Posted inଖେଳ

‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’

ଶ୍ରୀନଗର, ୧୯।୬: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ହାଇଭୋଲଟେଜ ମ୍ୟାଚରେ ପରାସ୍ତ ହେବା ପରେ ପାକିସ୍ତାନ କ୍ରିକେଟରଙ୍କୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି। ସୋସିଆଲ ମିଡିଆରେ ପାକିସ୍ତାନ ଫ୍ୟାନ୍‌ମାନେ ଦେଶର କ୍ରିକେଟରଙ୍କ ଉପରେ ଯୁବ୍ଧ ହୋଇପଡିଛନ୍ତି। ଏସବୁ ଭିତରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇବିଏନ ସିନା ନାମ ଏକ ଟୁଇଟର ଆକାଉଣ୍ଟରେ ଛଡାଯାଇଥିବା ଏହି ବ୍ୟାନରେରେ ‘ଆମକୁ କଶ୍ମୀର ନୁହେଁ, କୋହଲି ଦରକାର’ ବୋଲି ଲେଖାଯାଇଛି। କିଛି ଯୁବକ ଏହି ବ୍ୟାନରଟିକୁ ଧରିଛନ୍ତି। ଏହାର ପଛପଟେ ପାକିସ୍ତାନ ପତାକା ରହିଛି। କିନ୍ତୁ ଏହି ବ୍ୟାନରଟିକୁ ଧରିଥିବା ଯୁବକମାନେ ପାକିସ୍ତାନର କି ନୁହେଁ,ତାହା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୨ରୁ ଚନ୍ଦ୍ରଭାଗା ବିଚ୍‌ରେ ସିଆଇଆଇ ବିଚ୍‌ ସକର

ଭୁବନେଶ୍ୱର,୨୦।୨(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ‘ବିଚ୍‌ ସକର ୨୦୨୧’ ଆୟୋଜନ ହେବାକୁ ଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଓ ରାଜ୍ୟ ପର୍ଯ୍ୟଟନ...

‘ସ୍ତ୍ରୀ ଅବା ବାନ୍ଧବୀଙ୍କୁ ଦାୟୀ କରା ନ ଯାଉ’

ନୂଆଦିଲ୍ଲୀ, ୮।୫-ପୁରୁଷ କ୍ରୀଡ଼ାବିତ୍‌ଙ୍କ ପାଇଁ ମହିଳାମାନେ ସାଧାରଣତଃ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ, ଶକ୍ତି ଭାବରେ ନୁହେଁ। ବିଶେଷକରି ଉପମହାଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

କ୍ରିକେଟ ପରେ ଏବେ ଅଭିନୟରେ ଜଲଓ୍ବା ଦେଖାଇବେ ଯୁବରାଜ ସିଂ

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରୁ ଅବସର ନେବା ପରେ ବିଭିନ୍ନ ଟି୨୦ ଲିଗ୍‌ରେ ନଜର ଆସିଥିଲେ। ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ...

ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ରେଷ୍ଟୁରାଣ୍ଟରେ ଖାଇବା

ସିଡ୍‌ନୀ,୨।୧: ଦଳୀୟ ଖେଳାଳିଙ୍କ ହୋଟେଲରେ ନ ଖାଇ ରେଷ୍ଟୁରାଣ୍ଟରେ ଖାଇବା ୫ ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି। ଉପଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ...

ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌: ପ୍ରଥମ ସ୍ଥାନ ବଜାୟ ରଖିଲେ ଶେଫାଳି

ଦୁବାଇ, ୨ା୬ (ପି.ଟି.)-ଭାରତର ସ୍ବଳ୍ପ ବୟସ୍କା ପ୍ରତିଭାସମ୍ପନ୍ନ ଖେଳାଳି ଶେଫାଳି ବର୍ମା ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମ୍ୟାନ ତାଲିକାରେ ତାଙ୍କ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି।...

ଜାନୁୟାରୀ ୧୦ରୁ ମୁସ୍ତାକ ଅଲି ଟି୨୦

ନୂଆଦିଲ୍ଲୀ, ୧୩।୧୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବହୁ ବିଳମ୍ବରେ ଆୟୋଜନ କରିବାକୁ ଯାଉଛି ଘରୋଇ ସିଜନର ସୟଦ ମୁସ୍ତାକ ଅଲି ଟ୍ରଫି। ଏହି...

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପଡିଲା ହାତଗଣ୍ଠି

ୱେଷ୍ଟଇଣ୍ଡିଜ ଏବଂ ଆଇପିଏଲର ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ତାଙ୍କ ପ୍ରେମିକା କ୍ୟାଥରିନ ମିଗୁଲଙ୍କୁ ବିବାହ କରିଛନ୍ତି। ନିକୋଲାସ ବିବାହ ଫଟୋ ଶେୟାର କରି...

Advertisement
Archives

Model This Week