Posted inଖେଳ

ଉଡନ୍ତା କାର୍‌ କିଣିବାକୁ ଚାହୁଁଛନ୍ତି ଏହି କ୍ରିକେଟ୍‌ର

କରୋନା ଭାଇରସ କାରଣରୁ କୌଣସି କ୍ରିକେଟ ସିରିଜ୍‌ ଅନୁଷ୍ଠିତ ହୋଇପାରୁନାହିଁ। ଏହି କାରଣରୁ ଅଧିକାଂଶ କ୍ରିକେଟ ଖେଳାଳି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏହି ମହାମାରୀ ହେତୁ ଆଇପିଏଲ ମଧ୍ୟ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ କ୍ରିକେଟରଙ୍କ ପାଖରେ ବହୁତ ସମୟ ବାକି ଅଛି। ଅନେକ ଖେଳାଳି ନିଜ ଫ୍ରାଞ୍ଜାଇଜ୍‌ ସାଥୀ ଖେଳାଳିଙ୍କ ସହ ସୋସିଆଲ ମିଡିଆରେ ଲାଇଭ ଆସୁଛନ୍ତି। ଦୁଇଥର ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଏକ ନୂଆ ଶୋ ‘ଟୋଟାଲ ଷ୍ଟମ୍ପ ଡି.କେ’ ଆରମ୍ଭ କରିଛି। ଏହାକୁ ଦଳର ଅଧିନାୟକ ଦୀନେଶ କାର୍ତ୍ତିକ ଆୟୋଜନ କରୁଛନ୍ତି। କୋଲକାତା ନାଇଟ ରାଇଡର୍ସ ନିଜ ଟୁଇଟରରେ ଶୋ’ର ପ୍ରଥମ ଏପିସୋଡ ପୋଷ୍ଟ କରିଥିଲା। ଯେଉଁଥିରେ କାର୍ତ୍ତିକ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏବଂ ସୁନୀଲ ନାରିନଙ୍କ ସହ କଥା ହୋଇଥିଲେ। ଏହି ପର୍ଯ୍ୟାୟରେ ଏହି କ୍ରିକେଟର ମଜା କରିଥିଲେ। ଦୀନେଶ କାର୍ତ୍ତିକ ରସେଲଙ୍କୁ ପଚାରିଥିଲେ ମୁଁ ଶୁଣିଛି ଆପଣ ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି କି, ତାହା ଠିକ କି? ଏହା ପରେ ରସେଲ କହିଥିଲେ, ସେ ହେଲିକପ୍ଟର କିଣିବାକୁ ଚାହୁଁନାହାଁନ୍ତି, ସେ ଏକ ଉଡନ୍ତା କାର କିଣିବାକୁ ଚାହୁଁଛନ୍ତି। ଯାହାଦ୍ୱାରା ଟ୍ରାଫିକ୍‌ରେ ଉଡିକି ଯାଇହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍‌

କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର...

ସେହ୍ବାଗଙ୍କୁ ପଛରେ ଛାଡ଼ିଲେ ପନ୍ତ

ଶାରଜା,୨୮।୯: କେକେଆର୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୩୯ ରନ୍‌ର ଇନିଂସ ଖେଳିବା ଅବସରରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ପରାଜୟ ସତ୍ତ୍ୱେ ଭାରତ ଚାମ୍ପିୟନ

କାନବେରା,୯।୧୨(ପି.ଟି.)-  ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ହକି ସିରିଜ୍‌ରେ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଚାମ୍ପିୟନ ହୋଇଛି। ରବିବାର...

ତେନ୍ଦୁଲକରଙ୍କୁ କରୋନା

ନୂଆଦିଲ୍ଲୀ, ୨୮ା୩(ପି.ଟି.)-କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଜଣାପଡ଼ିବା ପରେ ସେ ନିଜ ଘରେ ଆଇସୋଲେଶନରେ ଅଛନ୍ତି। ଏଇ କିଛିଦିନ ମଧ୍ୟରେ ଯେଉଁ କେତେଜଣ...

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର...

ଅସହାୟ ଶିଶୁ ପାଇଁ ପଦକ ନିଲାମ କଲେ ଅଲିମ୍ପିକ୍ସ ପଦକଧାରୀ

ଓ୍ବାରଶ,୧୯।୮ : ମାତ୍ର ଦୁଇ ସପ୍ତାହ ତଳେ ଟୋକିଓ ଅଲିମ୍ପିକ୍ସରେ ପୋଲାଣ୍ଡର ମହିଳା ଜାଭେଲିନ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ରୌପ୍ୟ ପଦକ ଜିତିଥିଲେ। ଅଲିମ୍ପିକ୍ସ ଭଳି...

ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ,୧୯।୧: କର ବା ମର ମ୍ୟାଚ୍‌ରେ ଭାରତକୁ ୨୮୭ ରନ୍‌ର ଟାର୍ଗେଟ ଦେଇଛି ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ। ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

ଫ୍ରାଞ୍ଚାଇଜ୍‌ କ୍ରିକେଟରୁ ଅବସର ନେଲେ ଶ୍ରୀଲଙ୍କାର ଏହି ଅଭିଜ୍ଞ ବୋଲର୍‌

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଆମାଗୀ ସିଜନ ପାିଁ ମୁମ୍ବାଇ ଇଣ୍ଡିଆନ୍ସ ସହ ହୋଇଥିବା ଚୁକ୍ତି ନବୀକରଣ ନ ହେବା ପରେ ଶ୍ରୀଲଙ୍କାର ଅଭିଜ୍ଞ ଦ୍ରୁତ...

Advertisement
Archives

Model This Week