Posted inଫୁରସତ

‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ ପ୍ରତିଯୋଗିତା: ଆଇରନ୍‌ କରିବେ କେଉଁଠି ବି କେମିତି ବି

ଆଇରନ୍‌ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ତେବେ ଏହି ଆଇରନ୍‌ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଜ୍ଜ୍‌ନିତ ରୋମାଞ୍ଚର ଅନୁଭୂତିକୁ ହୁଏତ ଅନେକେ ଅଙ୍ଗେ ନିଭେଇ ନ ଥିବେ। ଏହି ପ୍ରତିଯୋଗିତାରେ ଦେଖାଇବାକୁ ପଡିଥାଏ ଅଦମ୍ୟ ସାହସ। କାରଣ ଏଥିରେ ପ୍ରତିଯୋଗୀଙ୍କୁ ବିଭିନ୍ନ ବିପଜ୍ଜନକ ସ୍ଥାନ ଯେମିତି କି କେବେ ପାଣି ଭିତରେ ତ କେବେ ପାହାଡର ଶୀର୍ଷ ଭାଗରେ, ଏମିତି କି ଗଛ ଉପରେ, ସର୍ଫିଂ କରିବା ସମୟରେ, ତୁଷାରାଚ୍ଛନ ଅଞ୍ଚଳରେ, ଚଳନ୍ତା ଗାଡି ଉପରେ ପୋଷାକ ଆଇରନ୍‌ କରିବାକୁ ହୋଇଥାଏ। ଏହି ପ୍ରତିଯୋଗିତାଟି ପରିଚିତ ‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ଭାବେ। ଉକ୍ତ ପ୍ରତିଯୋଗିତା ୧୯୯୭, ୟୁକେର ଲିସେଷ୍ଟରରେ ପ୍ରଥମେ ଆରମ୍ଭ ହୋଇଥିଲା। ଏଥିରେ ପ୍ରତିଯୋଗୀଙ୍କୁ ସ୍କୁବା ଡାଇଭିଂ, ରକ୍‌ କ୍ଲାଇମ୍ବିଂ ଭଳି କଳାରେ ନିପୂଣ ହେବା ସହ ଆଇରନ୍‌ କରିବା ଜାଣିବା ଜରୁରୀ। ଏଥିରେ ବିପଦ ସହ ରୋମାଞ୍ଚ ଭରି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରକୁ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା !

କୋଲକାତା,୬।୭: କୋଲକାତାରେ ଲଷ୍ଟ ଆଣ୍ଡ ଫାଉଣ୍ଡର ଏକ ଅଦ୍ଭୁତ ପୋଷ୍ଟର ଦେଖିବାକୁ ମିଳିଛି। ନନ୍ଦିନି କୌଶିକ ଏକ କୁକରକୁ ଖୋଜି ଆଣିଲେ ୧୦ ହଜାର ଟଙ୍କା...

ପେପର୍‌ ଓ୍ବିଗ୍‌

ଆସିୟା ଓ ଡିମିଟ୍ରି କୋଜିନ୍‌ ହେଉଛନ୍ତି କଳାକାର। ଦୁହେଁ କାଗଜରେ ବିଭିନ୍ନ କଳାକୃତି ତିଆରି କରନ୍ତି। ହେଲେ ନିକଟରେ କାଗଜର ଆକର୍ଷକ ଓ୍ବିଗ୍‌ ତିଆରି କରି...

ଦରଦୀ ମଣିଷ ଧ୍ୟାନଚାନ୍ଦ

ଅପୂର୍ବ କ୍ରୀଡ଼ା ଦକ୍ଷତା ସହ ଦୟା, ପରୋପକାର ଏବଂ ସହୃଦୟତା ଆଦି ଅନେକ ଗୁଣ ଧ୍ୟାନଚାନ୍ଦଙ୍କଠାରେ ଭରି ରହିଥିଲା। ନିଜର ସରଳ ନିଷ୍କପଟତା ଏବଂ ସତ୍ୟବାଦିତା...

ହନିମୁନ୍‌ ପାଇଁ ସାଇତି ରଖିଥିଲେ ୫ ଲକ୍ଷ ଟଙ୍କା, ଖେଳ ସବୁ ବିଗାଡି ଦେଲା

ଆଜିକାଲି ଗେମ୍‌ ନିଶାରେ ଉବୁଟୁବୁ ହେଉଛନ୍ତି ଯୁବପିଢି। ଥରେ ଏହି ଗେମ୍‌ ନିଶାରେ ପଡିଲେ ତାକୁ ଛାଡିବା ବେଶ୍‌ କଷ୍ଟକର ହୋଇପଡେ। ନୂଆ ନୂଆ ପ୍ରକାରର...

ପତ୍ନୀ-ପ୍ରେମିକା ସହ ଭାଗ ବାଣ୍ଟି ରହୁଥିଲେ ଯୁବକ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଭାଗ ଭାଗ କରି ଖୁସିରେ ରହୁଥିଲେ ପତ୍ନୀ ଓ ପ୍ରେମିକଙ୍କ ସହ।...

ପାଖରେ ଅଛି ଆଇନ ଡିଗ୍ରୀ: ପେସା ଟ୍ରକ୍‌ ଡ୍ରାଇଭର

ଭୋପାଳ,୮।୩: ମଧ୍ୟପ୍ରଦେଶ ଭୋପାଳର ୪୯ ବର୍ଷୀୟା ଯୋଗିତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ଟ୍ରକ୍‌ ଡ୍ରାଇଭର ପାଲଟି ଯାଇଛନ୍ତି। ସହର...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ

ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ...

Advertisement


Archives

Model This Week

Why Dharitri