ଏଇ ଭାରତରେ

ଭାରତ ଏବେ ସୁଦ୍ଧା ଶତ ପ୍ରତିଶତ ସାକ୍ଷରତା ହାସଲ କରିପାରିନାହିଁ। କିନ୍ତୁ ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର ଜିଲାପାଳ ହର୍ଷିକା ସିଂଙ୍କ ଉଦ୍ୟମରେ ସେହି ଜିଲା ୧୦୦ ପ୍ରତିଶତ ସାକ୍ଷର ହୋଇ ଏକ ଉଦାହରଣ ସୃଷ୍ଟି କରିଛି। ହର୍ଷିକା ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେ ଟିମ୍‌ ଗଢ଼ି କାର୍ଯ୍ୟକ୍ରମକୁ ଆଗକୁ ନେବା ଲାଗି ୨୫,୦୦୦ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ଶିକ୍ଷିତ ଝିଅମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମହିଳାମାନଙ୍କୁ ପଢ଼ାଇବା ଦାୟିତ୍ୱ ଦେଇଥିଲେ। ଏହା ବ୍ୟତୀତ ‘ଜ୍ଞାନଧନ’ କାର୍ଯ୍ୟକ୍ରମରେ ବହି, ସିଲଟ ଓ ଅନ୍ୟ ପାଠ୍ୟ ଉପକରଣ ଯୋଗାଇଦେଇଥିଲେ। ପରେ ସେ ପ୍ରତିଟି ପଞ୍ଚାୟତରେ ‘ମହିଳା ଜ୍ଞାନାଳୟ’ ଖୋଲି ସେଠାରେ ମହିଳାମାନଙ୍କୁ ପଢ଼ାଇ ଶତ ପ୍ରତିଶତ ସାକ୍ଷର କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲାଣି ଭୋଟ୍‌ ବେଳ

ଭୋଟ୍‌ ବେଳ ଆସିଲାଣି। ସବୁ ନେତା, କର୍ମୀ ଚଳଚଞ୍ଚଳ ହେଲେଣି। ରାଜଧାନୀର ନେତାଗଣ ଏବେ ଗଁାମୁହଁା। ଖବରକାଗଜମାନଙ୍କରେ ପୂର୍ବ ସରକାରର ପାରିବାପଣିଆର ଘନ ଘନ ବିଜ୍ଞାପନ...

ଏଇ ଭାରତରେ

ଘର କାନ୍ଥରେ ଯେମିତି ଟିଭି ଲଗାଉଛନ୍ତି ଠିକ୍‌ ସେମିତି ଏବେ ଏକ ଜିମ୍‌ ସେଟ୍‌ କରିପାରିବେ। ଦିଲ୍ଲୀ ଆଇଆଇଟିର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା...

ଭଗବାନ୍‌ଙ୍କ ମିଜାଜ ମଣିଷର ସୃଷ୍ଟି

ପ୍ରାଣୀମାନଙ୍କ ଭିତରେ ଚିନ୍ତାଶୀଳ ମଣିଷ ହିଁ ଧର୍ମର ଧାରଣା ଆଣିଛି ଓ ସୃଷ୍ଟି କରିଥିବା ଶକ୍ତିକୁ ଈଶ୍ୱର ନାମ ଦେଇଛି, ଭିନ୍ନ ଭିନ୍ନ ଭାଷାରେ ଭିନ୍ନ...

ଦୀର୍ଘ ଅବଧି କାର୍ଯ୍ୟକାଳ

ନିଯୁକ୍ତି ପାଇଁ ତାଲିକାଭୁକ୍ତ ହୋଇଥିବା ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ୬୦% ଏବେ ସଚିବ ଏବଂ ସମକକ୍ଷ ଅଧିକାରୀର ସ୍ବୀକୃତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ପ୍ରଶ୍ନପତ୍ର ଲିକ୍‌ ଏକ ଗମ୍ଭୀର ପ୍ରସଙ୍ଗ

ପ୍ରଶ୍ନପତ୍ର ଲିକ୍‌ ହେଉଛି ଏକ ଗମ୍ଭୀର ପ୍ରସଙ୍ଗ, ଯାହା ଶିକ୍ଷା ବ୍ୟବସ୍ଥାର ନ୍ୟାୟ ଏବଂ ଅଖଣ୍ଡତା ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ। ଯେତେବେଳେ ପ୍ରଶ୍ନପତ୍ର ଲିକ୍‌...

ଆନନ୍ଦ ବନର ମହକ

ବଣରେ ଥରେ ଭ୍ରମଣ କରିଆସିଲେ ମନପ୍ରାଣ ପୁଲକିତ ହୋଇଯାଏ। ପ୍ରକୃତି ଯେମିତି ଏଠାରେ ଗଛ ଲତା, ଛାଇରେ ସମସ୍ତଙ୍କୁ ଆନନ୍ଦ ଦେଉଛି। ସେଥିପାଇଁ ଯଥାର୍ଥରେ ପରିବେଶବିତ୍‌ମାନେ...

ଏଇ ଭାରତରେ

ମିଲେଟ୍‌ ମିଶନ ଆରମ୍ଭ ହେବା ପରେ ମାଣ୍ଡିଆ, ବାଜରା ଆଦି ଚାଷ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ତାମିଲନାଡୁର ତିରୁଚିଲାପଲ୍ଲୀର ଦୁଇ ଭଉଣୀ ପ୍ରିୟା...

ନ୍ୟାୟାଳୟ ଓ ଗଣତନ୍ତ୍ର ସୁରକ୍ଷା

ଦିନକୁ ଦିନ ଏକଚ୍ଛତ୍ରବାଦୀ ତଥା ସାଧାରଣ ଲୋକଙ୍କ ସମର୍ଥନରେ ସମସ୍ୟା ସୃଷ୍ଟି କରିବାରେ ଆଗ୍ରହ ରଖୁଥିବା(ପପୁଲିଷ୍ଟ) ନେତାଙ୍କ କବଳରୁ ଗଣତନ୍ତ୍ରକୁ ବଞ୍ଚାଇ ରଖିବାର ସଂଗ୍ରାମ ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri