ଏଇ ଭାରତରେ

କେରଳରେ କେତେଜଣ ଯୁବ ଇଞ୍ଜିନିୟରଙ୍କ ମହତ୍‌ କାର୍ଯ୍ୟ ସାମ୍‌ନାକୁ ଆସିଛି। ସେମାନେ ସୃଷ୍ଟି ଇଞ୍ଜିନିୟର ଆଣ୍ଡ୍‌
ବିଲ୍‌ଡର୍ସ ମାଧ୍ୟମରେ ଗରିବ ଲୋକମାନଙ୍କର ଘର ନିର୍ମାଣ କରୁଛନ୍ତି ଓ ଏ ବାବଦରେ ତାଙ୍କଠାରୁ ଶ୍ରମିକମାନଙ୍କ ମଜୁରି ନେଉନାହାନ୍ତି ।
୨୦୧୭ରେ ଅରୁଣ ନାରାୟଣପାନିକର ସୃଷ୍ଟି ଇଞ୍ଜିନିୟର ଆଣ୍ଡ ୍‌ବିଲ୍‌ଡର୍ସ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ପରେ ଏଥିରେ ଅରୁଣଙ୍କ ଇଞ୍ଜିନିୟର ସାଙ୍ଗମାନେ ଯୋଗ ଦେଇଥିଲେ। ୨୦୧୮ କେରଳ ମହାବନ୍ୟା ପରେ ଲୋକମାନେ ଅଣ୍ଟା ସଳଖି ପାରିନାହାନ୍ତି। ସରକାରୀ ସାହାଯ୍ୟରେ ଯିଏ ଯେମିତି ଘର ଖଣ୍ଡେ କରିବାକୁ ସକ୍ଷମ ହୋଇଥିତ୍ଲେ ବି ବହୁ ଲୋକ ଅସୁବିଧାରେ ରହିଛନ୍ତି। ଏବେ ସୁଦ୍ଧା ଅରୁଣ ୧୨ଟି କନ୍‌ଷ୍ଟ୍ରକଶନ ପ୍ରୋଜେକ୍ଟ ଶେଷ କରିଛନ୍ତି। ଅରୁଣଙ୍କ ଏହି ବିଲ୍‌ଡର୍ସ ଗରିବ ଲୋକମାନଙ୍କ ପାଇଁ ଆଶାର କିରଣ ପାଲଟିଛି। ତେବେ ଏହି କାର୍ଯ୍ୟରେ ଶ୍ରମିକମାନଙ୍କ ଯୋଗଦାନ ଶୀର୍ଷରେ ରହିବ ବୋଲି କୁହନ୍ତି ଅରୁଣ। ସେମାନେ କେବଳ ଗରିବମାନଙ୍କ ଘର ନିର୍ମାଣ କରୁନାହାନ୍ତି, ବରଂ ବନ୍ୟାରେ ଭାଙ୍ଗିଯାଇଥିବା ସ୍କୁଲ୍‌ ଘରଗୁଡିକୁ ବି ମରାମତି କରୁଛନ୍ତି । ଲକ୍‌୍‌ଡାଉନ୍‌ ସମୟରେ ଅରୁଣ ଗରିବ ଲୋକମାନଙ୍କୁ ମାଗଣାରେ ଔଷଧ ମଧ୍ୟ ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri