ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ବ୍ରହ୍ମପୁର ଅଫିସ, ୨୭।୮: ବ୍ରହ୍ମପୁର ପୋଲିସ ଜିଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୧୬୯୪ ଅନୁଯାୟୀ ମୋଟ ୮ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀଙ୍କୁ ଟାଉନ ଥାନା ଅଧିକାରୀଭାବେ ବଦଳି କରାଯାଇଥିବା ବେଳେ ଟାଉନ ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ଜିଲା ପୋଲିସ ମୁଖ୍ୟାଳୟରେ ଥିବା ଦେବାଶିଷ ମହାନ୍ତିଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଛି। ସେହିପରି ଟ୍ରାଫିକ ଥାନାଧିକାରୀ ଥିବା ସୁମନ୍ତ କିଷାନଙ୍କୁ ବୈଦ୍ୟନାଥପୁର ଥାନା ଅତିରିକ୍ତ ଥାନାଧିକାରୀ ଭାବେ, ପୋଲିସ ମୁଖ୍ୟାଳୟରେ ଥିବା ଉଦୟନାଥ ସେଠୀଙ୍କୁ ବିଦ୍ୟତ ଥାନା, ମେରାଇନ ଥାନା ଇନ୍ସପେକ୍ଟର ଥିବା ବସନ୍ତ ସେଠୀଙ୍କୁ ଦିଗପହଣ୍ଡି ଥାନା, ଦିଗପହଣ୍ଡିରେ ଥିବା ଇନ୍ସପେକ୍ଟର ଗୌରାଙ୍ଗ ସାହୁଙ୍କୁ ମେରାଇନ ଥାନା ଓ ସଦର ଥାନାରେ ଥିବା ଇନ୍ସପେକ୍ଟର ଭାବନାନନ୍ଦ ପ୍ରଧାନଙ୍କୁ ଏଚଆରପିସିକୁ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ବିଳମ୍ବିତ, ରାତି ପର୍ଯ୍ୟନ୍ତ ବୁଥ୍‌ରେ ଭୋଟର

ଭଦ୍ରକ ଅଫିସ,୩୦ା୪- ଭଦ୍ରକ ଜିଲାରେ ସୋମବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।  ବିଭିନ୍ନ...

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ଜୀବନ ହାରିଲେ ସ୍ବାମୀ

ବିଜେପୁର,୨୩ା୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ କଳହର କରୁଣ ପରିଣତି ପାଇଁ କ୍ରଧାନ୍ବିତ ସ୍ବାମୀ ସ୍ତ୍ରୀ ଓ ଝିଅଙ୍କୁ ବିଷ ଦେବା...

ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି।...

ଦୁଇଟି ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୧୦ା୧୧(ସ୍ବ.ପ୍ର.): କାର୍ତ୍ତିକ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ ଦିନରେ ଶ୍ରୀନୀଳମାଧବ ଜୀଉ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି ।...

ପୋଲିସ ପରିଚୟ ଦେଇ ଲୁଟିନେଲେ ସୁନାଚେନ, ମୁଦି

ବ୍ରହ୍ମପୁର ଅଫିସ,୬ା୭-ବ୍ରହ୍ମପୁର ସହରରେ ପୋଲିସ ପରିଚୟ ଦେଇ ଲୁଟେରାମାନେ ବରିଷ୍ଠ ନାଗରିକଙ୍କଠାରୁ ସୁନାଗହଣା ଲୁଟି ନେଉଛନ୍ତି। ଗୋଟିଏ ପରେ ଗୋଟିଏ ଏପରି ଘଟଣା ଘଟୁଥିଲେ ମଧ୍ୟ...

ବସ୍ତା ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ବସ୍ତା, ୨୫।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଶନିବାର ରାତିରୁ ବର୍ଷା ଲାଗି ରହିବାରୁ ବସ୍ତା ଡାକ୍ତରଖାନାରେ ରବିବାର ହଠାତ୍‌ ନର୍ଦ୍ଦମା ପାଣି ପଶିଯାଇଥିଲା। ଡାକ୍ତରଖାନା ପାଖ ଡ୍ରେନ୍‌ରେ ଅନାବନ...

ବାଟବଣା ବ୍ୟକ୍ତି ଆଶ୍ରୟସ୍ଥଳରେ ରହିଲେ

ଲାଠୋର,୩୧।୩ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧୀନ କରୁଆଁଝର ପଞ୍ଚାୟତ ସାନଗୁର୍ଜିଭଟା ଗାଁ ମୁଣ୍ଡରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ରଖା...

ଭୋଜି ପରେ ଗଣ୍ଡଗୋଳ, ଜଣେ ଗୁରୁତର

ବେଗୁନିଆପଡ଼ା,୧୫ା୫(ଡି.ଏନ.ଏ.)- ଭୋଜିପରେ ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ଓ ସହଯୋଗୀଙ୍କ କାଠ ଫାଳିଆ ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ବେଗୁନିଆପଡା କଞ୍ଚଣା...

Play 250+ Trending Games
Archives

Model This Week

Why Dharitri