ଆସିଗଲେ ଶୃଙ୍ଖଳିତ ସଦସ୍ୟ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭା ଗୃହ କାର୍ଯ୍ୟ ସୋମବାର ୩ଟାରେ ଆରମ୍ଭ ହେବା କ୍ଷଣି କଂଗ୍ରେସ ସଦସ୍ୟମାନେ ଜଗତ୍‌ସିଂହପୁର ବଳାତ୍କାର ଘଟଣାରେ ରୁଲିଂ ଦାବି କରି ଗୃହ ମଝିକୁ ଚାଲି ଆସିଥିଲେ। ବାଚସ୍ପତି କଂଗ୍ରେସର ୪ଜଣ ସଦସ୍ୟଙ୍କୁ ନିଜ ଆସନକୁ ଫେରିଯିବା ଲାଗି କହିବା ସମୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହରେ ପ୍ରବେଶ କରିଥିଲେ। ଏହାପରେ ସିଧା ଅନ୍ୟ ସଦସ୍ୟମାନଙ୍କ ନିକଟକୁ ଚିଲେଇ ଚିଲେଇ ଚାଲି ଆସିଲେ। ଏତିକିବେଳେ ବାଚସ୍ପତି ତାରାଙ୍କୁ ଦେଖି ମଜାରେ ଛିଗୁଲେଇ କହିଲେ, ଆସିଗଲେ ଗୃହର ସବୁଠାରୁ ଶୃଙ୍ଖଳିତ ସଦସ୍ୟ। ଏହାପରେ ତାରା ଚେୟାର ଉପରେ ଚଢି ବାଚସ୍ପତିଙ୍କ ମାଇକ୍‌ ଭିଡିବାକୁ ଚେଷ୍ଟା କରିଥିଲେ ଆଉ ବାଚସ୍ପତି କହିଥିଲେ, ଦେଖନ୍ତୁ ଏମିତି ଚଢନ୍ତୁ ନାହିଁ, ପଡିଗଲେ ଗୋଡ ଭାଙ୍ଗିଯିବ ପୁଣି ତୁମ ସ୍ତ୍ରୀ ମୋତେ ଗାଳି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ

ପୁରୀ ଅଫିସ,୧୩।୧: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ...

ବଲାଣିରୁ ଚାଲିବ ଟାଟା-ବଡବିଲ ପାସେଞ୍ଜର: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ପରିଦର୍ଶନ

କେନ୍ଦୁଝର , ୯ା୮ (ସ୍ବ.ପ୍ର) – ଅନେକ ବର୍ଷ ପରେ ବଲାଣି ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି। ଟାଟା- ବଡବିଲ ପାସେଞ୍ଜର ଟ୍ରେନ୍‌ ଅଳ୍ପ...

ଛେରାପହଁରା କଲେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ

ପୁରୀ ଅଫିସ, ୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ବିଜେ କରିଛନ୍ତି ମହାପ୍ରଭୁ। ସ୍ନାନବେଦୀରେ ବିଜେ କରିବା ପରେ ନୀତିକାନ୍ତି ଆରମ୍ଭ ହୋଇଛି। ବେଦୀରେ ମହାପ୍ରଭୁଙ୍କ...

ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ପୁଣି ସକ୍ରିୟ ହୋଇଉଠିଛି କରୋନା ଭୂତାଣୁ। ରାଜ୍ୟରେ କରୋନାର ଲେଉଟାଣି ସଂକ୍ରମଣ ପୂର୍ବାପେକ୍ଷା ମାରାତ୍ମକ ବୋଲି କୁହାଯାଉଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ...

ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତି

ପୁରୀ ଅଫିସ, ୭।୧: ରାଜ୍ୟରେ ଦିନକୁ ଦିନ କୋଭିଡ ପଜିଟିଭ୍‌ ବଢିଚାଲିଛି। ତେବେ ରାଜ୍ୟରେ ଶୁକ୍ରବାର ଠାରୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ରାତି ୯ରୁ...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି)ର ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଶକ୍ତି...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା...

୬ ଯାଏ ରେଭେନ୍‌ଶା ଶଟ୍‌ଡାଉନ୍‌

କଟକ ଅଫିସ,୪ା୯:ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟକୁ ବାରମ୍ବାର ବନ୍ଦ କରିବାକୁ ପଡୁଛି। ପୂର୍ବରୁ କୁଳପତିଙ୍କ କାର୍ଯ୍ୟାଳୟରେ...

Advertisement
Archives

Model This Week