ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମିମିଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଦେଶରେ କରୋନା ପ୍ରକୋପକୁ ଦେଖି ସୁରକ୍ଷା ଦୃଷ୍ଟିରୁ ୭ଦିନ ଯାଏଁ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲୋଶନ୍‌ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏପରିକି ସେ ପରିବାରର କୌଣସି ଲୋକଙ୍କୁ ମଧ୍ୟ ଭେଟି ପାରିବେ ନାହିଁ। ତେବେ ଡାକ୍ତରଙ୍କ ଏହି ପରାମର୍ଶକୁ ମିମି ପାଳନ କରୁଛନ୍ତି ବୋଲି କହିଛନ୍ତି। ସୂଚନା ମୁତାବକ ମିମି ଚକ୍ରବର୍ତ୍ତୀ ନିଜର ଅପ୍‌ କମିଂ ଫିଲ୍ମ ‘ବାଜି’ର ଶୁଟିଂ ପାଇଁ ଇଂଲଣ୍ଡ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀ କାହିଁକି ଉତ୍ତେଜିତ କଲେ?’ ପ୍ରଶ୍ନକଲେ କର୍ନାଟକ ମନ୍ତ୍ରୀ

ବେଙ୍ଗାଲୁରୁ,୯।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକରେ ସ୍ଥିତି ଅଣାୟତ ହେଉଥିବା ବେଳେ ମାଣ୍ଡ୍ୟା କଲେଜରୁ ସାମ୍ନାକୁ ଆସିଥିବା ଘଟଣାରେ ମୁସଲିମ ଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ତାଲିକା ପ୍ରକାଶ କଲା ଜେଜେପି: କରନାଲରୁ ତେଜ ବାହାଦୁର

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ହରିୟାଣା ଆସନ ପାଇଁ ଜନନାୟକ ଜନତା ପାର୍ଟି (ଜେଜେପି)ଗୁରୁବାର ଆଶାୟୀ ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଜାରି...

ଆକାଶକୁ ଦେଖି କାହାକୁ ମନେ ପକାଇଲେ ସଲମାନ୍‌ ‌…

ଦବଙ୍ଗ ଷ୍ଟାର ସଲମାନ ଖାଁ ପ୍ରାୟ ସାଢ଼େ ୬ ମାସ ପରେ ପୁଣି ଥରେ ଶୁଟିଂ ସେଟକୁ ଫେରିଛନ୍ତି। ସହ ନିର୍ମାତା ଅତୁଲ ଅଗ୍ନିହୋତ୍ରୀଙ୍କ ସହ...

ଗୁରୁବାରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ ହେବେ କେନ୍ଦ୍ରଶାସିତ ଅଞ୍ଚଳ: ଆଧାର ସହିତ ଲାଗୁ ହେବ ୧୦୬ ଆଇନ

ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଏଠାରେ ଆଧାର ସହିତ ୧୦୬ ନୂଆ ଆଇନ୍‌ ଲାଗୁ ହେବ। ସେହିପରି...

ଦେଶକୁ ଆସିଗଲା ନୂଆ ରୋଗ! କଂଗ୍ରେସର ନାଁ ନ ନେଇ ବର୍ଷିଲେ ମୋଦି

ଗୁଆହାଟି,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଆସାମ ଗସ୍ତରେ ଅଛନ୍ତି। ଗୁଆହାଟିରେ ସେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ମୋଦି କହିଛନ୍ତି ଦେଶକୁ...

ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !

ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ...

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା...

ପ୍ରସାର ଭାରତୀର ପଦକ୍ଷେପ, ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର ସିଧା ପ୍ରସାରଣ ଉପରେ ରୋକ…

ନୂଆଦିଲ୍ଲୀ,୨୨।୧୦ : କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ସିଧା ପ୍ରସାରଣ କାର୍ଯ୍ୟକଳାପର ପ୍ରସାରଣ ଅବା ବିତରଣକୁ ରେକ ଲଗାଇବାକୁ ଏକ...

Advertisement
Archives

Model This Week