ଏଇ ଭାରତରେ

ଗାଁରେ ନାହିଁ ଗୋଟିଏ ବି ମୁସଲମାନ ପରିବାର। ହିନ୍ଦୁ କରୁଛନ୍ତି ମସ୍‌ଜିଦର ଦେଖାରଖା। ପଞ୍ଜାବ ରାଜ୍ୟର ଲୁଧିଆନା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ରହିଛି ହେଣ୍ଡୋ ବେଟ୍‌ ଗାଁ। ପରାଧୀନ ଭାରତରେ ଏଠାରେ ପାଖାପାଖି ୫୦ ମୁସଲମାନ ପରିବାର ରହୁଥିବା ବେଳେ ଦେଶ ବିଭାଜନ ପରେ ଏଠାରେ ଜଣେ ବି ମୁସଲମାନ ପରିବାର ନାହାନ୍ତି। ହେଲେ ଆଜି ବି ମସ୍‌ଜିଦରେ ଜଳୁଛି ସଦ୍‌ଭାବନାର ଦୀପ। ପାକିସ୍ତାନ ମିରଖପୁରରୁ ଆସିଥିବା ୧୫ଟି ହିନ୍ଦୁ ପରିବାର ମସ୍‌ଜିଦର ଦେଖାରଖା କରୁଛନ୍ତି। ମୁସଲମାନ ନ ଥାଇ ମଧ୍ୟ କେବେ ମସ୍‌ଜିଦର ଦ୍ୱାର ବନ୍ଦ ହୋଇନାହିଁ କି କେହି କେବେ ଏହାକୁ ଭାଙ୍ଗିଦେବାକୁ ଚାହିଁ ନାହାନ୍ତି। ଏହି କୃଷକ ପରିବାରର ସଦସ୍ୟ ପ୍ରେମ ସିଂ ଗତ ୪ ବର୍ଷ ହେବ ସକାଳେ ଓ ସନ୍ଧ୍ୟାରେ ମସ୍‌ଜିଦରେ ଦୀପ ଜାଳୁଥିବା ବେଳେ ଆତ୍ମସନ୍ତୋଷ ଲାଭକରୁଥିବା କୁହନ୍ତି। ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସି ମାନସିକ କରିବା ସହ ମାନସିକ ପୂରଣ ହେଲେ ଚାଦର ଚଢ଼ାଇ ଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍‌ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍‌ ଜିଲା ଥେନ୍ନଲା ପଞ୍ଚାୟତରେ।...

ପ୍ରଥମେ ସୁରକ୍ଷା

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ସରକାର ଦେଶର ସବୁଅଞ୍ଚଳରୁ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।...

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଅଣସର

ଡା. ଅଂଶୁମାନ୍‌ କର ପିଲାଟି ଦିନୁ ପ୍ରତି ଓଡ଼ିଆର ପ୍ରାଣର ବିନ୍ଦୁ ଭାବେ ଯେଉଁ ଜଗନ୍ନାଥଙ୍କୁ ଏ ଜାତି ଜାଣିଛି, ସେଇ ଜଗନ୍ନାଥ ହେଉଛନ୍ତି ଏ...

ଏଇ ଭାରତରେ

ସହରରେ ରହି ଦୀର୍ଘ ବର୍ଷ ଧରି ପାଣି ବାବଦରେ ଟଙ୍କାଟିଏ ବ୍ୟୟ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି କରୁଛନ୍ତି...

ଶ୍ରୀରାମ ଓ ଆମେ

ସୁଧିରାଜ ରାଉତ ଜଣେ ବନ୍ଧୁଙ୍କ ପ୍ରଶ୍ନଟିଏ ମନେପଡୁଛି ”ପ୍ରକୃତରେ ଶ୍ରୀରାମ ଜନ୍ମ ହୋଇଥିଲେ କି? “ କହିଲି, ଏହାର ସପକ୍ଷରେ ଓ ବିପକ୍ଷରେ ଅନେକ ବିଦ୍ବାନ୍‌...

ଏଇ ଭାରତରେ

ପ୍ରେମ ବାଧାବନ୍ଧନ ମାନି ନ ଥାଏ। କେତେକ ପ୍ରେମୀଯୁଗଳ ଘରୁ ଲୁଚି ପଳାଇଯାଇ ପରିବାର ସଦସ୍ୟ ଓ ସମାଜର ନିୟମକୁ ନ ମାନି ଅନ୍ୟତ୍ର ବିବାହ...

ସମ୍ପାଦକୀୟ/୩୭୦ ଉଚ୍ଛେଦ ସ୍ବାଗତଯୋଗ୍ୟ

କୁହାଯାଉଛି ଭାରତୀୟ ଇତିହାସ ଫର୍ଦ୍ଦରେ ୫ ଅଗଷ୍ଟ ୨୦୧୯ ଯୋଡ଼ି ହୋଇଯାଇଛି। ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ଏହାର ସ୍ବତନ୍ତ୍ର ମର୍ଯ୍ୟାଦା ଅନୁଚ୍ଛେଦ ୩୭୦କୁ ଏହି...

ଅବଗଣନା ଆରମ୍ଭ ହେଉ

ସୁକାନ୍ତ କୁମାର ପଟେଲ କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱର ଚଳଚଞ୍ଚଳତା ବନ୍ଦ ହେଲା କିନ୍ତୁ ଜଳବାୟୁ ସଙ୍କଟ ହ୍ରାସହେଲା ନାହିଁ। ଉତ୍ତପ୍ତ ଜଳବାୟୁ ଦ୍ୱାରା...

BGU
Play 250+ Trending Games
Archives

Model This Week

Why Dharitri