‘ଏବି ଆନି ସିଡିି’ରେ ଅମିତାଭ

ମୁମ୍ବାଇ: ବିକ୍ରମ୍‌ ଗୋଖ୍‌ଲେଙ୍କ ମରାଠୀ ଚଳଚ୍ଚିିତ୍ର ‘ଏବି ଆନି ସିଡ଼ି’ରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ ଜଣେ ଅତିଥି କଳାକାରଭାବେ ଅଭିନୟ କରିବେ। ଚଳଚ୍ଚିତ୍ରଟି ମିଲିନ୍ଦ୍‌ ଲେଲେଙ୍କ ଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ। ଅମିତାଭ ଏଥିରେ ଜଣେ ମେଗାଷ୍ଟାର୍‌ ଚରିତ୍ରରେ ମାତ୍ର ୧୫ ମିନିଟ୍‌ ଅଭିନୟ କରିବେ ବୋଲି ପ୍ରଯୋଜକ ଅକ୍ଷୟ ବାର୍ଦାପୁର୍‌କର୍‌ ପ୍ରକାଶ କରିଛନ୍ତି। ଗୋଖଲେ ଏନେଇ ଅମିତାଭ୍‌ଙ୍କ ସ୍ବୀକୃତି ଆଣିସାରିଥିବା ସେ କହିଛନ୍ତି। ତାଙ୍କୁ ଭେଟିବା ପରେ ସେ ତତ୍‌କ୍ଷଣାତ୍‌ ଆମ ସହ ଯୋଡ଼ିହେବାକୁ ରାଜିହୋଇ ଯାଇଥିଲେ ବୋଲି ବାର୍ଦାପୁର୍‌କର୍‌ ପ୍ରକାଶ କରିିଛନ୍ତି। ଚଳଚ୍ଚିତ୍ରଟିରେ ବଚ୍ଚନ ଓ ଗୋଖଲେ ପିଲାଦିନର ସାଙ୍ଗଭାବେ ଦେଖାଦେବେ। ଦୀର୍ଘ ୭୦ ବର୍ଷ ପରେ ଏକ ବାର୍ଥ ଡେ’ ପାର୍ଟିରେ ସେମାନଙ୍କ ମଧ୍ୟରେ ସାକ୍ଷାତ ହୁଏ। ଫିିଲ୍ମ ଟାଇଟଲ୍‌କୁ ନେଇ ବାର୍ଦାପୁର୍‌କର୍‌ କହିଛନ୍ତି ଯେ, ‘ଏବି’ ମାନେ ଅମିତାଭ୍‌ ବଚ୍ଚନ ଓ ‘ସିଡିି’ମାନେ ଗୋଖ୍‌ଲେଙ୍କ ଚରିତ୍ର ଚନ୍ଦ୍ରକାନ୍ତ ଦେଶପାଣ୍ଡେଙ୍କ ନାମରେ ନାମିତ। ଏହି କମେଡ଼ି ଡ୍ରାମାଯୁକ୍ତ ଚଳଚ୍ଚିତ୍ରଟି ଚଳିତବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବ। ପ୍ରକାଶଥାଉ କି, ପୂର୍ବରୁ ଅମିତାଭ୍‌ ଓ ଗୋଖ୍‌ଲେ ଏକାଠି ମିଶି ‘ଅଗ୍ନିପଥ’ ଓ ଖୁଦା ଗଓ୍ବା’ ଚଳିଚ୍ଚିତ୍ର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚିଛପି ବିବାହ ପରେ ଏବେ ହନିମୁନ୍‌ରେ ଶାହିର

ବମ୍ବେ: ଟେଲିପରଦାର ହ୍ୟାଣ୍ଡସମ ହଙ୍କ ଶାହିର ସେଖ ବିବାହ ପରେ ଏବେ ହନିମୁନ୍‌ରେ। ପ୍ରେମିକା ରୁଚିକା କପୁରଙ୍କୁ ଲୁଚିଛପି ବିବାହ କରିବା ପରେ ଏବେ ଭୁଟାନରେ...

ରାହୁଲଙ୍କ ବଧୂ ପାଲଟିଲେ ଦିଶା! ବିବାହ ବେଳର ଫଟୋ ଭାଇରାଲ

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ ରାହୁଲ ବୈଦ୍ୟ। ପ୍ରେମିକା ଦିଶା ପରମାରଙ୍କ ସହ ତାଙ୍କର କିଛି ଫଟୋ ଏବେ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। କାରଣ ଫଟୋରେ...

ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି। ପ୍ରାୟତଃ ଅନେକ ପ୍ରଶଂସକ ସେମାନଙ୍କର ସୁପରଷ୍ଟାରଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଅତିକ୍ରମ...

୩ କୋଟି ପାର ହେଲା ସଲମାନଙ୍କ ଫଲୋୟର୍ସଙ୍କ ସଂଖ୍ୟା: ଭିନ୍ନ ଢଙ୍ଗରେ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କର ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ଫିଲ୍ମ ହେଉ ଅବା ସୋସିଆଲ ମିଡିଆ ଆକାଉଣ୍ଟ ସବୁଠି ଦେଖିବାକୁ ମିଳେ...

ବିବାହ ପୂର୍ବରୁ ଭିକିଙ୍କ ଘରେ କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କର ବିବାହ ଉତ୍ସବ ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ।  କିନ୍ତୁ ସେମାନଙ୍କ ବିବାହକୁ ନେଇ ସେମାନେ...

ଦିନରେ ମାଲାୟଲମ୍‌ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍‌ ରାତିରେ...

ଶାହରୁଖଙ୍କ ଝିଅ ସୁହାନାଙ୍କ ଜୋତାର ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ପ୍ରାୟତଃ କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ସୁହାନା...

ତାପସୀ ପନ୍ନୁଙ୍କୁ ରାଷ୍ଟ୍ରପତି ପଦରେ ଦେଖିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ…

ମୁମ୍ବାଇ, ୨୬।୭: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ପ୍ରଶଂସା କରିଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଦେଶର ରାଷ୍ଟ୍ରପତି ପଦରେ ତାପସୀଙ୍କୁ ଦେଖିବାକୁ ଚାହୁଁଥିବା ସେ...

Advertisement
Archives

Model This Week