ଋଣ କରାଇ ଦେବା ନାଁରେ ଠକେଇ, ୨ ଗିରଫ

ରାଇରଙ୍ଗପୁର,୧୨ା୬(ଡି.ଏନ୍‌.ଏ.)- ଋଣ କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ରାଇହରି ଗ୍ରାମର ପବିତ୍ର କୁମାର ପାତ୍ର ଏବଂ ବଡାମତଳିଆ ଗ୍ରାମର କହ୍ନେଇ ହାଁସଦା। ଏନେଇ ଥାନାରେ ଏକ ମାମଲା(ନଂ.୬୭/୨୦୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ନିଜକୁ ଏକ ଅର୍ଥଲାଗାଣକାରୀ ସଂସ୍ଥାର କର୍ମଚାରୀ ଦର୍ଶାଇ ଅଭିଯୁକ୍ତ ଦ୍ୱୟ ରାଇରଙ୍ଗପୁର, ବିଜାତଳା, ତିରିଂ ଏବଂ ବିଶୋଇ ଅଞ୍ଚଳର ପ୍ରାୟ ୧୨୫ ଜଣ ଲୋକଙ୍କୁ ୭୦ ହଜାର ଟଙ୍କାର ଋଣ କରାଇ ଦେବେ ବୋଲି ପ୍ରବର୍ତ୍ତାଇ ଥିଲେ। ଏଥି ନିମନ୍ତେ ପ୍ରତ୍ୟେକଙ୍କଠାରୁ ଇନ୍ସ୍ୟୁରାନ୍ସ ବାବଦରେ ୨୦୭୦ଟଙ୍କା ଲେଖାଏଁ ଅର୍ଥ ଆଦାୟ କରିଥିଲେ। ତେବେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ରାଇହରି ଗ୍ରାମର ନୀଳାମ୍ବର ପାତ୍ର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିତ୍ବା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା

ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ...

‘ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବ’

ଭୁବନେଶ୍ୱର,୮।୨(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ...

ଗଞ୍ଜାମ ଜାହାଡ଼ା ପଞ୍ଚାୟତରେ ୩ଜଣ ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି: ଜିଲାପାଳ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ତିନିଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ଅବହେଳାର ଶିକାର ୨ ଅସହାୟ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୨୫।୯: ଅସହାୟମାନଙ୍କ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଅନେକ କଲ୍ୟାଣକାରୀ...

ନୃଶଂସ ପୁଅଙ୍କ ଅମାନବୀୟ କାଣ୍ଡ: ବାପାଙ୍କୁ ଠେଙ୍ଗାରେ ପିଟି ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ପାଟଣାଗଡ଼, ୬।୭ (ଡି.ଏନ୍‌.ଏ.): ସାମାନ୍ୟ ବଚସାକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ମାଡ଼ମାରିବା ପରେ ଶଯ୍ୟାଶାୟୀ ମା’ଙ୍କୁ ଜିଅନ୍ତା ଜାଳିଦେଲେ ପୁଅ। ଏଭଳି ଏକ ସ୍ପର୍ଶକାତର ଘଟଣା...

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ: ୩ ଅଟକ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଟି କୋଟି ଟଙ୍କାର ଜାଲ ନୋଟ୍‌ ଜବତ। କାରରେ ଛତିଶଗଡ ଯାଉଥିବା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ସୁଙ୍କି ଆଉଟପୋଷ୍ଟ...

ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀ ତରତର

ବାଲିଆପାଳ, ୬ା୫(ସ୍ବ.ପ୍ର.) ସମ୍ଭାବ୍ୟ ବାତ୍ୟା ଲାଗି ଠିକ୍‌ ପୂର୍ବାନୁମାନ ହୋଇ ନ ଥିଲେ ମଧ୍ୟ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକବାସୀ ଭୟଭୀତ ହୋଇପଡିଛନ୍ତି। ଏହି ସମୟରେ...

ଦୁର୍ଗାଙ୍କ ପାର୍ଶ୍ୱ ମୂର୍ତ୍ତି ଚୋରି

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.)-ଓର୍‌କେଲ ଥାନା ଅଧୀନ ପର୍କନମାଳା ପଞ୍ଚାୟତ ସୁନାନଗର ଘାଟିସ୍ଥିତ ଦୁର୍ଗା ମନ୍ଦିରରୁ ମା’ଙ୍କ ପାର୍ଶ୍ୱ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଛି। ସୋମବାର ସକାଳୁ ପୂଜାରୀ...

Advertisement
Archives

Model This Week