ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମକର ସଂକ୍ରାନ୍ତିରେ ଗୋସେବା କରିଛନ୍ତି। ଜମରେଲିର ସାବରକୁଣ୍ଡଳାରେ ବସିର ଝାଙ୍ଖରା ଓ କସ୍‌ବେ ତାଙ୍କ ବ୍ରାହ୍ମଣ ବନ୍ଧୁ ନିଲେଶଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗାଈମାନଙ୍କୁ ଘାସ ଖୁଆଇଛନ୍ତି। ସେମାନେ କ୍ଷେତରୁ ୬୫୦କେଜି ଘାସ କାଟି ଆଣି ସେହି ଅଞ୍ଚଳର ସବୁ ଗାଈକୁ ଖାଇବାକୁ ଦେଇଛନ୍ତି। ବସିରଙ୍କ ବନ୍ଧୁ ନିଲେଶ ମେହେଟାଙ୍କର କିଛିଦିନ ପୂର୍ବରୁ ମୃତ୍ୟୁ ଘଟିଥିଲା। ବସିର ନିଲେଶଙ୍କୁ ଭାଇ ଭଳି ଦେଖୁଥିଲେ। ଶ୍ରଦ୍ଧାଞ୍ଜଳି ଦେବା ଲାଗି ବସିର ବଜାରରୁ ଘାସ କିଣି ନାହାନ୍ତି, ବରଂ ତାଙ୍କର ୬ ବିଘା ଜମିରୁ ୩ ବିଘାରେ ଘାସଚାଷ କରି ଗାଈମାନଙ୍କୁ ଖୁଆଇଛନ୍ତି। ଏମିତି କି କ୍ଷେତରୁ ଘାସ କାଟିବା ପାଇଁ କୌଣସି ଶ୍ରମିକଙ୍କୁ କାର୍ଯ୍ୟରେ ନ ଲଗାଇ ନିଜେ କାଟିଛନ୍ତି। ବସିରଙ୍କୁ ତାଙ୍କର ୫ ଜଣ ସାଙ୍ଗ ଏଥିରେ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟର୍ନ ଲେନ୍‌ ରଚୟିତା

ପ୍ରଥମ ଉପନ୍ୟାସ ଯଦି ଅନ୍ତର୍ଜାତୀୟ ସ୍ତରର ପ୍ରଶଂସା ପାଏ, ତାହାଠାରୁ ବଡ଼ ପୁରସ୍କାର ଆଉ କିଛି ହୋଇ ନ ପାରେ। ତଥାପି ତାଙ୍କ ପାଇଁ ଚୂଡ଼ାନ୍ତ...

କବି ହେବା ନୋହିଲା

ବୈକୁଣ୍ଠନାଥ ମିଶ୍ର କାହିଁକି କେଜାଣି କବିତା ଲେଖିବା ପାଇଁ ମନରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଲା। ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବିଦ୍ୟାଳୟର ବାର୍ଷିକ ପତ୍ରିକାରେ...

ଏଇ ଭାରତରେ

କେରଳର ଛାବରା ଦର୍ଶନ ସିଏମ୍‌ଆଇ ପବ୍ଲିକ୍‌ ସ୍କୁଲ ପରିବେଶ ଉପଯୋଗୀ ଅଭିିଯାନର ଏକ ସଫଳ ଦୃଷ୍ଟାନ୍ତ । ଏର୍ନାକୁଲମ ଜିଲା କୋନାମାଭୁସ୍ଥିତ ଉକ୍ତ ସ୍କୁଲରେ ଏକ...

ସମାଜ ସେବା ଓ ଭଗବତ ପ୍ରେମ

ସୁମନ୍ତ କୁମାର ଭୂୟାଁ ଗୋଟିଏ ଗାଁରେ ଏକ ଭବ୍ୟ ଶିବ ମନ୍ଦିର ଥିଲା। ସେ ମନ୍ଦିରରେ ଯେଉଁ ପୂଜକ ଥିଲେ ତାଙ୍କର ନିତିଦିନିଆ ଅଭ୍ୟାସ ଅନୁଭୂତି...

ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି   ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ,...

ଉତ୍କଳ ବିଶ୍ୱବିଦ୍ୟାଳୟ

ଶରତ ଚନ୍ଦ୍ର ମିଶ୍ର ଅତ୍ୟନ୍ତ ଆନନ୍ଦର କଥା ଯେ, ବାଣୀବିହାରର କେତେଜଣ ପୁରାତନ ଛାତ୍ରୀଛାତ୍ର ସଂଗଠିତ ହୋଇ ଏହାର ହୃତଗୌରବ ଫେରାଇଆଣିବା ନିମନ୍ତେ ଉଦ୍ୟମ ଆରମ୍ଭ...

ଅମୃତକାଳର ଜାତିବାଦ ବିଷ

ଗତ ଅଗଷ୍ଟ ପନ୍ଦର ଦିନ ଯେତେବେଳେ ସାରା ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ଅମୃତକାଳ ପାଳନ କରୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାର...

ରେଳ ଘରୋଇକରଣ ଜନ ବିରୋଧୀ

କିଶୋର ଜେନା   ପୁଞ୍ଜିବାଦର ମୁଖ୍ୟ ଦର୍ଶନ ହେଉଛି ସମସ୍ତ ସରକାରୀ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଘରୋଇକରଣ, ଯାହାର ଅର୍ଥ ବ୍ୟକ୍ତିମାଲିକାନାର ପ୍ରତିଷ୍ଠା ଏବଂ ଲାଭ...

Advertisement
Archives

Model This Week