Posted inଖେଳ

ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୧- ଭାରତୀୟ ଦଳର ପୂର୍ବତନ ପେସର ପ୍ରବୀଣ କୁମାର ନିଜର ଲୋକପ୍ରିୟତା ଓ ଡିପ୍ରେଶନ ଉପରେ ଏକ ଖୋଲା ଆଲୋଚନା କରିଛନ୍ତି। ଏକ ଇଂଲିଶ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି, ଏକଦା ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ନିଜ ଜୀବନ ନେବା ପାଇଁ ମୁଁ ହରିଦ୍ୱାର ନ୍ୟାଶନାଲ ହାଇଓ୍ବେକୁ ଯାଇଥିଲି। କିନ୍ତୁ କାରରେ ଥିବା ମୋ ପରିବାର ଫଟୋ ଦେଖି ମନ ବଦଳାଇ ଥିଲି। ସେତେବେଳେ ମୁଁ ଡିପ୍ରେଶନରେ ଥିଲି। କାହା ସହ କଥା ହେଉ ନ ଥିଲି। ମୁଁ ଏ ସମ୍ପର୍କରେ ନିଜ କାଉନ୍ସିଲରଙ୍କୁ ଜଣାଇଥିଲି। ଅବସର ପୂର୍ବରୁ ପ୍ରବୀଣ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ୬୮ ଦିନିକିଆ, ୬ ଟେଷ୍ଟ ଓ ୧୦ ଟି୨୦ ମ୍ୟାଚ୍‌ ଖେଳିଥିଲେ। ବଲକୁ ଉଭୟ ଦିଗରେ ସୁଇଙ୍ଗ କରାଇବାର ଦକ୍ଷତା ତାଙ୍କର ଥିଲା। ଅନ୍ତର୍ଜାତୀୟ କ୍ରିକେଟ ସହ ଆଇପିଏଲରେ ବହୁ ଫ୍ରାଞ୍ଚାଇଜ ପାଇଁ ମଧ୍ୟ ଖେଳିଥିଲେ। ମାତ୍ର ନିଜର ଖରାପ ବ୍ୟବହାର ଯୋଗୁ ବହୁବାର ସେ ଖବରରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର...

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ...

ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ : ଝେଙ୍ଗ୍‌- ସାବାଲେଙ୍କା ଫାଇନାଲ

କାର୍ଲିଫର୍ନିଆ,୪।୮: ଏଠାରେ ଚାଲିଥିବା ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଚାଇନାର ଝେଙ୍ଗ୍‌ ସାଇସାଇ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୫୫ ନମ୍ବର ଅଣସିଡ ଖେଳାଳି...

ବୁମ୍‌ରା ବାଦ୍‌, ଉମେଶ ବଦଳ ଖେଳାଳି

ନୂଆଦିଲ୍ଲୀ,୨୫।୯(ପି.ଟି.)- ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ବାଦ୍‌...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା...

୧୨ ବଲ୍‌ରେ ହିରୋରୁ ଜିରୋ ପାଲଟିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୩: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ପୁରୁଣା ଅଭ୍ୟାସ ବଦଳି ନାହିଁ। ରବିବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨୦୫ ରନ ସ୍କୋର...

ବୁଢ଼ା ହୋଇଗଲେ ବି ସିଂହ

ରାୟପୁର,୫।୩ : ବୁଢ଼ା ହୋଇଗଲେ ବି ସିଂହ। ଏଠାରେ ଆମେ ଜଙ୍ଗଲର ରାଜା ସିଂହ ସମ୍ପର୍କରେ ନୁହେଁ କ୍ରିକେଟର ସିଂହ କଥା କହୁଛୁ ଅର୍ଥାତ ବୀରେନ୍ଦ୍ର...

କୋଟିପତି ହେଲେ ପାଡିକଲ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ଅକ୍ସନର ଦ୍ୱିତୀୟ ସେଟ୍‌ ନିଲାମରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୭୫ କୋଟି ଟଙ୍କାରେ କିଣି ନେଇଛି।...

Advertisement
Archives

Model This Week