ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ମିମିଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ଦେଶରେ କରୋନା ପ୍ରକୋପକୁ ଦେଖି ସୁରକ୍ଷା ଦୃଷ୍ଟିରୁ ୭ଦିନ ଯାଏଁ ତାଙ୍କୁ ନିଜ ଘରେ ହୋମ୍‌ ଆଇସୋଲୋଶନ୍‌ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏପରିକି ସେ ପରିବାରର କୌଣସି ଲୋକଙ୍କୁ ମଧ୍ୟ ଭେଟି ପାରିବେ ନାହିଁ। ତେବେ ଡାକ୍ତରଙ୍କ ଏହି ପରାମର୍ଶକୁ ମିମି ପାଳନ କରୁଛନ୍ତି ବୋଲି କହିଛନ୍ତି। ସୂଚନା ମୁତାବକ ମିମି ଚକ୍ରବର୍ତ୍ତୀ ନିଜର ଅପ୍‌ କମିଂ ଫିଲ୍ମ ‘ବାଜି’ର ଶୁଟିଂ ପାଇଁ ଇଂଲଣ୍ଡ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ଦୁବେଙ୍କ ମା’ ଦ୍ୱିତୀୟ ପୁଅକୁ ଅପିଲ୍‌, ଆତ୍ମସମର୍ପଣ କର ନହେଲେ…

କାନପୁର,୨୨।୭: କାନପୁର ଶୁଟ୍‌ଆଉଟ୍‌ର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଭାଇ ଦୀପ ପ୍ରକାଶ ଦୁବେ ଏବେ ଫେରାର ଅଛନ୍ତି। ପୋଲିସ ତାଙ୍କୁ ଖେଶଜୁଛି। ଏହି ସମୟରେ...

ବୋଲେରୋରେ ମଦ ଚାମ୍ବର, ଏମିତି ହେଲା ପର୍ଦ୍ଦାଫାସ

ଲକ୍ଷ୍ନୌ,୩୧ା୭: ଜଣେ ନେପାଳୀ ଯୁବକଙ୍କୁ ଉତ୍ତରପ୍ରଦେଶର ଚନ୍ଦୋଲି ପୋଲିସ ମଦ ଚାଲାଣ ଅଭିଯୋଗରେ ଗିରଫ କରିଛି। ମାତ୍ର ଯୁବକଙ୍କ ବୁଦ୍ଧିକୁ ଦେଖି ପୋଲିସର ଅକଲ ଗୁଡୁମ୍‌...

ବିଶ୍ୱାସ କରିପାରୁନାହାନ୍ତି ରଣବୀର

ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍‌...

ରାଜଧାନୀରେ ୨ ଦିନିଆ ଲକଡାଉନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପରାମର୍ଶ ଦେଇଛନ୍ତି ଯେ,...

କଂଗ୍ରେସକୁ ପୂରିଲା ୧୩୫ ବର୍ଷ: ଦେଶବ୍ୟାପି ‘ସମ୍ବିଧାନ ବଚାଓ, ଭାରତ ବଚାଓ’ ରାଲି

ନୂଆଦିଲ୍ଲୀ, ୨୮।୧୨: କଂଗ୍ରେସ ଶନିବାର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ପକ୍ଷରୁ ଜାତୀୟ ପତାକା...

ଅଯୋଧ୍ୟା ଉତ୍ସବ ମୁଖର

ଅଯୋଧ୍ୟା,୫ା୮: ୨୦୧୯ ନଭେମ୍ବର ୯। ଏହା ହେଉଛି ସେହି ତାରିଖ, ଯେଉଁ ଦିନ ଦୀର୍ଘ ୧୩୪ ବର୍ଷ ଧରି ଚାଲିଥିବା ଆଇନଗତ ଲଢ଼େଇ ଓ ପ୍ରତୀକ୍ଷାର...

ଘର ଘର ବୁଲି କରୋନା ମୃତକଙ୍କ ପରିବାରକୁ ଚିହ୍ନଟ କରିବେ ୧୦୦ ଅଧିକାରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୬।୯: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କାର୍ଯ୍ୟ ବ୍ୟବସ୍ଥା...

୮୬୦ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ, ୯।୫: ଦିଲ୍ଲୀ ପୋଲିସ ଶନିବାର ଆଫଗାନ ଦମ୍ପତିଙ୍କଠାରୁ ୧୨୫ କିଲୋଗ୍ରାମ ହେରୋଇନ୍‌ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୮୬୦ କୋଟି ଟଙ୍କା ହେବ।...

Advertisement


Archives

Model This Week