Posted inଖେଳ

ଆଫ୍ରିଦୀଙ୍କ ଘରେ କିମ୍ବଦନ୍ତୀଙ୍କ ରାତ୍ରଭୋଜନ

ଦୋହା,୩୦।୯: ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ କରାଚୀ ସ୍ଥିତ ବାସଭବନରେ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂଙ୍କ ରାତ୍ରଭୋଜନ କରିଛନ୍ତି। ଏ ନେଇ ଆଫ୍ରିଦୀ ରବିବାର ବିଳମ୍ବିତ ରାତିରେ ଫଟୋ ଟୁଇଟ୍‌ କରିଛନ୍ତି। ହୋଲ୍ଡିଂ, ଆଫ୍ରିଦୀଙ୍କ ସହ ପୂର୍ବତନ ପାକିସ୍ତାନ ଓପନର ସଇଦ ଆନଓ୍ବାର ମଧ୍ୟ ରହିଛନ୍ତି। କିମ୍ବଦନ୍ତୀ ହୋଲ୍ଡିଂଙ୍କ ପାଇଁ ଘରେ ରାତ୍ରଭୋଜନ ଆୟୋଜନ କରିବା ମୋ ପାର୍ଇ ସମ୍ମାନର ବିଷୟ। ଆମ ସହ ଯୋଗଦେଇଥିବା ଆନଓ୍ବାରଙ୍କୁ ମଧ୍ୟ ଧନ୍ୟବାଦ ବୋଲି କ୍ୟାପଶନରେ ଲେଖିଛନ୍ତି। ଏଠାରେ ସୁରକ୍ଷା ନେଇ ମୁଁ ଚିନ୍ତିତ ନୁହେଁ। ନହେଲେ ପାକିସ୍ତାନ ଗସ୍ତ କରି ନ ଥାନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀଲଙ୍କା ଦଳ ପାକିସ୍ତାନ ଗସ୍ତ କରିବା ଏକ ଭଲ ପଦକ୍ଷେପ ବୋଲି ହୋଲ୍ଡିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୧୮।୮ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଡର୍‌ସଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମ୍ୟାଚ୍‌ରେ...

ଦିନିକିଆ,ଟି-୨୦ ମ୍ୟାଚ୍‌ରେ ଗୋଟିଏ ବି ଛକା ଲଗାଇନାହାନ୍ତି ଏହି ୩ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳରେ ଏବେ ଏକରୁ ଅଧିକ ମହାନ ଖେଳାଳି ଅଛନ୍ତି। ଏହି ଦଳରେ ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଦିନିକିଆ...

ମୁଁ କୋହଲିଙ୍କ ଭଳି: ଓ୍ବାର୍ନରଙ୍କ ଝିଅ

ସିଡ୍‌ନୀ,୧୧।୧୧(ପି.ଟି.)- ମୁଁ ବିରାଟ କୋହଲିଙ୍କ ଭଳି। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଧୂଅଁାଧାର ଓପନର ଡେଭିଡ ଓ୍ବାର୍ନରଙ୍କ ଝିଅ ଇଭି ମାଏ। ବାପା ଡେଭିଡ୍‌ ଓ୍ବାର୍ନରଙ୍କ ସହ...

ପୂର୍ବାଞ୍ଚଳ ରୋଲ୍‌ବଲ୍‌ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୨ା୧୧(କ୍ରୀଡ଼ା ପ୍ରତିନିଧି): ପୂର୍ବାଞ୍ଚଳ ଜାତୀୟ ରୋଲବଲ୍‌ ଚାମ୍ପିୟନଶିପ୍‌ (୧୪ ବର୍ଷରୁ କମ୍‌)ର ଦ୍ୱିତୀୟ ସଂସ୍କରଣ ଆସାମର ଗୁଆହାଟୀଠାରେ ଚଳିତ ମାସ ୪ରୁ ୬ ପର୍ଯ୍ୟନ୍ତ...

ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିଲା

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକଆ ମ୍ୟାଚ୍‌ରେ ଖେଳିଥିବା ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ ପରେ ତଣ୍ଟି ଦରଜ...

ଗୋଥାମ୍‌ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ

ତରୌବା (ତ୍ରିନିଦାଦ ଆଣ୍ଡ୍‌ ଟବାଗୋ), ୮।୮ (ପି.ଟି.)- ଅଫ୍‌-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ...

ୟୁରୋ ୨୦୨୧, କୋପା ଆମେରିକା ସ୍ଥଗିତ

ଲାଉସାନେ, ୧୮ା୩ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ୨୦୨୧ ପର୍ଯ୍ୟନ୍ତ ୟୁରୋପିଆନ ଫୁଟ୍‌ବଲ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି। ସେହିପରି ଜୁନ୍‌ ୧୨ରୁ ଜୁଲାଇ...

ହାମିଲଟନଙ୍କୁ ୭ମ ବିଶ୍ୱ ଟାଇଟଲ

ଫର୍ମୁଲାଓ୍ବାନ ମୋଟରରେସିଂ * ମାଇକେଲ ସୁମାକରଙ୍କ ସମକକ୍ଷ * ଚଳିତ ସିଜନରେ ୧୦ ଗ୍ରାଁ ପ୍ରି ବିଜୟ * ଓଭରଅଲ୍‌ ଗ୍ରାଁ ପ୍ରି ବିଜୟ ରେକର୍ଡ...

Advertisement
Archives

Model This Week