ଏଇ ଭାରତରେ

ନିଜ ଜୀବନର ଅନୁଭବ ବହୁ ସମୟରେ ଅନ୍ୟମାନଙ୍କ ସେବା ଲାଗି ପ୍ରେରଣା ଯୋଗାଇଥାଏ, ଯାହା ଘଟିଛି କର୍ନାଟକର ମଞ୍ଜୁଳାଙ୍କ କ୍ଷେତ୍ରରେ। ୧୬ ବର୍ଷ ବୟସରେ ଅନିଚ୍ଛା ସତ୍ତ୍ୱେ ଗାଁର ଜଣେ ଯୁବକଙ୍କ ସହ ତାଙ୍କର ବିବାହ କରିଦିଆଯାଇଥିଲା ଓ ୧୯ ବର୍ଷ ବୟସରେ ତାଙ୍କୁ ତାଙ୍କ ପରିବାରର ଜଣେ ସଦସ୍ୟ ଦେହଜୀବୀ ହେବା ଲାଗି ବାଧ୍ୟ କରିଥିଲେ। ଏହି ବାଟରେ ଯାଇ ସେ ଦେହଜୀବୀର ଜୀବନ ଯନ୍ତ୍ରଣା ଅନୁଭବ କରିଥିଲେ। ଏବେ ତାଙ୍କର ବୟସ ୩୭ ଓ ସେ ଜଣେ ପାରାଲିଗାଲ ସେଚ୍ଛାସେବୀ ଭାବେ ଦେହଜୀବୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ଅନେକ ଜିଲା, ରାଜ୍ୟ ତଥା ଜାତୀୟ ସ୍ତରର ସରକାରୀ ନେଟଓ୍ବର୍କ ଏବଂ ଏନ୍‌ଜିଓଗୁଡ଼ିକରେ କାମ କରୁଛନ୍ତି। ଦେହଜୀବୀଙ୍କ ଜୀବନ ଜୀବିକା ଓ ସାମାଜିକ ସୁରକ୍ଷା ସକାଶେ ଲଢ଼େଇ କରୁଛନ୍ତି। ଭୋଟର ଆଇଡିଠାରୁ ଆରମ୍ଭକରି ଆଧାର ଏବଂ ଅନ୍ୟ ପ୍ରମାଣପତ୍ର ସବୁ ପାଇବାରେ ସହଯୋଗ କରୁଛନ୍ତି ଏବଂ ଏବେ ସୁଦ୍ଧା ସେ ୫୦୦ ଦେହଜୀବୀଙ୍କୁ ସାହାଯ୍ୟ କରିସାରିଲେଣି। କେବଳ ଏତିକି ନୁହେଁ, ଭାରତରେ ଆନ୍ଧ୍ରପ୍ରଦେଶ ପରେ ଅଧିକ ସଂଖ୍ୟକ ଦେହଜୀବୀ ଥିବା କର୍ନାଟକରେ ବିଭିନ୍ନ ଯୋଜନାରେ ଅନେକଙ୍କୁ ଋଣ କରାଇଦେଇ ସଶକ୍ତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri