବିତ ସାଂସ୍କୃତିକ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ। ଅପୂର୍ବ ତାଙ୍କର ମାନବୀୟ ଲୀଳା। ପ୍ରତ୍ୟେକ ଲୀଳାର ଅନ୍ତରାଳେ ନିହିତ...

ବସୁଧୈବ କୁଟୁମ୍ବକମ୍‌ ପାଇଁ ଶାନ୍ତି ଜରୁରୀ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାନବତାର ସୁରକ୍ଷା ପାଇଁ ଜରୁରୀ। ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ଲାଗି ବିଭିନ୍ନ ଦେଶ ଦେଶ ମଧ୍ୟରେ ଶାନ୍ତି ହଁି ଏକମାତ୍ର ବିକଳ୍ପ।...

Advertisement
Archives

Model This Week