ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ ମହାରାଷ୍ଟ୍ରରେ ଥିବା ଭାଜପା କାର୍ଯ୍ୟାଳୟ ହୋଇ ଉଠିଥିଲା ଉତ୍ସବ ମୁଖର। ଏଠାରେ ଉପସ୍ଥିତ ଥିବା ଭାଜପା କର୍ମୀ ଓ ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କର ବହୁ ପ୍ରଶଂସା କରିଥିଲେ। ଏମାନେ ମହାରାଷ୍ଟ୍ରବାସୀଙ୍କୁ ଭଲଭାବେ ବୁଝିଛନ୍ତି ତେଣୁ ସେମାନଙ୍କୁ ବିଭିନ୍ନ ସମୟରେ ମହାରାଷ୍ଟ୍ରବାସୀ ସହଯୋଗର ହାତ ବଢାଇଛନ୍ତି ବୋଲି କୁହାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧିଙ୍କ ସହ ପ୍ରଥମ ରାତି କାଟିଲେ ଅଭିନେତ୍ରୀ

କୋଟା,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି ଦେଇଥିବା ମହଙ୍ଗା ପଡିଛି। ଏହି ମାମଲାରେ ତାଙ୍କୁ...

କ୍ଷମା ମାଗିବେ ନାହିଁ ରଜନୀକାନ୍ତ

ନୂଆଦିଲ୍ଲୀ,୨୧।୧: ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ଇଭି ରାମସାମୀ ପେରିୟରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କ ନାଁରେ ଅଭିଯୋଗ...

ବିବାହବେଳେ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ,୧୦।୫: ବିଦ୍ୟୁତ ବିଭ୍ରାଟ ହେତୁ ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ଅଜବ ଘଟଣା ଘଟିଛି। ଅନ୍ଧାର ଯୋଗୁ ବିବାହ ସମାରୋହରେ ବର ଅଦଳବଦଳ ହୋଇଯାଇଥିବା ଘଟଣା...

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ...

୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି

କୋଲକାତା,୨୬।୯:ନବରାତ୍ର ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ବତନ୍ତ୍ରତା ବଜାୟ...

ଧୂମପାନର ଆଇନଗତ ବୟସ ୨୧ ହେବ

ନୂଆଦିଲ୍ଲୀ, ୩।୧(ଆଇଏଏନ୍‌ଏସ୍‌): ଭାରତରେ ଧୂମପାନର ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ ହେବ। ପୂର୍ବରୁ ୧୮ ବର୍ଷରୁ କମ୍‌ ବୟସ୍କଙ୍କୁ ସିଗାରେଟ ଓ ଅନ୍ୟାନ୍ୟ ତମାଖୁ...

ରେଳ ଷ୍ଟେଶନରେ ମହିଳାଙ୍କୁ ଗଣବଳାତ୍କାର, ୪ ଗିରଫ

ନୂଆଦିଲ୍ଲୀ,୨୩।୭: ମହିଳାଙ୍କୁ ଗଣବଳାତ୍କାର। ରାଜଧାନୀ ଦିଲ୍ଲୀ ରେଳ ଷ୍ଟେଶନରେ ଏଭଳି ଘଟଣା ଘଟିଛି। ଷ୍ଟେଶନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ...

‘ଇଡି’ ସରକାରର ଅର୍ଥ ବୁଝାଇଲେ ଫଡ୍‌ନବିସ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବାଜି ମାରିନେଇଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା...

Advertisement
Archives

Model This Week