ଏଇ ଭାରତରେ

ନିଶାଦ୍ରବ୍ୟ ସେବନ ଖରାପ ଅଭ୍ୟାସ। ଏହି ବଦଭ୍ୟାସଠାରୁ ଦୂରେଇ ରହିଛନ୍ତି ଗୋଟିଏ ଗଁ।ର ବାସିନ୍ଦା। ହରିୟାଣାର ଶେଷ ମୁଣ୍ଡରେ ରାଜସ୍ଥାନକୁ ଲାଗିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ। ଗାଁର ଲୋକସଂଖ୍ୟା ପ୍ରାୟ ୧୫ଶହ। କାହିଁ କେଉଁଦିନରୁ ଏଠାରେ ଲୋକେ କୌଣସି ନିଶାଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ। ଏହା ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ ପୂର୍ବରୁ ସେ ନିଶା ସେବନ କରନ୍ତି କି ନା ତାହା ପଚରାଯାଇଥାଏ। ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ଏଠାରେ ବାବା ଭଗବାନ ଦାସଙ୍କ ମନ୍ଦିର ରହିଛି। ବାବା ଭଗବାନ ଦାସ କେବେ କୌଣସି ନିଶାଦ୍ରବ୍ୟ ବ୍ୟବହାର କରୁ ନ ଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଏହାଠୁ ଦୂରେଇ ରହିବାକୁ ପରାମର୍ଶ ଦେଉଥିଲେ। ବାବା ଜୀବିତ ଥିବା ସମୟରେ ଅନେକ ଅଲୌକିକ ଘଟଣା ଘଟିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କର ବାବାଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରହିଛି। ଏହି ବିଶ୍ୱାସ ଯୋଗୁ ଟିକଲା ଗାଁର ଲୋକେ ଆଜି ବି ସବୁ ପ୍ରକାର ନିଶାଦ୍ରବ୍ୟଠାରୁ ଦୂରେଇ ରହିଛନ୍ତି। ବାସ୍ତବିକ ନିଶା ନିବାରଣ କ୍ଷେତ୍ରରେ ଟିକଲା ଗଁା ନିଆରା ଉଦାହରଣ ସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୧୭, କିନ୍ତୁ ବିଚାର ଅତି ଉଚ୍ଚ। ଏମିତି ଜଣେ ଝିଅ ହେଉଛନ୍ତି ହରିୟାଣାର ଦୌଲତପୁର ଗାଁ ନିବାସୀ ଅଞ୍ଜୁ ବର୍ମା। ସେ ତାଙ୍କ ପିତା...

କରୋନାରେ ନିଶାସେବନର କୁପ୍ରଭାବ

ଡ. ଭାରତ ଭୂଷଣ ରଥ ଅମୂଲ୍ୟ ମାନବ ଜୀବନ। ଏହି ଜୀବନର ସୁରକ୍ଷା ମାନବର ସର୍ବପ୍ରଥମ କର୍ତ୍ତବ୍ୟ। ମାନବ ନିଜ ଜୀବନକୁ ଜିଇବାର ଏକ ସ୍ବତନ୍ତ୍ର...

ଭୁଲ୍‌ ନେତୃତ୍ୱ

ଆକାର ପଟେଲ କିଛି ମାସ ପୂର୍ବେ ମୋ ଲିଖିତ ବହିଟି ପ୍ରକାଶ ପାଇଥିଲା। ଭାରତରେ ମୁଖ୍ୟତଃ ବାସ୍ତବ ତଥା ତଥ୍ୟଭିତ୍ତିକ ଏବଂ ଇତିହାସ ସମ୍ପର୍କିତ ବହି...

ସାମ୍ପ୍ରତିକ ସୋସିଆଲ୍‌ ମିଡିଆ

ଡ. ମୌସୁମୀ ପରିଡ଼ା ଆମେ ଯେଉଁ ସମାଜରେ ଆଜିକାଲି ବଞ୍ଚତ୍ଛୁ ସେଠାରେ କୌଣସି କଥା ଆଉ ଗୋପନୀୟ ହୋଇ ରହିନାହିଁ। କୌଣସି ଘଟଣାର ସତ୍ୟାସତ୍ୟ ଉପରେ...

ଯୁଦ୍ଧ: ଆର୍ଥିକ କଷ୍ଟ

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୧୧ ଦିନ ଅତିକ୍ରମ କରିଯାଇଛି। ଇତିମଧ୍ୟରେ ଦୁଇ ଦେଶ ଭିତରେ ଦୁଇଟି ଶାନ୍ତି ଆଲୋଚନା ବିଫଳ ହୋଇସାରିଛି। କେହି ଭାବି...

ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି...

ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଜୀବିକାକୁ ପଛ କରି ଦେଇଛନ୍ତି ଉତ୍ତରାଖଣ୍ଡର ଚନ୍ଦନ ନୟଲ। ନଇଁଚାଳର ନୟିଗାଁ ନିବାସୀ ଚନ୍ଦନ ଚାକିରି ଛାଡି ଜଙ୍ଗଲ ସୃଷ୍ଟି କରିବା...

ଷଡ଼ଯନ୍ତ୍ର ତତ୍ତ୍ୱ

ଗତ ୫ ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଛି। ଦେଢ଼ବର୍ଷରେ ପେଟ୍ରୋଲ ୩୬ ଟଙ୍କା ଓ ଡିଜେଲ ୨୭ ଟଙ୍କା ବଢ଼ିଛି।...

Advertisement
Archives

Model This Week